ଝିଅ ମାନଙ୍କର ସ୍ଵୋପ୍ନର ରାଜ କୁମାର ଅଟନ୍ତି ଏହି ୩ଟି ନାମ ଥିବା ପୁଅ- Jyotisha Shastra

ବନ୍ଧୁଗଣ ସବୁ ଝିଅ ମାନଙ୍କର ସ୍ଵୋପ୍ନ ହୋଇଥାଏ ଜଣେ ଉତ୍ତମ ଜୀବନ ସାଥିର । ପ୍ରତ୍ୟକ ଝିଅ ଚିନ୍ତା କରିଥାଏ ଯେ ସେ ଯାହାକୁ ବିବାହ କରିବ ତାହାର ସ୍ଵାମୀ ସଠିକ ଗୋଟେ ରାଜ୍କୁମାର ଭଳି ହୋଇଥିବ । ମାତ୍ର ଦେଖିବାକୁ ସୁନ୍ଦର ହେବା ସହିତ ତାହାର ଗୁଣ ମଧ୍ୟ ପ୍ରଶଂସା ଯୋଗ୍ୟ ହେବା ଆବଶ୍ୟକ । ସେ ସମସ୍ତଙ୍କ ମନକୁ ନେଇ ଚାଲୁଥିବା ସହିତ ନିଜ ଭିତରେ ବୁଝାମଣା ଠିକ ରହିବା ଆବଶ୍ୟକ । ବନ୍ଧୁଗଣ ଗୋଟିଏ ଝିଅ ଏହା ମଧ୍ୟ ଚାହିଁଥାଏ ଯେ ତାହାର ଭାବି ସ୍ଵାମୀ ଅଥବା ବୟଫ୍ରେଣ୍ଡ ତାହାର ସମ୍ପୂର୍ଣ କେୟାର କରୁ ଏହାକୁ ନେଇ ସେ ଅନେକ ସ୍ଵୋପ୍ନ ଦେଖି ସାରିଥାଏ ।

ଆସନ୍ତୁ ଜାଣିବା ଏହି ୩ଟି ନାମ ଥିବା ପୁରୁଷ ଅଥବା ପୁଅଙ୍କ ବିଷୟରେ ଯିଏ ହୋଇଥାନ୍ତି ଝିଅ ମାନଙ୍କର ସ୍ଵୋପ୍ନର ରାଜ କୁମାର ତୁଲ୍ୟ । ବନ୍ଧୁଗଣ ଗୋଟିଏ ଝିଅ ଭବିଥାଏ ଯେ ତା ସ୍ଵୋପ୍ନର ରାଜ କୁମାର ଆସିବ ଏବଂ ତାକୁ ନେଇ ଚାଲିଯିବ । କିନ୍ତୁ ଏପରି ସବୁ କ୍ଷେତ୍ରରେ ହୋଇନଥାଏ । R, ନାମ ଥିବା ପୁରୁଷ; ବନ୍ଧୁଗଣ ଏମାନେ ଦେଖିବାକୁ ବହୁତ ଚର୍ମିଙ୍ଗ ଟାଇପର ଅଟନ୍ତି । ଏମାନେ ସୁନ୍ଦର ଦେଖାଯିବା ସହିତ ଏମାନଙ୍କର କଥା କହିବାର ଶୈଳୀ ମଧ୍ୟ ଉତ୍ତମ ଧରଣର ହୋଇଥାଏ । ଏମାନେ ନିଜ କଥା ବାର୍ତ୍ତାରେ ଝିଅ ମାନଙ୍କ ମନକୁ ବାନ୍ଧି ରଖିଥାନ୍ତି । ସବୁବେଳେ ହସ ହସ ମୁହଁ ରଖି କଥା ବାର୍ତ୍ତା କରିଥାନ୍ତି ।

ଝିଅ ମାନଙ୍କୁ ଇମ୍ପ୍ରେସ କରିବା ଏମାନଙ୍କର ବାମ ହାତର ଖେଳ ହୋଇଥାଏ । ଏମାନେ ନେଚରରେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ଏହି ଅଦା ଯୋଗୁ ଝିଅମାନେ ଅତି ଶୀଘ୍ର ଏମାନଙ୍କ ଜାଲରେ ଫଶୀ ଯାଇଥାନ୍ତି । ଏମାନେ ଯେଉଁ ଝିଅ ସହିତ ସମ୍ପର୍କରେ ରୁହନ୍ତି ତାହାକୁ ହୃଦୟର ସହିତ ନିଭାନ୍ତି । ଏମାନେ ସେହି ଝିଅର ସମସ୍ତ ଛୋଟ ବଡ କଥାର ଧ୍ୟାନ ରଖିଥାନ୍ତି । ତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଦେଇନଥାନ୍ତି । ଏହି ନେଚର ଝିଅ ମାନଙ୍କୁ ବହୁତ ପସନ୍ଦ ହୋଇଥାଏ ।

ବନ୍ଧୁଗଣ ଏହାପରେ S, ନାମ ଥିବା ପୁରୁଷ; ଏମାନେ ସାଧାରଣତ ନିଜେ ଖୁସିରେ ରହିଥାନ୍ତି । କିନ୍ତୁ ଏମାନଙ୍କ ସହିତ ଯିଏ ସମ୍ପର୍କରେ ଜଡିତ ରହିଥାଏ ଏମାନେ ତାଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଝିଅ ମାନଙ୍କୁ ଏହି ଗୁଣ ପୁଅ ମାନଙ୍କର ରାସ ଆସିଥାଏ ଏଣୁ ଝିଅମାନେ ଏହିଭଳି ବ୍ୟକ୍ତିଙ୍କୁ ଅଧିକ ପସନ୍ଦ କରିଥାନ୍ତି । ବନ୍ଧୁଗଣ ସର୍ବ ଶେଷରେ କହିବାକୁ ଯାଉଛୁ P, ନାମ ଥିବା ପୁରୁଷଙ୍କ ବିଷୟରେ; ଏହି ନାମ ଥିବା ପୁରୁଷଙ୍କ ଅନ୍ଦାଜ ଅଧିକ ନିଆରା ହୋଇଥାଏ । ଏହି ନାମର ବ୍ୟକ୍ତିଙ୍କ ସ୍ଵୋଭାବ ଅଧିକ ପ୍ରଶଂସା ଯୋଗ୍ୟ ହୋଇଥାଏ । ଏହି ନାମର ପୁରୁଷ ମାନେ ଝିଅ ମାନଙ୍କର ବହୁତ ଇଜତ କରିଥାନ୍ତି ।

ଏମାନେ ଥରେ ଯେଉଁ ଝିଅ ସହିତ ସମ୍ପର୍କ ଆସିଥାନ୍ତି ସେମାନଙ୍କୁ କେବେ ଧୋକା ଦେଇ ନଥାନ୍ତି । ଏମାନଙ୍କୁ ସମ୍ପର୍କର ମହତ୍ଵ ବହୁତ ଭଲ ଭାବରେ ଜଣାଥାଏ । ବନ୍ଧୁଗଣ ଏମାନଙ୍କ ଇମାନ୍ଦାରୀ ଏବନ ବଫଦାରି ଝିଅ ମାନଙ୍କର ହୃଦୟକୁ ଜିତି ନେଇଥାଏ । ବନ୍ଧୁଗଣ ଏହାଥିଲା ୩ଟି ଭାଗ୍ୟଶାଳୀ ପୁରୁଷ ମାନଙ୍କ ନାମ ଯିଏକି ଝିଅ ମାନଙ୍କ ସ୍ଵୋପ୍ନର ରାଜା ତୁଲ୍ୟ ହୋଇଥାନ୍ତି । ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *