ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପଜାଲ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ୧୦ ସେକେଣ୍ଡର ସମୟ ଦିଆଯିବ ଆଉ ଏହାରି ମଧ୍ୟରେ ଆପଣ ଚିତ୍ର ଦେଖି ତାକୁ ଆଡ କରି ଝିଅ ବା ପୁଅର ନାମ କହିବେ । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ପଜଲ ଗେମ । ପଜଲ ୧: ପ୍ରଥମ ପଜଲରେ ରିଙ୍ଗ ଓ କି ର ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?
ଉତ୍ତର- ରିଙ୍କି
ପଜାଲ ୨ : ଦ୍ଵିତୀୟ ପଜଲରେ ଗାଈ ଓ ଗଛର ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?
ଉତ୍ତର- ଗାୟତ୍ରୀ
ପଜଲ ୩ : ତୃତୀୟ ପଜଲରେ R ଓ ଚଣା ର ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?
ଉତ୍ତର- ଅର୍ଚ୍ଚନା
ପଜଲ ୪ : ଚତୁର୍ଥ ପଜାଲରେ ରନ ଓ ଦୀପର ଚିତ୍ର ରହିଛି ତେବେ କୁହନ୍ତୁ ପୁଅର ନାମ କଣ ?
ଉତ୍ତର- ରଣଦୀପ
ପଜଲ ୫ : ଏଥିରେ କାର ଓ ଟିକ ର ଚିତ୍ର ରହିଛି ତେବେ କୁହନ୍ତୁ ପୁଅର ନାମ କଣ ?
ଉତ୍ତର- କାର୍ତ୍ତିକ
ପଜଲ ୬ : ଏଥିରେ ଚନ୍ଦ୍ର, କାନ ଓ T ଚିତ୍ର ରହିଛି ତେବେ ପୁଅର ନାମ କଣ ?
ଉତ୍ତର- ଚନ୍ଦ୍ରକାନ୍ତ
ପଜଲ ୭ : ଏଥିରେ ସର ବା ମୁଣ୍ଡ ଓ ୧୦୦ ନମ୍ବରର ଚିତ୍ର ରହିଛି ତେବେ ପରିବା ର ନାମ କଣ ?
ଉତ୍ତର- ସୋରିଷ
ପଜଲ ୮ : ଏଥିରେ ମୁହଁ ଓ ଗଧ ର ଚିତ୍ର ରହିଛି ତେବେ ଝିଅର ନାମ କଣ ?
ଉତ୍ତର- ମୁଗ୍ଧ
ପଜଲ ୯ : ଏଥିରେ ଲେଡି ଓ ଫିଙ୍ଗର ର ଚିତ୍ର ରହିଛି ତେବେ ପରିବା ର ନାମ କଣ ?
ଉତ୍ତର- ଲେଡିଫିଙ୍ଗର
ପଜଲ ୧୦ : ଏଥିରେ ରେଡ ଓ ଡିଶ ର ଚିତ୍ର ରହିଛି ତେବେ ପରିବାର ନାମ କଣ ?
ଉତ୍ତର- ରେଡିସ ବା ମୂଳା
ପଜଲ ୧୧ : ଏଥିରେ କାନ୍ଦିବାର ଓ ଶନି ଙ୍କ ଚିତ୍ର ରହିଛି ତେବେ କୁହନ୍ତୁ ଝିଅର ନାମ କଣ ?
ଉତ୍ତର- ରୋଶନି
ପଜଲ ୧୨ : ଏଥିରେ ଗୋଲାପ ଫୁଲ ଓ O ର ଚିତ୍ର ରହିଛି ତେବେ ଝିଅର ନାମ କଣ ?
ଉତ୍ତର- ଗୁଲାବୋ
ପଜଲ ୧୩ : ଏଥିରେ ବହି ଓ = ର ଚିତ୍ର ରହିଛି ତେବେ ଝିଅର ନାମ କଣ ?
ଉତ୍ତର- ବିଦ୍ୟା
ପଜଲ ୧୪ : ଏଥିରେ କ୍ୟାଟ ବା ବିଲେଇ, ri ଓ ନାଁ ର ଚିତ୍ର ରହିଛି ତେବେ ଝିଅର ନାମ କଣ ?
ଉତ୍ତର- କ୍ଯାଟ୍ରିନା
ପଜଲ ୧୫ : ଏଥିରେ ଆ ଓ ତାଲା ର ଚିତ୍ର ରହିଛି ତେବେ ପୁଅର ନାମ କଣ ?
ଉତ୍ତର- ଆଲୋକ
ପଜଲ ୧୬ : ଏଥିରେ ଦୀପ ଓ ପା ର ଚିତ୍ର ରହିଛି ତେବେ ଝିଅର ନାମ କଣ ?
ଉତ୍ତର- ଦୀପା
ପଜଲ ୧୭ : ଏଥିରେ କପ ଓ ପୀଲ ବା ବଟିକାର ଚିତ୍ର ରହିଛି ତେବେ ପୁଅର ନାମ କଣ ?
ଉତ୍ତର- କପିଲ
ପଜଲ ୧୮ : ଏଥିରେ ହଁସ ଓ କଏନ ର ଚିତ୍ର ରହିଛି ତେବେ ଝିଅର ନାମ କଣ ?
ଉତ୍ତର- ହଂସିକା
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।