ମୃତ୍ୟୁ ପରେ ବି ଜୀବିତ ରହିବେ କନ୍ନଡ଼ ସୁପରଷ୍ଟାର Punit , ପିତାଙ୍କ ପରି କଲେ କିଛି ଏମିତି କାମ କି ସାରା ଦୁନିଆ କରୁଛି ପ୍ରଶଂସା…. ଦେଖନ୍ତୁ Video

ସାଉଥ ଜଗତରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଥିବା ଲୋକପ୍ରିୟ ଅଭିନେତା ହେଉଛନ୍ତି ପୁନୀତ ରାଜ୍କୁମାର । ସେ ତାଙ୍କର ଦମଦାର ଆକସନ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । କିନ୍ତୁ ଦୁଖର ବିଷୟ ହେଉଛି ଗତ ଶୁକ୍ରବାର ଦିନ ତାଙ୍କର ହୃ-ଦ-ଘା-ତ ରେ ପ-ର-ଲୋ-କ ଘଟିଛି । ସୂଚନା ଯୋଗ୍ୟ କି କୋରୋନା ମହାମାରୀ ସମୟରେ ଅଭିନେତା ପୁନୀତ ରାଜ୍ୟ କୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ବାତ୍ୟା ହେଉ ବା ବନ୍ୟା ହେଉ ସମସ୍ତ ଦୁର୍ବିପାକ ସମୟରେ ସାହାଜ୍ୟର ହାତ ବଢାଉ ଥିଲେ ଅଭିନେତା ପୁନୀତ ରାଜ୍କୁମାର ।

ଅନାଥ ଆଶ୍ରମ ହେଉ ବା ବୃଦ୍ଧାଶ୍ରମ ହେଉ ନିଜ ରୋଜଗାର ଅନେକ ଟଙ୍କା ଦାନ କରୁଥିଲେ ପୁନୀତ । ସେ ଅନେକ ଗରିବ ଝିଅ ମାନଙ୍କ ପାଠ ପଢା ପାଇଁ ସମସ୍ତ ଦାୟିତ୍ଵ ନିଭାଉ ଥିଲେ । ତାଙ୍କର ହୃଦଘାତ ରେ ମୃ-ତ୍ୟୁ ହୋଇ ଥିବାରୁ କାନାଡା ସମେତ ପୁରା ସାଉଥ ଇଣ୍ଡଷ୍ଟ୍ରି ରେ ଶୋ-କର ଛା-ୟା ଦେଖା ଯାଇଛି । ସବୁଠାରୁ ବଡ କଥା ହେଉଛି ସେ ତାଙ୍କ ପିତା ଡାକ୍ତର ରାଜକୁମାରଙ୍କ ଭଳି ନିଜର ମୃ-ତ୍ୟୁ ପରେ ଚକ୍ଷୁ ଦାନ କରିବା ପାଇଁ ଉଲେଖ କରିଯାଇ ଥିଲେ । ତେବେ ତାଙ୍କର ମୃ-ତ୍ୟୁ ପରେ ତାଙ୍କ ଆଖି ଦୁଇଟି ଦାନ କରା ଯାଇଛି ।

ତେଣୁ ମୃ-ତ୍ୟୁ ପରେ ସେ ଏବେ ବି ସମସ୍ତଙ୍କ ଗହଣରେ ଅମର ରହିବେ । କାରଣ ତାଙ୍କ ଆଖି ଆଜି ବି ଏ ଦୁନିଆ ଦେଖିବାର ପୁଣି ଥରେ ସୁଯୋଗ ପାଇବ ବୋଲି କହିଲେ କିଛି ଭୁଲ ହେବ ନାହି । ସେ ଠିକେ ଗରିବ ଲୋକଙ୍କର ଦେବଦୁତ କହିଲେ ଅତ୍ଯୁକ୍ତି ହେବ ଅନହି । ସେ ତାଙ୍କ ଜୀବନ କାଳ ମଧ୍ୟରେ ୨୬ଟି ଅନାଥ ଆଶ୍ରମ, ୪୬ଟି ପ୍ଲେ ସ୍କୁଲ, ୧୬ଟି ଡୋମିଟୋରି, ୧୯ଟି ଗୋଶାଳା କରିବା ସହ ପାଖାପାଖି ୧୮୦୦ ଜଣ ପିଲାଙ୍କ ପାଠ ପଢା ଦାୟିତ୍ଵ ନେଇଛନ୍ତି । ତାଙ୍କର ନିଧନରେ ପ୍ରଧାମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କାନାଡା ପ୍ରଧାନମନ୍ତ୍ରୀ ଯାଏଁ ସମସ୍ତେ ଶୋକ ପ୍ରକାଶ କରିବା ସହ ଅ-ଶ୍ରୁ-ଳ ଶ୍ର-ଦ୍ଧା-ଞ୍ଜ-ଳି ଦେଇଛନ୍ତି ।

ପୁନୀତ ରାଜକୁମାର ଙ୍କ ପା-ର୍ଥି-ବ ଶ-ରୀ-ର ବ୍ୟାଙ୍ଗାଲୋର ର କାନ୍ତିରବା ଷ୍ଟାଡିୟମ ରେ ରଖା ଯାଇଛି । ତାଙ୍କ ଝିଅ ଆମେରିକା ରୁ ଫେରିବା ପରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର କରାଯିବ ବୋଲି ସୂଚନା ରହିଛି । ଅନ୍ୟ ପକ୍ଷରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କର ଫ୍ୟାନ୍ସ ମାନଙ୍କର ଭିଡ ଲାଗିଥିଲା । ତାଙ୍କର ଶୋ-କ ପାଳନ କରିବା ଯୋଗୁ ସେଠିକାର ଲୋକ ମାନେ ଦୁଇ ଦିନ ପାଇଁ ମଦ ବନ୍ଦ କରିଛନ୍ତି ।

ତାଙ୍କର ନି-ଧ-ନରେ ସମସ୍ତ ସିନେମା ହଲ ବନ୍ଦ ହେବା ସହ ତାଙ୍କୁ ଲୋକ ମାନେ ତାଙ୍କର ଅନୁଦାନ ପାଇଁ ମାନେ ପକାଉଛନ୍ତି । ବାସ୍ତବରେ ଭଗବାନ ଭଲ ଲୋକଙ୍କୁ ଏତେ ଜଲ୍ଦି କଣ ପାଇଁ ନେଇଯାନ୍ତି ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଆମେ ମାନେ ସମସ୍ତେ ଭଗବାନ ଙ୍କ ନିକଟରେ ପୁନତଙ୍କର ଆ-ତ୍ମା ର ସ-ଦ-ଗ-ତି ନିମନ୍ତେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *