ବନ୍ଧୁଗଣ ଆଜିକାଲିର ଯୁବକ ପିଢୀ ମାନେ ଯେଉଁ ପ୍ରେମରେ ପଡ଼ୁଛନ୍ତି ତାହାକୁ ନେଇ ଏମିତି କିଛି କାଣ୍ଡ କରୁଛନ୍ତି ଯାହା ପାଇଁ ତାଙ୍କ ପରିବାର ଲୋକେ ସମସ୍ୟାରେ ପଡ଼ୁଛନ୍ତି । ତେବେ ଏ ନେଇ ପ୍ରଫେସର ମାନସ ରଥ କହିଛନ୍ତି ପ୍ରେମ କରିବା ଆଜିକାଲିର ଯୁବ ପିଢୀ ପାଇଁ ସାଧାରଣ କଥା । ପ୍ରେମ ହେଉଛି ପରସ୍ପରକୁ ଆକର୍ଷଣ କରିବା । ତେବେ ପ୍ରେମ ସମୟରେ ଯୁବକ ଓ ଯୁବତୀ ଶାରୀରିକ ସମ୍ପର୍କ ରଖିବା ଆଜିକାଲିର ସାଧାରଣ କଥା ହେଲାଣି । ଏହାକୁ ରୋକିବା ମଧ୍ୟ ସମ୍ଭବ ହେଉ ନାହି । ପ୍ରେମ କରିବା ସହ ପାଠ ପଢା ମଧ୍ୟ ସାଧାରଣ କଥା ।

ଯଦି ସମାଜ ଏଥିପ୍ରତି ବିରୋଧ ନ କରିବ ତେବେ ଯୁବ ପିଢୀ ପ୍ରେମ କରିବାରେ ଆଗରେ ରହିବେ । ପ୍ରତେକ ଯୁବ ପିଢୀଙ୍କୁ ସ୍ଵାଧୀନତା ଦେବା ଉଚିତ ଯାହା ପ୍ରଫେସର ମାନସ ରଥ କହିଛନ୍ତି । ସେ କହିଛନ୍ତି ଆମେ ବୃଦ୍ଧ ଏମାନେ କିଛି ଭଦ୍ର ନୁହେଁ, ବରଂ ସେକ୍ସସ୍ବାଲିଟିକୁ ପିଲାଙ୍କ ଉପରେ ଦବାଇ ଦେଉଛୁ କେବେ ବୁଝାଉ ନାହୁଁ ।
ତେଣୁ କେବେ ଆମେ ଭଦ୍ରାମି ଦେଖାଇବା ଉଚିତ ନୁହେଁ । ତେବେ ସମାଜର ଦାୟିତ୍ଵ ହେଉଛି ଯୌନତାର ଶିକ୍ଷା ଦେବା ଯାହା ସ୍କୁଲରୁ ଆରମ୍ଭ ହେବା ଉଚିତ । ସ୍କୁଲରେ ଶରୀରର ପରିବର୍ତ୍ତନ କିପରି ହୋଇଥାଏ ତାହା ବୁଝାଇବା ଉଚିତ । କେବେ ବି ଶାରୀରିକ ସମ୍ପର୍କ ରଖିବାକୁ ଚାଲେଞ୍ଜ କରିବା ଅନୁଚିତ ।

ଗୋଟିଏ ପକ୍ଷରେ ଅନ୍ୟର ଭଲ କଥା କହି ଅନ୍ୟ ପାଖରେ ଯେତେ ଦୂରଦୂର ମାରମାର କରିବେ ଏବଂ ସେକ୍ସଲ୍ବାଟିକୁ ଲଦି ଦେବେ ତେବେ ପିଲାଙ୍କ ପାଇଁ ସମସ୍ଯା ସୃଷ୍ଟି ହେବ । କିଛି ଶିକ୍ଷକ ଅଛନ୍ତି ସେମାନଙ୍କୁ ଲାଜ ଲାଗୁଛି ଶାରୀରିକ ସମ୍ପର୍କ ବିଷୟରେ ବୁଝାଇବା ପାଇଁ । ସେମାନେ ଜାଣିବା ଦରକାର ଏହି ବିଷୟଟି ଆମ ଶରୀରର ଏକ ପରିବର୍ତ୍ତନ ଯାହାକୁ ବୁଝାଇବା ପାଇଁ ଲାଜ୍ୟା କରିବା ଅନୁଚିତ ।
ଯୋନି ବା ଲିଙ୍ଗରେ ଲଜ୍ୟା କରିବା ଉଚିତ ନୁହେଁ । ନିଜ ଶରୀରର କୌଣସି ଅଙ୍ଗକୁ ଲଜ୍ୟା କରିବା ଅନୁଚିତ । ବାପା ମା ସବୁ ଅବସ୍ଥାରେ ପିଲାଙ୍କ ସହତା କରିପାରିବେ ନାହି । ଆଜିକାଲି ପିଲା ମାନେ କାହାକୁ ଖାତିର କରୁ ନାହାନ୍ତି ।
ସେମାନେ ଯୌନ ସଂକ୍ରମଣ ରଖିବେ ତାଙ୍କୁ କେହି ଅଟକାଇ ପାରିବେ ନାହି । କେହି ଭଲ ବା ଖରାପ କହୁ ଆଖି ବୁଝି ଦେଲେ ଦୁନିଆ ଅଲଗା ଲାଗିବ ବୋଲି ପ୍ରଫେସର କହିଛନ୍ତି । ଆଖି ଖୋଲା ରଖିଲେ ବିକାଶ, ସ୍ଵାଧୀନତା ସବୁ କିଛିରେ ବାଧା ଆସିବ ।
ଯେଉଁ ଶିକ୍ଷକ ପିଲାଙ୍କୁ ଶାରୀରିକ ସମ୍ପର୍କ ବିଷୟରେ ସଠିକ ଭାବରେ ବୁଝାଇ ପାରିବେ ସେମାନେ ସ୍କୁଲରେ ରହିବା ଉଚିତ । ବିବାହ ପୁବରୁ ଝିଅ ମାନେ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖୁଛନ୍ତି । ପୁରୁଷ ଓ ନାରୀ ଉଭୟଙ୍କର ସହମତିରେ ସମ୍ପର୍କ ରଖାଯାଉଛି ।

ଏହା ସେମାନଙ୍କର ବ୍ୟକ୍ତିଗତ ଅଧିକାର ଅଟେ । ଏହି କ୍ଷେତ୍ରରେ ଝିଅ ମାନଙ୍କୁ ବୁଝାଇବା ଉଚିତ କି ଯେପରି ଏହି ସମ୍ପର୍କ ସେମାନଙ୍କୁ ଗର୍ଭବତୀ ନ କରାଉ । ଏହା ଏକ ନ୍ଯାଚୁରାଲ ସମ୍ପର୍କ ଯାହା ପ୍ରଫେସର ମାନସ ରଥ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।
