ନମସ୍କାର ବନ୍ଧୁଗଣ, ନିଜର ନାବାଳିକା ଝିଅକୁ ବିକୁଥିଲା ବାପା । ସନ୍ଦେହ କରିଲେ ଲୋକେ ଆଉ ମାଡି ବସିଲେ । ଆଉ ଏବେ 4 ଅ-ଭି-ଯୋ-ଗ କୁ ଅଟକ ରଖିଛି ପୋଲିସ । ଆଉ ଅ-ଭି-ଯୁ-କ୍ତ ଙ୍କ କହିବା ଅନୁଯାୟୀ ଝିଅକୁ କୁଆଡେ 21 ବର୍ଷ । ଆଉ ଏବେ ଜଣା ପଡିଛି ଝିଅ ପଡୁଛି ନବମ ଶ୍ରେଣୀ ରେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ ଉପକଣ୍ଠ ବଡମ୍ବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଝିଅ କୁ କଣ୍ଟାବାଜି ଷ୍ଟେସନ ରୁ ଉଧାର କରିଛି ରେଳବାହୀ ପୋଲିସ ।
ଉକ୍ତ ନାବାଳିକା ଙ୍କୁ ରାଜସ୍ଥାନରେ ବିବାହ କରିବାକୁ କହି ଦଲାଲ ହାତରେ ଟେକି ଦେଇଥିଲେ ସାବତ ବାପା । ଆଉ ସେଥିପାଇଁ ରାଜସ୍ଥାନରେ ଆସୁଥିବା ଜଣେ ମହିଳା ଆଉ 3 ଜଣ ଦଲାଲ ଙ୍କ ଠାରୁ ସାବତ ବାପା ନେଇଛି 50 ହଜାର ଟଙ୍କା । ନିଜ ନାବାଳିକା ଝିଅକୁ ରାଜସ୍ଥାନ ରେ ବିବାହ କରିବାକୁ ଉକ୍ତ ଦଲାଲ ଙ୍କ ହାତରେ ଟେକି ଦେଇଥିଲା ସାବତ ବାପା ।
କେହି ଯେମିତି ସନ୍ଦେହ ନ କରିବେ ସେଥିପାଇଁ ନାବାଳିକା ଝିଅ କୁ ନବ ବଧୁ ବେଶରେ ସଜାଇ ଦେଇଥିଲା ବାପା । ଆଉ ଶୁକ୍ରବାର ପାଟଣାଗଡ ରୁ କଣ୍ଟାବାଜି ରେଳ ଷ୍ଟେସନ କୁ ଆଣିଥିଲା ଉକ୍ତ ଦଲାଲ । ଆଉ ଟ୍ରେନରେ ରାଜସ୍ଥାନ ନେଇ ଯିବାକୁ ପ୍ରସ୍ତୁତ ହେଉଥିଲେ । ଆଉ ଠିକ ଏତିକି ବେଳେ କିଛି ଲୋକ ସନ୍ଦେହ କରିଲେ ।
ଲୋକ ମାନେ ସେମାନଙ୍କୁ ପଚାର ଉଚରା କରିଲେ ଆଉ ଦଲାଲ ନିଜର ବ୍ୟାଗ ଧରି ତରବର ରେ ଏକ ଗାଡି ରେ ବସି ପଳାଇ ଥିଲେ । ତେବେ ସ୍ଥାନୀୟ ଲୋକ ମାନେ ରେଳବାହୀ ପୋଲିସ କୁ ଖବର ଦେଇଥିଲେ । ଆଉ ପୋଲିସ ଦଲାଲ ମାନଙ୍କୁ ଗୋଡାଇ ଗୋଡାଇ ଧରିଥିଲା । ପୋଲିସ ନାବାଳିକା ଙ୍କୁ ଉଧାର କରିବା ସହ ଅ-ଭି-ଯୁ-କ୍ତ ଙ୍କୁ ଅଟକ ରଖି ପଚରା ଉଛାର କରିଛି । ତେବେ ଅ-ଭି-ଯୁ-କ୍ତ ଙ୍କ ଅଟକ ଥିବା ମହିଳା ଜଣକ ହେଉଛନ୍ତି ବେଲପଡା ଅଞ୍ଚଳର ।
ସେ ପୂର୍ବରୁ ରାଜସ୍ଥାନରେ ବିବାହ କରିଥିବା ପୋଲିସ କହିଛି । ଆଉ ନାବାଳିକା ଙ୍କ ବାପା ଙ୍କୁ ମହିଳା ଜଣକ ପୂର୍ବରୁ ଚିହ୍ନି ଥିବା ପ୍ରକାଶ କରୁଛି । ଆଉ ସବୁଠାରୁ ବଡ ବିଷୟ ହେଲା ପୂର୍ବ ରୁ ମଧ୍ୟ ଏ ଅଞ୍ଚଳରୁ ଅନେକ ଯୁବତୀ ମାନଙ୍କୁ ରାଜସ୍ଥାନ ଚାଳନ କରିଥିବା ସ୍ଵୀକାର କରିଛି ଉକ୍ତ ମହିଳା ଜଣକ । ପୋଲିସ ବଲାଙ୍ଗୀର ଚାଇଲ୍ଡ ଲାଇନ କୁ ଏ ସମ୍ପର୍କରେ ଖବର ଦେଇଛି । ଆଉ ବହୁତ ଜଲ୍ଦି ଚାଇଲ୍ଡ ଲାଇନର ସଦସ୍ୟ ପହଞ୍ଚି ନାବାଳିକା ଙ୍କୁ ଉଧାର କରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।