ଆଇଏସ ଇଣ୍ଟରଭିୟୁରେ କେତେ ଥର ଇଣ୍ଟରଭିୟୁର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁର କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
୧- ୧୦ ଟଙ୍କାରେ ଏମିତି କଣ କିଣିଲେ ପୁରା ରୁମ ଭରିଯିବ ?
ଉତ୍ତର- ଅଗରବତୀ
୨- ଏମିତି କେଉଁ କାମ ଅଛି ଯାହା ଆମେ ଭାରତରେ ଦୁଇ ଥର କରିପାରିବା ନାହି ?
ଉତ୍ତର- ଆଧାର କାର୍ଡ
୩- ଏମିତି କଣ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହି ?
ଉତ୍ତର- ଧୋକା
୪- ବିଶ୍ଵ ରକ୍ତଦାନ କେବେ ପାଳନ କରାଯାଏ ?
ଉତ୍ତର- ଜୁନ ୧୫ରେ
୫- ଭାରତର ରାଷ୍ଟ୍ରୀୟ ଗଛର ନାମ କଣ ?
ଉତ୍ତର- ବରଗଛ
୬- ଏମିତି କେଉଁ ଜିନିଷ ଅଛି ଯାହା ଆମେ ବ୍ରେକଫାଷ୍ଟ ପୂର୍ବରୁ କରିପାରିବା ନାହି ?
ଉତ୍ତର- ଲଞ୍ଚ ବା ଡିନର
୭- ଏମିତି କେଉଁ ଜିନିଷ ଯାହାକୁ ଯିଏ ଯେତେ ଖାଇଲେ ମଧ୍ୟ ପେଟ ଭରେ ନାହି ?
ଉତ୍ତର- ବଚନ
୮- ଆଘାତ ଲାଗିବାରୁ କେଉଁ ଜିନିଷ ଲଗାଇଲେ ଯନ୍ତ୍ରଣା ଭଲ ହୋଇଥାଏ ?
ଉତ୍ତର- ହଳଦୀ
୯- ଭାରତର କେଉଁ ରାଜ୍ଯରେ ପ୍ରବାହିତ ପୋଷ୍ଟ ଅଫିସ ଅଛି ?
ଉତ୍ତର- ଶ୍ରୀନଗର
୧୦- ଭାରତର ପ୍ରଥମ ନାଗରିକଙ୍କ ନାମ କଣ ?
ଉତ୍ତର- ରାଷ୍ଟ୍ରପତି
୧୧- ଅନାଜର ରାଣୀ କାହାକୁ କୁହାଯାଏ ?
ଉତ୍ତର- ମକ୍କା
୧୨- ଭାରତରେ ସବୁଠାରୁ ଅଧିକ ଫସଲ କଣ ହୋଇଥାଏ ?
ଉତ୍ତର- ଧାନ
୧୩- ମନୁଷ୍ୟର ଆଖିର ଓଜନ କେତେ ଗ୍ରାମ ହୋଇଥାଏ ?
ଉତ୍ତର- ୮ଗ୍ରାମ
୧୪- ଭାରତରେ ସବୁଠାରୁ ଶସ୍ତା ପେଟ୍ରୋଲ କେଉଁ ରାଜ୍ଯରେ ମିଳିଥାଏ ?
ଉତ୍ତର- ଗୋଆ
୧୫- କେଉଁ ଜୀବ ୩୦ ଫିଟ ଯାଏଁ ଡେଇଁପାରେ ?
ଉତ୍ତର- କଙ୍ଗାରୁ
୧୬- କେଉଁ ଜୀବ ୩ ବର୍ଷ ଯାଏଁ ସୋଇଥାଏ ?
ଉତ୍ତର- ଘୋଘା
୧୭- ଭାରତରେ କେଉଁ ରାଜ୍ୟରେ ମାତ୍ର ୨ଟି ଛୁଆ ଜନ୍ମ କରିହେବ ?
ଉତ୍ତର- କେରଳ
୧୮- କେଉଁ ଦେଶରେ ରାତିରେ ବାଥୃମ ଯିବାକୁ ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- ସ୍ଵୀଇଜରଲ୍ୟାଣ୍ଡ
୧୯- କେଉଁ ଦେଶରେ ପୁରୁଣା କପଡାରେ ଗାଡି ସଫା କରିହେବ ନାହି ?
ଉତ୍ତର- ଆମେରିକାର ସେନ ଫ୍ରାନସିକରେ
୨୦- କେଉଁ ଦେଶରେ ହସିବାରେ ଜୋରିମାନା ଲଗାଯାଏ ?
ଉତ୍ତର- ଇଟାଲୀର ମିଲାନା ସହରରେ
୨୧- ବିଶ୍ଵରେ ସବୁଠାରୁ ଅଧିକ କର୍ମଚାରୀ କେଉଁ ଜାଗାରେ କାମ କରିଥାନ୍ତି ?
ଉତ୍ତର- ଇଣ୍ଡିଆନ ରେଲୱେରେ
୨୨- ଭାରତରେ ନାଲି ଚନ୍ଦନାର କାଠ କେଉଁଠାରେ ମିଳିଥାଏ ?
ଉତ୍ତର- ତାମିଲନାଡୁ
୨୩- ଚାନ୍ଦରେ ସବୁଠାରୁ ଅଧିକ କେଉଁ ଏଲିମେଣ୍ଟ ମିଳିଥାଏ ?
ଉତ୍ତର- ଅକ୍ସିଜେନ
୨୪- ସବୁଠାରୁ ଅଧିକ ବିଲାତିର ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଭାରତ
୨୫- ଝିଅର ଶରୀରର ଏମିତି କେଉଁ ଅଙ୍ଗ ଅଛି ଯାହା ପ୍ରତେକ ଦୁଇ ମାସକୁ ଥରେ ବଦଳିଥାଏ ?
ଉତ୍ତର- ଆଇବ୍ରୋ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।