ନମସ୍କାର ବନ୍ଧୁଗଣ । ଆଜି କାହିଁକି ବାପା ମାଙ୍କ କଥା ଭାରି ମନେ ପଡୁଛି । ଦୀପାବଳିରେ ଦୀପ ଲଗାଇବାକୁ ଭାଇ ସାଥିରେ ନାହି । ମୁଣ୍ଡ ଉପରେ ମା ର ସ୍ନେହଭରା ପଣତ ନାହି କି ଅ-ଝ-ଟ କରିବାକୁ ବାପା ନାହାନ୍ତି । ମୁଁ ସିନା ଏକା ଅଛି କିନ୍ତୁ ଘରେ ବାପା, ମା, ଭାଇ ସମସ୍ତଙ୍କର ଜୀବନ ଦୀପ କେବେ ଠାରୁ ଲିଭି ଯାଇଛି । ଏହିଭଳି ଦୁଖଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପକଣ୍ଠ ମଳାନାଳୀ ଗାଁ ର ୧୮ ବର୍ଷୀୟ ଯୁବତୀ ଲିଲି ସାହୁ ଙ୍କର । ଏତେ କମ ବୟସରେ ଲିଲି ଆଜି ଏକା ଅଛନ୍ତି ।
ଦୀପାବଳିରେ ଲିଲି ନିଜ ପରିବାର କଥା ମାନେ ପକାଇ ଦୁଖରେ କାନ୍ଦି ପକାଇଛନ୍ତି । ପର୍ବପର୍ବାଣି ଆସିଲେ ବାପା କେତେ ନୂଆ ଜିନିଷ ଆଣିବା ସହ ମା ଘରେ ପିଠାପଣା କରୁଥିଲା । ଆଉ ଭାଇ ସହ ମଜାମସ୍ତିରେ ସମୟ କ-ଟୁ-ଥି-ଲା ବୋଲି ଲିଲି ମନେ ପକାଉଛନ୍ତି । ସମୟ ଚକ୍ରରେ ଜଣଙ୍କ ପରେ ଜଣେ ତାଙ୍କ ପରିବାର ଲୋକେ ଏ ଦୁନିଆରୁ ବି-ଦା-ୟ ନେଇଛନ୍ତି । ଆଜି ଏହି ବଢିଲା ଝିଅ ଏ ଦୁନିଆରେ ଏକା ହୋଇ ରହି ଯାଇଛନ୍ତି । ଏମିତିକି ଲିଲିଙ୍କ ପାଖରେ ଆଖିରୁ ଲୁହ ପୋଛିବାକୁ କେହି ନାହାନ୍ତି ।
ଯେଉଁ ବୟସରେ ଲିଲି ଜୀବନକୁ ହସ ଖୁସିରେ କା-ଟି-ବା କଥା ସେହି ବୟସରେ ଜୀବିକା ନିର୍ବାହ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଗରିବ ଶ୍ରେଣୀରେ ଜନ୍ମ ହୋଇଥିବାରୁ ଲିଲି ନିଜର ପେଟ ପୋଷିବା ପାଇଁ କେତେବେଳ କୁଲି ମଜୁରି କରୁଛନ୍ତି ତ ଆଉ କେତେବେଳେ ବି-ଡି ବା-ନ୍ଧି ଦୁଇ ପଇସା କମାଉଛନ୍ତି । ଲିଲି ଏତେ ବଡ ଘରେ ଏକା ରହିବା ସହ ଘର ସଫା ଠାରୁ ଆରମ୍ଭ କରି ରୋଷେଇ ଓ ବାସନ ମାଜିବା ଯାଏଁ କାମ କରୁଛନ୍ତି । ତାଙ୍କ ଆଗରେ ପଛରେ କେହି ସାହା ଭରସା ନାହି ବୋଲି ଲିଲି କହିଛନ୍ତି ।
ଲିଲିଙ୍କ ବଡ ଭଉଣୀ କହିଛନ୍ତି ତାଙ୍କ ବାପା ସୁସ୍ଥ ଥିବା ଯୋଗୁ ଆ-ର-ପା-ରିକୁ ଚାଲିଗଲେ । ଏହା ପରେ ତାଙ୍କ ଭାଇ ପାଣିରେ ବୁଡି ଚାଲିଗଲେ । ପରେ ପୁଅ ଚି-ନ୍ତା-ରେ ଲିଲିଙ୍କ ମା ମଧ୍ୟ ଏ ଦୁନିଆରୁ ବି-ଦା-ୟ ନେଇଛନ୍ତି । ବର୍ତ୍ତମାନ ସରାକରି ସୁବିଧା କହିଲେ ଲିଲିଙ୍କ ପାଖରେ ମାସକୁ ମାତ୍ର ୫କେଜି ଚାଉଳ ମିଳୁଛି । ତେବେ ଆଗାମୀ ଭବିଷ୍ୟ ଲିଲିଙ୍କର କଣ ହେବ ତାହା କିଛି କହି ହେଉ ନାହିଁ ।
ଲିଲି ସରକାରଙ୍କୁ ସାହାଜ୍ୟ ର ନିବେଦନ କରିଛନ୍ତି । ସେ ତାଙ୍କ ଜୀବନରେ କିଛି କରିବାକୁ ଚାହୁଁଛନ୍ତି ବୋଲି କାନ୍ଦି କରି କହିଛନ୍ତି । ତେବେ ଏ ଦୁନିଆରେ ଲିଲି ଆଜି ଏକା ହୋଇ ଯାଇଛନ୍ତି । ପରିବାର ଲୋକଙ୍କ ସ୍ମୃତି ରେ ଲିଲି ଝୁ-ରି ହେଉଛନ୍ତି । ତେବେ ଏଥିପାଇଁ ସରକାର ଲିଲିଙ୍କୁ ସାହାଜ୍ଯ ର ହାତ ବଢାଇଲେ ସେ ବହୁତ ଉପକୃତ ହେବେ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।