ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ପୁନର୍ଜନ୍ମ କାହାଣୀ ବିଷୟରେ ନିଶ୍ଚୟ ଶୁଣିଥିବେ । କଣ ସତରେ ମଣିଷର ମୃତ୍ୟୁ ପରେ ଦ୍ଵିତୀୟ ଥର ଜନ୍ମ ନେଇଥାଏ ? ଏହି ପ୍ରଶ୍ନର ଅନେକ ରହସ୍ୟ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସହଜରେ ଗ୍ରହଣ କରି ପାରିବେ ନାହି । ଆପଣ ବିଶ୍ଵାସ କରିବାକୁ ବାଧ୍ୟ ହେଲେ ସତରେ ପୁନଜନ୍ମ ହୋଇଥାଏ । ବର୍ତ୍ତମାନ ଜଣେ ଯୁବକ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି । ଯୁବକଙ୍କର ନାମ ହେଉଛି ରାହୁଲ ।
ରାହୁଲର କହିବା ମୁତାବକ ତାର ପୁନର୍ଜନ୍ମ ହୋଇଛି । ସେ ପୂର୍ବ ଜନ୍ମରେ ଧନରାଜ ନାମକ ବ୍ୟକ୍ତି ଥିଲେ । ସେ ପୂର୍ବ ଜନ୍ମରେ ପାଞ୍ଚଟି ଛୁଆଙ୍କର ବାପା ଥିଲେ ଆଉ ଏବେ ତାଙ୍କର ପାଞ୍ଚଟି ଛୁଆଙ୍କର ବିବାହ ହୋଇ ସାରିଛି । ପାଞ୍ଚଟି ଛୁଆଙ୍କ ମଧ୍ୟରୁ ଚାରି ଜଣ ଝିଅ ଆଉ ଜଣେ ପୁଅ ଅଛନ୍ତି । ସେ ନିଜ ଝିଅଙ୍କ ବିବାହରେ ଯୋଗ ଦେଇ ଅତଙ୍କୁ ଝିଅ ରୂପେ ସ୍ଵୀକାର ମଧ୍ୟ କରିଛନ୍ତି ।
ଏହା ସହ ବରାଯାତ୍ରୀରେ ଆସିଥିବା ଲୋକେ ମଧ୍ୟ ଏହି ଖବର ଜାଣିବା ପରେ ଆଶ୍ଚର୍ଯ୍ୟ ହେଲେ । ଧନରାଜ ରୂପରେ ରାହୁଲ ପୂର୍ବ ଜନ୍ମରେ କଣ କରୁଥିଲେ ସବୁ କହିଲେ । ରାହୁଲ ନିଜ ଗାଁ ର ରାସ୍ତା ଜାଣିଥିଲେ ଆଉ ସେଠାରେ ଯାଇ ପହଞ୍ଚିଥିଲେ । ଯେବେ ଧନରାଜଙ୍କ ସାନ ଭାଇ ତାଙ୍କୁ ରାହୁଲ ଉପରେ ଦେଖିଲେ ଭାବୁକ ହୋଇ କାନ୍ଦି ପକାଇଲେ ।
ଏହି ଭିଡିଓ ରେ ଧନରାଜ ଙ୍କ ଫୋଟୋ ମଧ୍ୟ ତାଙ୍କ ପରିବାର ଦେଖାଇଛନ୍ତି । ଯେବେ ଧନରାଜ ଙ୍କ ମୃତ୍ୟୁ ହେବାର ଥିଲା ତାଙ୍କ ସ୍ତ୍ରୀ ଙ୍କର ପିଲା ହେବାର ଥିଲା ଯାହା ରାହୁଲ ବୟାନ ଦେଇଛନ୍ତି । ଆଉ ତାଙ୍କର ତୃତୀୟ ଥର ଝିଅ ସନ୍ତାନ ହୋଇଥିଲା । ଏହି କାହାଣୀ ଟି ଫିଲ୍ମ ଭଳି ଲାଗିଥିଲେ ମଧ୍ୟ ସତ ଅଟେ ।
ରାହୁଲ ଙ୍କୁ ଦେଖିବା ପରେ ତାଙ୍କ ସାନ ଭାଇ ଅନେକ ସମୟ ଧରି କାନ୍ଦି ପାକାଇଲେ । ଏମିତିକି ରାହୁଲ ମଧ୍ୟ ସେଠାରେ ପରିବାରକୁ ବଞ୍ଚି ଥିବାର ଦେଖି କାନ୍ଦି ପକାଇଥିଲେ । ସମସ୍ତଙ୍କ ମନରେ ଓ ମୁଣ୍ଡରେ ରାହୁଲ ଧନରାଜ ରୂପରେ ଦେଖାଗଲା । ଏହା ସବୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ବିଶ୍ଵାସ କରିପାରୁ ନ ଥିଲେ । ସେ ନିଜ ଗାଁ ର ରାସ୍ତା ସଠିକ ଭାବେ ମାନେ ରଖିଛନ୍ତି ।
ତାଙ୍କର ୫ ବର୍ଷ ପୂର୍ବରୁ ପୂର୍ବ ଜନ୍ମ କଥା ମାନେ ପଡିଥିଲା ଆଉ ବଡ ହେବା କାରଣରୁ ସେ ସବୁ କିଛି ଭୁଲି ଯାଉଥିଲେ ବୋଲି ରାହୁଲ କହିଛନ୍ତି । ରାହୁଲ ଡାକି କରିଛନ୍ତି ତାଙ୍କର ମୃତ୍ୟୁ ପରେ ସେ ସବୁ କିଛି ଦେଖୁଥିଲେ ଗୋଟେ ଗଛ ଉପରେ ବସି ଆସୁ ପରିବାରକୁ ସାନ୍ତ୍ଵନା ଦେଉଥିଲେ କିନ୍ତୁ ପରିବାର ଲୋକେ ବୁଝିପାରି ନ ଥିଲେ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।