ମୃତ୍ୟୁ ପୂର୍ବରୁ ବଞ୍ଚିବା ପାଇଁ କିଛି ଏମିତି ଗୁହାରି କରିଥିଲେ Sraddha, “ମୋତେ ମାରି ଖଣ୍ଡ ଖଣ୍ଡ କରିଦେବ Aftab, ଯଦି ମୋର କିଛି….”

ଦର୍ଶକ ବନ୍ଧୁ ମୃତ୍ୟୁ ପୂର୍ବର ରୁ ମରି ମରି ବଞ୍ଚୁ ଥିଲେ ଶ୍ରଦ୍ଧା । ଅଫତାବ ସାଙ୍ଗରେ ରହିବାକୁ ଚାହୁଁ ନ ଥିଲେ ଶ୍ରଦ୍ଧା । ହେଲେ ମୁକୁଳି ଆରୁ ନ ଥିଲେ ଅଫତବ ର ଜାଲ ରୁ ଶ୍ରଦ୍ଧା । ମୃତ୍ୟୁ ପୂର୍ବର ରୁ ପୋଲିସକୁ ଜଣାଇ ଥିଲେ ସବୁ ସତ କଥା ଶ୍ରଦ୍ଧା । ଶ୍ରଦ୍ଧା ପୋଲିସ କି କହିଥିଲେ କି ମୁଁ ଶ୍ରଦ୍ଧା ୱାକର ମୋତେ ୨୫ ବର୍ଷ ବୟସ । ୨୬ ବର୍ଷୀୟା ଅଫତାବ ପୁନାବାଲା ଙ୍କ ନାଁ ରେ ମୁଁ ରିପୋର୍ଟ କରିବାକୁ ଚାହୁଁଛି । ବିଜୟ ନଗର କମ୍ପ୍ଲେକ୍ସ ରିଗଲ ଆପାର୍ଟମେଣ୍ଟ ରେ ସେ ରୁହେ । ଅଫତାବ ମୋତେ ଗାଳି ଗୁଲଜ କରିବା ସହ ମାରପିଟ ମଧ୍ୟ କରୁଛି ।

ଆଜି ସେ ମୋ ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଚେଷ୍ଟା କରିଛି । ମୋତେ ହତ୍ୟା କରି ଖଣ୍ଡ ଖଣ୍ଡ କରି ପିନ୍ଧି ଦେବାକୁ ଅଫତାବ ମୋତେ ଧମକ ଦେଇଛି ଓ ବ୍ଳାକ ମେଲ ମଧ୍ୟ କରୁଛି । ଗତ ୬ ମାସ ହେଲାଣି ଅଫତାବ ମୋର ମାରପିଟ କରୁଛି । କିନ୍ତୁ ପୋଲିସ ପାଖରେ ଅଭିଯୋଗ କରିବାକୁ ମୋର ସାହସ ହେଉ ନାହି । କାରଣ ସେ ମୋତେ ହତ୍ୟା କରି ଦେବ ବୋଲି ଧମକ ଦେଉଥିଲା । ଅଫତାବ ଘର ଲୋକ ଏ ସବୁ କଥା ଜାଣିଥିଲେ । ସେମାନେ ଜାଣିଛନ୍ତି ଆମେ ଦୁହେଁ ଏକାଠି ରହୁଛୁ ।

ସପ୍ତାହନ୍ତ ରେ ଅଫତାବ ର ପରିବାର ଲୋକ ଏଠାକୁ ଆସନ୍ତି ଆଉ କୁହନ୍ତି ଆମର ଜଲ୍ଦି ବାହାଘର ହେବ । ସେମାନଙ୍କ ପରିବାର ଲୋକ ରାଜି ଅଛନ୍ତି କିନ୍ତୁ ମୁଁ ଆଉ ଅଫତାବ ଙ୍କ ସହ ରହିବାକୁ ଚାହୁଁ ନାହି । ଯଦି ମୋତେ କିଛି ଆଘାତ ଲାଗେ ତା ହେଲେ ଏଥିପାଇଁ ଅଫତାବ ହିଁ ଦାୟୀ ହେବ । ନଭେମ୍ବର ୨୩ ୨୦୨୦ ରେ ମୁମ୍ବାଇ ର ପୋଲିସ ଷ୍ଟେସନ ରେ ଏମିତି ଚିଠି ଏଖି ବଞ୍ଚିବାକୁ ଗୁହାରି କରିଥିଲେ ଶ୍ରଦ୍ଧା ୱାକର । ସେ ଜାଣି ସାରି ଥିଲେ ଅଫତାବ ତାଙ୍କୁ ସତରେ ଦିନେ ମାରି ପିସ ପିସ କରି ଦେବ ।

ଶେଷରେ ଶ୍ରଦ୍ଧା ଙ୍କ ଭୟ ସତ ହେଲା । ତେବେ ପରବର୍ତ୍ତୀ ସମୟରେ ଶ୍ରଦ୍ଧା ଅଫତାବ ଙ୍କ ବିରୁଦ୍ଧରେ ଆଣିଥିଆବ ଅଭିଯୋଗ କୁ ଉଠାଇ ନେଇଥିଲେ ବୋଲି ପୋଲିସ କହିଛନ୍ତି । ତେବେ ସତରେ ଶ୍ରଦ୍ଧା ଙ୍କୁ ମାରି ଦେଇଛି ଅଫତାବ । ଏବେ ତାଙ୍କ ପରିବାର ଲୋକେ ଥାନାରେ ଏତାଲା ଦେଇଛନ୍ତି ସତ କିନ୍ତୁ ଶ୍ରଦ୍ଧା ଆଉ ଫେରିବେ ନାହି । ପୋଲିସ ମଧ୍ୟ ଅଫତାବ ଙ୍କୁ ଗିରଫ କରି ସାରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଶ୍ରଦ୍ଧା ଙ୍କ ଏଭଳି ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *