ଆଇଏସ ଇଣ୍ଟରବିୟୁରେ କେତେ ଥର ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କେଉଁ ଭଳି ପ୍ରଶ୍ନ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ଅଟେ ।
୧- ଏମିତି କେଉଁ ପଶୁ ଅଛି ଯିଏ ନିଜ ମାତା ପିତା ଦୁହିଙ୍କ ତହରୁ କ୍ଷୀର ପିଇଥାଏ ?
ଉତ୍ତର- ଠେକୁଆ
୨- କେଉଁ ପ୍ରଜାତିର ପକ୍ଷୀ ଅଧିକ ଉଚ୍ଚକୁ ଉଡିପାରେ ?
ଉତ୍ତର- ବାର ହେଣ୍ଡେଡ ହ୍ଯାନ୍ସ
୩- ବିଶ୍ଵରେ ସବୁଠାରୁ ବଡ ମୁଣ୍ଡ କେଉଁ ପଶୁର ଅଟେ ?
ଉତ୍ତର- ସ୍ପାର୍କ ୱ୍ହିଲ
୪- ଟ୍ବିଟରର ଲୋକଙ୍କ ମଧ୍ୟରେ ଆପଣ ଯେଉଁ ପକ୍ଷୀ ଦେଖନ୍ତି ତାର ନାମ କଣ ?
ଉତ୍ତର- ଲେରୀ
୫- କେଉଁ ଜୀବର ଜିଭ କଳା ହୋଇଥାଏ ?
ଉତ୍ତର- ଜିରାଫ
୬- ଚାନ୍ଦ ପାଇଁ ପହଞ୍ଚିବାକୁ କେତେ ଦିନ ସମୟ ଲାଗିଥାଏ ?
ଉତ୍ତର- ୩ ଦିନ
୭- କେଉଁ ଦେଶରେ ମୋଟାପା ବୃଦ୍ଧି କରିବା ଅପରାଧ ଅଟେ ?
ଉତ୍ତର- ଜାପାନ
୮- କେଉଁ ମେଳାରେ ଦୁଇ ଗୁଣ୍ଟୋରେ ପଥର ମାରିବା ପ୍ରଥା ଅଟେ ?
ଉତ୍ତର- ଦେବୀଧୁରା ମେଳା
୯- କେଉଁ ଦେଶରେ ଗୋଟିଏ ବି ନଦୀ ନାହି ?
ଉତ୍ତର- ସାଉଦି ଆରବ
୧୦- କ୍ରିସମାସ କେଉଁ ତାରିଖରେ ପାଳନ କରାଯାଏ ?
ଉତ୍ତର- ଡିସେମ୍ବର ୨୫
୧୧- ବିଶ୍ଵର ସବୁଠାରୁ ପ୍ରାଚୀନ ଭାଷା କଣ ?
ଉତ୍ତର- ସଂସ୍କୃତ
୧୨- ପୃଥିବୀ ଉପରେ କେତୋଟି ମହାସାଗର ଅଛି ?
ଉତ୍ତର- ୫ଟି
୧୩- କେଉଁ ଜୀବର ମୁଣ୍ଡ କଟିଗଲେ ସେ କିଛି ଦିନ ଯାଏଁ ବଞ୍ଚିଥାଏ ?
ଉତ୍ତର- ଅସରପା
୧୪- କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?
ଉତ୍ତର- ଆଇସଲ୍ୟାଣ୍ଡ
୧୫- ଦୁନିଆର ସବୁଠାରୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?
ଉତ୍ତର- ଭାରତ
୧୬- ବିଶ୍ଵର ସବୁଠାରୁ ପୁରାତନ ଖେଳ କଣ ?
ଉତ୍ତର- ପୋଲୋ
୧୭- କେଉଁ ଜୀବ ନିଜ ଲୁହ ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର- ଘଡିୟାଲ
୧୮- ବରଗଛ କେଉଁ ଦେଶର ରାଷ୍ଟ୍ରୀୟ ଗଛ ଅଟେ ?
ଉତ୍ତର- ଭାରତ
୧୯- ମହାଭାରତର ପୁରାତନ ନାମ କା ଥିଲା ?
ଉତ୍ତର- ଜୟ ସଂହିତା
୨୦- ଦୁନିଆର ସବୁଠାରୁ ମୋଟା ବ୍ୟକ୍ତି କିଏ ?
ଉତ୍ତର- ବଙ୍ଗଳାଦେଶ
୨୧- ଭାରତର ରାଷ୍ଟ୍ରୀୟ ପରିବା କଣ ?
ଉତ୍ତର- ଆଳୁ
୨୨- କେଉଁ ଗଛ ସବୁଠାରୁ ଅଧିକ ଅକ୍ସିଜେନ ପ୍ରଦାନ କରିଥାଏ ?
ଉତ୍ତର- ପିପଲ
୨୩- ଭାରତର ସବୁଠାରୁ ଅଧିକ ବଞ୍ଜର ଭୂମି କେଉଁ ରାଜ୍ୟରେ ଅଛି ?
ଉତ୍ତର- ରାଜସ୍ଥାନ
୨୪- ଏୟାରଫୋର୍ସ ବନ ଜାହାଜରେ କିଏ ଯାତ୍ରା କରିଥାଏ ?
ଉତ୍ତର- ଆମେରିକା ରାଷ୍ଟ୍ରପତି
୨୫- ଏମିତି କେଉଁ ପକ୍ଷୀ ଅଛି ଯିଏ ପିଲା ଜନ୍ମ କରିବା ପରେ କ୍ଷୀର ପିଆଇଥାଏ ?
ଉତ୍ତର- ଚମଗାଦଡ
୨୬- କୁକୁର ଛଡା କେଉଁ ଜୀବକୁ ବାମ ଖୋଜିବା ପାଇଁ ଶିକ୍ଷା ଦିଆଯାଏ ?
ଉତ୍ତର- ମହୁମାଛି
୨୭- ଗୋଟେ ପୁଅ ଝିଅ ଅଛନ୍ତି କିନ୍ତୁ ସେମାନେ ସ୍ଵାମୀ ସ୍ତ୍ରୀ ନୁହନ୍ତି କି ଭାଇ ଭଉଣୀ ନୁହେଁ କି ମା ପୁଅ ନୂହନ୍ତି କିନ୍ତୁ ଝିଅର ଶଶୁର ପୁଅର ବାପା ଅଟେ ତେବେ କୁହ ଝିଅ ପୁଅ ମଧ୍ୟରେ କଣ ସମ୍ପର୍କ ?
ଉତ୍ତର- ଶାଶୁ ଓ ଜ୍ଵାଇଁ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।