ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହେଇକି ଓଡ଼ିଶାରେ କଣ ସବୁ ହେଉଛି ସେ ଦେଖୁନାହାନ୍ତି କି.. ଝିଅମାନେ କଣ ବେଶ୍ୟା ? ଦେଖନ୍ତୁ କାହିଁକି ଏମିତି କହିଲେ ଏ ଯୁବତୀ ଜଣଙ୍କ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରେମ କରିବା ବହୁତ ସାଧାରଣ ହୋଇଯାଇଛି । ଆଉ ପ୍ରେମ ପରେ ଶାରୀରିକ ସ୍ମପ୍ର୍କ ରଖିବା ମଧ୍ୟ ସାଧାରଣ କଥା ହୋଇଗଲାଣି । ପ୍ରଥମେ ପ୍ରେମ ତା ପରେ ସମ୍ପର୍କ ଆଉ ତା ପରେ ପ୍ରେଗନେଣ୍ଟ ହେଉଛନ୍ତି ଯୁବତୀମାନେ । ତେବେ ଏଭଳି କିଛି ମାମଳାକୁ ନେଇ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଏମିତି କିଛି ରାଏ ଦେଇଛନ୍ତି ଯାହାକୁ ନେଇ ଜଣେ ଯୁବତୀ ପ୍ରତିବାଦ କରିଛନ୍ତି । ଯୁବତୀ ଜଣକଙ୍କ କହିବା ମୁତାବକ “ଜୟା ବଚ୍ଚନ କହିଥିଲେ ବାହା ନ ହୁଅ ପଛେ ବାହାଘର ପୂର୍ବରୁ ପ୍ରେଗନେଣ୍ଟ ହୁଅ ।

ସେମାନେ ବହୁତ ଧନୀ ତାଙ୍କ ପାଖରେ ବହୁତ ପଇସା ଅଛି ତାଙ୍କ ବ୍ୟାକଗ୍ରାଉଣ୍ଡ ବି ବହୁତ ଷ୍ଟ୍ରଙ୍ଗ । ଏସବୁ କଥା ଯଦି ସେ କହୁଛନ୍ତି ସେ ଜାଣିବା ଦରକାର ସେ କଣ । ସେ ନିଜେ ଜଣେ ନାରୀ, ସେଲିବ୍ରେଟି ଏବଂ ରାଜନେତ୍ରୀ । ଏତେ ସବୁ ବ୍ୟାକ ଗ୍ରାଉଣ୍ଡ ପରେ ତାଙ୍କ ସ୍ଵାମୀ ଯାହାକୁ ଆମେ ବିଗ-ବି କହିଥାଉ ଏତେ ବଡ ଟ୍ଯାଲେନ୍ତେଡ଼ ଲୋକ ତାଙ୍କ ପୁଅ, ବୋହୂ, ନତଉଣୀ ସମସ୍ତେ ହେଉଛନ୍ତି ଲାଇମ ଲାଇଟ ଲୋକ ।

ଆମ ଓଡିଶା କଥା ଯଦି କହିବା ଦୀପିକା କେସ ହେଉ ବା ତପସ୍ଵିନୀ କେସ ହେଉ ସେ ସବୁ କଣ ଥିଲା ଏହି ବାହାଘର ପୂର୍ବରୁ ଲିଭ-ଇନରେ ରହିକି ତା ଫଳଫାଳ କଣ ହେଲା । ଏଇଟା ହେଉଛି ଭାରତ ଆମର ଏଇଠି ସନାତନ ହିନ୍ଦୀ ଧର୍ମ ଭିତ୍ତିକ ରାଷ୍ଟ୍ର ମାନି ଥାଉ ହେଲେ ସେ ଯେଉଁ କଥା କହୁଛନ୍ତି ସେ ସବୁ ବାହାରେ ଲଣ୍ଡନରେ ହେଉଥିବ ।

ସେ ଅଧିକାଂଶ ସମୟରେ ବିଲାତରେ ରୁହନ୍ତି ନା ତେଣୁ ସେ କଲଚର ତାଙ୍କ ଭିତରକୁ ଆସିଗଲାଣି କିନ୍ତୁ ଆମ ଭିତରେ ଆସି ନାହିଁ । ମୋତେ ବହୁତ ଖରାପ ଲାଗୁଛି ଜୟା ମ୍ୟାମ ମିଡିଆ ବାଲାଙ୍କୁ ଜେଭଳି ବ୍ୟବହାର ଦେଖନ୍ତି ତାଙ୍କ ପାଇଁ ଆମେ ବଞ୍ଚୁଛୁ ତାଙ୍କ ଛାଡ ଆଉ କିଛି ଷ୍ଟୋରି ନାହି । ଯଦି ମିଡିଆବାଲା ତାଙ୍କୁ ଛାଡି ଦେବେ ତେବେ ତାଙ୍କୁ କେହି ପଚାରିବେନି କାରାଣ ସୋସିଆଲ ମିଡିଆରେ ଆପଣଙ୍କ ମୁହଁ ଆସୁଛି ବୋଲି ଆମେ ଆପଣଙ୍କୁ ପଚାରୁଛୁ ଫଲୋ କରୁଛୁ ଯାହା ପାଇଁ ଲୋକେ ଆପଣଙ୍କୁ ଡାକୁଛନ୍ତି ।

ଏତେ ଲଜ୍ଜାର କଥା ସେ ଏତେ ବଡ ସେଲିବ୍ରେଟି ହେଇ ନିଜ ନାତୁଣୀକୁ ତ ବାର୍ତ୍ତା ଦେଉଛନ୍ତି ଦେଉଛନ୍ତି ଭାରତର କୋଟି କୋଟି ମହିଳା ମାନଙ୍କୁ ବି ବାର୍ତ୍ତା ଦେଇ କହୁଛନ୍ତି ତମେ ମାନେ ଲିଭ-ଇନରେ ରହି ପାରିବ ପ୍ରେଗନେଣ୍ଟ ହେଇଗଲେ ତମେ ଛୁଆକୁ ନଷ୍ଟ କରିପାରିବ ।

ଏଟା ସବୁଆଡେ ଚାଲିଛି । ସେ କଣ ଝିଅ ମାନଙ୍କୁ ବେଶ୍ୟା ଭାବୁଛନ୍ତି । ନିହାତି ମିଡିଆ ଭାଇ ମାନେ ଏହି କଥାକୁ ଗୁରୁତ୍ଵ ଦେବା ଆଉଚିତ । ଜୟା ମ୍ୟାମ ପୁରା ଭାରତବାସୀ, ସବୁ ମହିଳା ମାନଙ୍କୁ ନିଜେ କ୍ଷମା ମାଗିବା ଦରକାର । ଏହି ଘଟଣା ଉପରେ କିଛି ବା କିଛି ପଦକ୍ଷେପ ନେବା ନିହାତି ଜରୁରୀ କାରଣ ଏଟା ଓଡିଶା ବିଦେଶ ନୁହେଁ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *