BIG BREAKING: ବଲୀଉଡରୁ ଆସିଲା ବଡ ଦୁଃଖ ଖବର, ଜୀବନ ଯୁଦ୍ଧରେ ହାରିଗଲେ Raju Srivastava! ଏହି କାରଣରୁ ହେଲା ମୃତ୍ୟୁ

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ରାଜୁ ଶ୍ରିବାସ୍ତବଙ୍କ ପରଲୋକ ଘଟିଛି । ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଆସିଲା ସବୁଠାରୁ ଦୁଃଖ ଖବର । ମାତ୍ର ୫୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରିବାସ୍ତ୍ରବ । ଦର୍ଶକ ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡିଆନ ରାଜୁ ଶ୍ରିବାସ୍ତବଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୂଚନା ଅନୁସାରେ ଗତ କିଛି ଦିନ ହେବ ତାଙ୍କର ମେଡିକାଲରେ ଚିକିତ୍ସା ଚାଲି ଥିଲା ।

ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ସୁସ୍ଥ ହୋଇଥିଲେ କିନ୍ତୁ ଆଜି ସକାଳୁ ତାଙ୍କର ପରଲୋକ ହୋଇଥିବାର ସୂଚନା ସାମନାକୁ ଆସିଛି । ୧୯୬୩ ମସିହା ୨୫ ଡିସେମ୍ବରରେ ତାଙ୍କର ଜନ୍ମ ହେଇଥିଲା ଏବଂ ୫୮ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ତେବେ ନିଜର କମେଡି ମାଧ୍ୟମରେ ସେ କୋଟି କୋଟି ଭାରତୀୟଙ୍କ ମନ ଜିଣି ଥିଲେ । ନିଜର ଜବରଦସ୍ତ କମେଡି ପାଇଁ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରଯାଇଥିଲା । ଅନେକ ଗୁଡିକ ସୋ ରେ ତାଙ୍କର କମେଡି ଲୋକ ମାନଙ୍କର ମନ କିଣି ଥାଏ ।

ହେଲେ ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଥିଲା ଆଉ ସେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ତାଙ୍କ ଚିକିତ୍ସା ମଧ୍ୟ ଜାରି ରହିଥିଲା ଏହା ପରେ ଗୁରୁତ୍ଵର ହେବା ନେଇ ଯେଉଁ ଖବର ଆସିଥିଲା ତାକୁ ପରିବାର ଲୋକେ ମଧ୍ୟ ଖଣ୍ଡନ କରିଥିଲେ ଆଉ ଏହା ପରେ ସେ ମଧ୍ୟ ସୁସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ ସମୟରେ କିନ୍ତୁ ତାଙ୍କର ପରଲୋକ ଘଟି ଥିବା ଖବର ସାମ୍ନାକୁ ଆସୁଛି ।

ବଲିଉଡ ପାଇଁ ଏକା ଦୁଖଡ ଖବର ଅଟେ । ସେ କାନପୁର ରେ ଜନ୍ମଗ୍ରହଣ କରିଥିଲେ ଓ ନିଜ କମେଡି ମାଧ୍ୟମରେ ସେ ଲୋକଙ୍କ ମନ ଜିତିଥିଲେ । କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଥିଲେ ରାଜୁ ଶ୍ରୀବାସ୍ତବ । ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ରୁ ନିଜର କ୍ଯାରିୟର କମେଡି ଆରମ୍ଭ କରିଥିଲେ ଓ ଧୀରେ ଧୀରେ ଅନେକ ଫିଲ୍ମ ମଧ୍ୟ ଅଭିନୟ କରିଛନ୍ତି ରାଜୁ ଶ୍ରୀବାସ୍ତବା ।

ସେ ଅନେକ ଗୁଡାଏ ସୋ ରେ ନିଜର କମେଡି କରିଛନ୍ତି । ଏହା ସହ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ନିଜର ଅଭିନୟ ଓ କମେଡି ମାଧ୍ୟମରେ କୋଟି କୋଟି ଭାରତୀୟଙ୍କ ମନ ଜିଣିଥିଲେ ସେ ।

ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସେ କୋମା ରେ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡି ଥିଲା ଯାହା ପାଇଁ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ତାଙ୍କ ପରିବାର ରେ ତାଙ୍କର ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି । ଅନେକ ଗୁଡାଏ ସୋ ଓ ଚଳଚିତ୍ରରେ ଲୋକେ ତାଙ୍କର କମେଡି ପସନ୍ଦ କରିଥାନ୍ତି ସେଥିପାଇଁ ବଲିଉଡରେ ଦୁଖର ବାଦଲ ଦେଖା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ରାଜୁ ଶ୍ରୀବାସ୍ତଙ୍କ କମେଡି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *