୩୫ ଲକ୍ଷ ଯୌତୁକ ଦେଇ ବାପା କରିଥିଲେ ଝିଅ ବିବାହ, ୭ ମାସ ପରେ ଏହି ଅବସ୍ତାରେ ମିଳିଲା Pregnant ଝିଅ

ବିବାହ ସମସ୍ତଙ୍କ ଜୀବନ ବହୁତ ମହତ୍ଵପୂର୍ଣ୍ଣ ସମୟ ହୋଇଥାଏ । ଏହି ସମୟ ସମସ୍ତଙ୍କ ଜୀବନରେ ଥରେ ଆସିଥାଏ ଓ ଏହି ସମୟ ସବୁ ମା ବାପା ନିଜ ଝିଅକୁ ସବୁଠାରୁ ଅଧିକ ସବୁ ଜିନିଷ ଭଲ ପାଇବା ଦେଇ ତାକୁ ଶାଶୁଘରକୁ ପଠେଇ ଥାନ୍ତି । ଯେମିତିକା ବାପା ହେଲେ ମଧ୍ୟ ସେ ନିଜ ଜୀବନ ସାରା ପୁଞ୍ଜି ନିଜ ଝିଅ ବାହାଘରରେ ଖର୍ଚ କରିଥାନ୍ତି କିନ୍ତୁ ଝିଅ ଖୁସି ଥିଲେ ସେ କେବେ ଦୁଃଖ କରନ୍ତି ନାହିଁ କିନ୍ତୁ ଯଦି ଝିଅ ଦୁଃଖରେ ରହିଥାଏ ତେବେ ବାପା ମନ ଉପରେ କଣ ହୋଇଥାଏ ତାହା ଆମେ ଚିନ୍ତା ମଧ୍ୟ କରି ପାରୁ ନାହିଁ ।

ଝିଅ ମାନେ ନିଜ ବାପାଙ୍କ ସବୁ କିଛି ହୋଇଥାନ୍ତି ଗୋଟେ ଝିଅ ନିଜ ମା ହୃଦୟ ଯେତେ ପାଖରେ ନଥାଏ ତା ଠାରୁ ଅଧିକ ନିଜ ବାପାର ଗେଲ୍ହି ହୋଇଥାଏ ।

Image Courtesy: Google

ଛୁଆବେଳୁ ତା ସବୁ କଥା ତା ବାପା ପୂର୍ଣ୍ଣ କରିଥାନ୍ତି ଓ ଦିନେ ନିଜ ଝିଅ ନିଜ ସବୁକିଛି ଆଉ ଜଣଙ୍କ ହାତରେ ଦେଇଥାନ୍ତି । ଏହି ଭଳି ବାପା ଯେତେବେଳେ ନିଜ ଝିଅକୁ କଷ୍ଟରେ ଦେଖିଥାଏ ସେତେବେଳେ ତାଙ୍କୁ କେମିତିକା ଲାଗୁଥିବ ତାହା ଆମେ କେବେ ବୁଝି ପାରିବୁ ନାହିଁ । ଘଟଣାଟି ଏହି ଭଳି ଅଟେ, ବାହାଘର ଫିକ୍ସ ହେଲା ପରେ ପୁଅ ଘର ଲୋକ ଝି ବାପାକୁ ୩୫ ଲକ୍ଷ ଯୌତୁକ ମାଗିଥିଲେ ଯାହା ପରେ ଝିଅ ବାହାଘର ଭାଙ୍ଗିବା ଡରରେ ଝିଅ ବାପା ଏତେ ଟଙ୍କା ଦବା ପାଇଁ ରାଜି ହୋଇଥିଲା ।

Image Courtesy: Google

ଏହା ପରେ ଝିଅ ବାପା ବହୁତ କଷ୍ଟ କରି ଯାହା ତାଙ୍କ ଦ୍ଵାରା ହେଇ ପାରିଲା କରିଥିଲେ ଓ ବହୁତ ଧୂମ ଧାମ ସହ ନିଜ ଝିଅ ବିବାହ କରିଥିଲେ କିନ୍ତୁ ମାତ୍ର ୭ ମାସ ପରେ ବାପା ଯେଉଁ ଅବସ୍ତାରେ ଝିଅକୁ ହସ୍ପିଟଲରେ ପାଇଲେ ତାହା ଦେଖି ତାଙ୍କ ସହିବା ସବୁ ସୀମା ପାର ହୋଇଥିଲା ଓ ସେ ଯାଇ ଥାନାରେ ଝିଅ ସାସୁଘର ଲୋକଙ୍କ ଉପରେ କେସ କରିଥିଲେ । ବାହାଘର ଦୁଇ ସପ୍ତାହ ପର୍ଯ୍ୟନ୍ତ ସବୁ କିଛି ଭଲ ଥିଲା କିନ୍ତୁ ଏହା ପରେ ସମସ୍ତଙ୍କ ବ୍ୟବହାର ଆମ ଝିଅ ଆଡକୁ ବଦଳି ଗଲା, ସେ ମୋ ଝିଅ ସହ କ୍ଲ୍ହାରାପ ବ୍ୟବହାର କଲେ ଓ ମୋ ଝିଅକୁ କାର ପାଇଁ କହିଲେ ଏହା ପରେ ଝିଅ ବାପା ବହୁତ କଷ୍ଟ କରି ୨୦ ଲକ୍ଷ ଟଙ୍କା ଆଣିକି ଝିଅ ସାସୁଘରକୁ ଦେଲେ

Image Courtesy: Google

ଏହା ପରେ କିଛି ଦିନ ଯିବା ପରେ ଝିଅ ସାସୁ ଘର ଲୋକେ ଝିଅ ବାହାଘରରେ ଯାଇଥିବା ୱାସିଙ୍ଗ ମେସିନ ଓ ଟିଭି ଫେରେଇ ଦେଲେ ଓ କହିଲେ ଏହା ବହୁତ ଛୋଟ ଅଛି ତାଙ୍କ ଏହି କଥା ମଧ୍ୟ ମୁଁ ମାନିଲି ଓ ତାଙ୍କୁ ବଡ ଫ୍ରିଜ ଓ ଟିଭି ଦେଲି ତଥାପି ମୋ ଝିଅ ସୁଖ ପାଇଲା ନାହିଁ ଏହା ପରେ ମୋ ଝିଅ ଗର୍ଭବତୀ ହେଲା ଓ ମୁଁ ଭାବିଲି ସବୁ କିଛି ବଦଳିଯିବ କିନ୍ତୁ ଏମିତି କିଛି ହେଲା ନାହିଁ । ଏହା ପରେ ଝିଅକୁ ମାରୀବା ସହ ବହୁତ ପ୍ରକାର ଯନ୍ତ୍ରଣା ମଧ୍ୟ ଘର ସାସୁଘର ଲୋକେ ଦେଇଛନ୍ତି । ବର୍ତମାନ ସାସୁଘର ଲୋକେ ସମସ୍ତେ ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *