ଭଗବାନ ଦୁନିଆ ବା ସଂସାରକୁ ବହୁତ ସୁନ୍ଦର ବନେଇଛନ୍ତି ଏହା ସହ ମଣିଷକୁ ମଧ୍ୟ ବହୁତ ଭାବି ଚିନ୍ତି ଗଢିଛନ୍ତି, ତେବେ ମଣିଷ ଏମିତି ଓ ନିର୍ମାଣ ଯାହା ପାଖରେ ଭାବନା, ଚିନ୍ତା ସୁଖ, ଦୁଃଖ ଭଳି ଅନେକ ଭାନାତ୍ମକ ଇଛା ଅଛି ଯାହା ଜୀବ ଜନ୍ତୁ ମାନଙ୍କ ମଧ୍ୟରେ ବହୁତ କମ ହୋଇଥାଏ ଏହା ଛଡା ମଣିଷକୁ ଭଗବାନ ଗୋଟେ ଏମିତିକା କ୍ଷମତା ପ୍ରଦାନ କରିଛନ୍ତି ଯାହା ଦ୍ଵାରା ମଣିଷ କୌଣସି କାମ କରିବା ବା କଥା କହିବା ଆଗରୁ ଭାବି ଚିନ୍ତି କହିବ ତା ପାଖରେ ଭୁଲ ଠିକ ନିଶ୍ଚୟ କରିବା ପାଇଁ ମାନସିକ ବୁଦ୍ଧି ଥାଏ ।

ଭାରତୀୟ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଶରୀର ଉପରେ ହେଉଥିବା ଚୁଟି ବିଷୟରେ ମଧ୍ୟ ବହୁତ କିଛି କୁହାଯାଇଛି ତେବେ ଏହା ସାମୁଦ୍ରିକ ଶାସ୍ତ୍ର ରେ ଉଲେଖ କରା ଯାଇଛି ଯେ ସ୍ତ୍ରୀ ମାନଙ୍କ ଶରୀର ଉପରେ ଥିବା ଚୁଟି କେଉଁ ଜାଗାରେ ରହିଲେ ଏହାର କଣ ଅର୍ଥ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଓଠ ଉପରେ ଭାଗରେ ଚୁଟି ହୋଇଥାଏ ତେବେ ପୁରୁଷଙ୍କ ଏହି ଜାଗା ଚୁଟିକୁ ଆମେ ନିଶ କହିଥାଉ ।

ତେବେ ଆସନ୍ତୁ ଜାଣିବା ନିଶ ଥିବା ଝିଅମାନେ କେଉଁ ଭଳି ସ୍ଵଭାବ ର ହୋଇଥାନ୍ତି, ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆମ ଶରୀର ଗଠନ, ଆମ କଳାଯାଇ ଓ ଅନ୍ୟ ସବୁ ଜିନିଷ ଆମ ସ୍ଵଭାବ ବିଷୟରେ ବହୁତ କିଛି କହିଥାଏ ତେବେ ଆସନ୍ତୁ ଜାଣିବା ନିଶ ଥିବା ଝିଅଙ୍କ ବିଷୟରେ । ଝିଅଙ୍କ ନିଶ ଉପରେ ପ୍ରାୟତଃ କେହି ଧ୍ୟାନ ଦେଇ ନଥାନ୍ତି ଏହି ଭଳି ଝିଅ ବହୁତ ଗମାର ବୁଦ୍ଧି ର ହୋଇଥାନ୍ତି, ଏହି ଭଳି ଝିଅ ବହୁତ ଶୀଘ୍ର ରାଗି ଥାନ୍ତି, ତେବେ ଏହି ଭଳି ଝିଅ ମାନେ ଘରେ ବା ସାସୁ ଘରେ ନିଜ କଥା ସମସ୍ତଙ୍କୁ ମାନିବା ପାଇଁ ବାଧ୍ୟ କରିଥାନ୍ତି, ଏହି ଭଳି ଝିଅଙ୍କ କଥା ନମାନିଲେ ଏହି ଝିଅ ବହୁତ ରାଗି ଥାନ୍ତି ଓ ଉଗ୍ର ରୂପ ଦେଖାଇ ଥାନ୍ତି ।

ଯେଉଁ ମହିଳାଙ୍କ ଚୁଟି କଳା ହୋଇଥାଏ ସେହି ମହିଳାଙ୍କ ଆର୍ଥିକ ସ୍ଥିତି ଭଲ ହୋଇଥାଏ, ତେବେ ଯେଉଁ ମହିଳାଙ୍କ ମୋଟା ପେଟ ହୋଇଥାଏ ସେହି ମହିଳାଙ୍କ ଜୀବନ ସବୁବେଳେ ଦୁଃଖ ରେ ବ୍ଯତୀତ ହୋଇଥାଏ । ତେବେ ଯେଉଁ ମହିଳାଙ୍କ ମସୁଦା କଳା ଥାଏ ଓ ଦେଖିବାରେ ବହୁତ ଖରାପ ଦେଖା ଯାଇଥାଏ ଏହି ଭଳି ମହିଳାଙ୍କ ଜୀବନରେ କେବେ ବି ସଫଳତା ଆସି ନଥାଏ ।
ଯେଉଁ ମହିଳାନଙ୍କ ଦାନ୍ତ ବଡ ଥାଏ ଓ ବାହାରକୁ ବାହାରିକି ଥାଏ ସେହି ମହିଳାଙ୍କ ଜୀବନରେ ସବୁ କିଛି ଖରାପ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।