ବନ୍ଧୁଗଣ ଟାଇଟେନିକ ଜାଗଜ ବୁଡିବାକୁ ନେଇ ଏବେ ଅନେକ କଳ୍ପନା ଲାଗି ରହିଛି । ଜାହାଜ କେମିତି ଓ କାହିଁକି ବୁଡିଲା ତାହାକୁ ନେଇ ଆଜିବି ବିତର୍କ ଚାଲିଛି ଯାହା ବିଶ୍ଵର ସବୁଠାରୁ ବଡ ଜାହାଜ । ତେବେ ଆସନ୍ତୁ ଜାଣିବା ବିଶ୍ଵର ସବୁଠାରୁ ବଡ ଜାହାଜ ଟାଇଟେନିକ କେମିତି ଓ କାହିଁକି ବୁଡିଥିଲା । ୧୯୧୨ ମସିହାରେ ଦୁନିଆର ସବୁଠାରୁ ବଡ ତଥା ବିଳାସପୂର୍ଣ୍ଣ ବାଣିଜ୍ୟକ ଜାହାଜ ଥିଲା ଟାଇଟେନିକ । ଏହାର ଉଚ୍ଚତା ଅନେକ ବିଳାସପୂର୍ଣ୍ଣ କୋଠାରୁ ଅଧିକ ଉଚ୍ଚ ବୋଲି କୁହାଯାଏ । ଏଥିରେ ୩ଟି ବିଶାଳକାୟ ଫୁଟବଲ ପଡିଆ ମଧ୍ୟ ଥିଲା ।
ଜାହାଜକୁ ଏମିତି ଭାବରେ ନିର୍ମାଣ କରାଯାଇଥିଲା ଯେପରିକି ଏକା ସହ ଜାହଜରେ ପାଖାପାଖି ୨୦୨୪ ଜଣ ଲୋକ ଅତି ସହଜରେ ଯାତ୍ରା କରିବେ । କୁହାଯାଏ ଆଣ୍ଟାର୍ଟିକା ମହାସାଗରରେ ଟାଇଟେନିକ ଚାଲିଲା ବେଳେ ଏକ ଛୋଟ ସହରର ଭ୍ରମ ସୃଷ୍ଟି କରେ । ଆଉ ଏହାର ହର୍ନ ବାଜିଲେ ୧୫କିମି ଯାଏଁ ଶୁଣାଯାଏ । ଜାହଜର ନିର୍ମାଣ କରିବାର ଦାୟିତ୍ଵ ବ୍ରିଟିଶ କମ୍ପାନୀ ନେଇଥିଲା ଯାହାକୁ ୩୦୦୦ରୁ ଅଧିକ ଶ୍ରମିକ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।
ଏତେ ବଡ ଜାହଜ ତିଆରି କରିବା ସମୟରେ ୯ଜଣ ଶ୍ରମିକଙ୍କର ଜୀବନ ଯାଇଥିବା ବେଳେ ୩ଜଣ ଶ୍ରମିକ ଆହତ ହୋଇଥିଲେ । ୪୦ହଜାର ଟନର ପରିବହନ କ୍ଷମତା ରଖିଥିଲା ଏହି ଜାହାଜ । ଜାହାଜ ଚାଲିବାକୁ ୪ଟି ଚିମିନି ଥିବାବେଳେ ଏହା ଅମଧ୍ୟରୁ ୩ଟି କାମ କରୁଥିବା ବେଳେ ଆଉ ଗୋଟେ ସୌନ୍ଦର୍ଜୀକରଣ ପାଇଁ ତିଆରି ହୋଇଥିଲା । ଏପ୍ରିଲ ୨ ୧୯୧୨ରେ ସମୁଦ୍ରକୁ ପ୍ରବେଶ କରିଥିଲା ଟାଇଟେନିକ ଜାହାଜ । ଏହା ପରେ ୨ ପେରିଳ ୧୯୧୨ରେ ଟାଇଟେଇନିକକୁ ଯାତ୍ରା ପାଇଁ ଗ୍ରୀନ ସିଗନାଲ ମିଳିଥିଲା । ଇତିହାସରେ ଏହା ନଜର ନାଁ ଲେଖି ସାରିଥିଲା ।
ଜାହାଜରେ ABC କକ୍ଷ ଥିଲା । ପ୍ରଥମ ଶ୍ରେଣୀରେ ଯାତ୍ରା ପାଇଁ ୨ଲକ୍ଷ ୭୦ ହଜାର ଟଙ୍କା, ଦିତୀୟ ଶ୍ରେଣୀରେ ଯାତ୍ରା ବାବଡକୁ ୧ଲକ୍ଷ ଟଙ୍କା ଓ ତୃତୀୟ ଶ୍ରେଣୀରେ ୨୦୦୦ ଟଙ୍କା ଭଡା ଥିଲା । ଏଥିରେ ଯାତ୍ରୀଙ୍କ ପାଇଁ ସୁଇମିଙ୍ଗଫୁଲ ଓ ଯୋଗର ବ୍ୟବସ୍ଥା ଥିଲା । ଏଥିରେ ରେଷ୍ଟୁରାଣ୍ଟ ଥିଲା ଯେଉଁଥିରେ ଆମିଷ ଓ ନିରାମିଷର ବ୍ୟବସ୍ଥା ଥିଲା ।
୨୦୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ପ୍ରଥମ ଯାତ୍ରା ଆରମ୍ଭ କରିଥିଲା ଟାଇଟେନିକ । ଜାହାଜ ଏତେ ବିଶାଳକାୟ ଥିଲା ଯାହା ପାଇଁ ଦିନକୁ ୮୨୫ ଟନ କୋଇଲା ଦରକାର ପଡୁଥିଲା । ପାଗ ଭଲ ଥିବାରୁ ଜାହାଜକୁ ନିର୍ଧାରିତ ସ୍ପିଡ ଠାରୁ ଅଧିକ ନେବା ଏପାଇଁ ଜେଣ ଅଧିକାରୀ କହିଥିଲେ । ୧୯୧୨ ଏପ୍ରିଲ ୧୪ରେ ଜାହାଜ ସମୁଦ୍ର ଚଟାଣ ସମ୍ପର୍କରେ କ୍ଯାପଟେନଙ୍କୁ ୬ ଥର ସୂଚନା ଦେଇଥିଲା ।
କିନ୍ତୁ ଏହାକୁ ଗୁରୁତର ଭାବେ ନେଲେ ନାହି କ୍ଯାପଟେନ । ରାତି ୧୧ଟା ୪୦ ମିନିଟରେ ଜାହଜର ଜଣେ ଉଚ୍ଚଧିକାରୀଙ୍କ ଫୋନ ଆସିବା ପରେ ଜାହାଜ ସମୁଖରେ ବଡ ଚଟଣା ରହିଛି ଯାହା କ୍ଯାପଟେନଙ୍କ ପାଖରେ ପହଞ୍ଚିଥିଲା । ସେହି ସମୟରେ ଜାହାଜର ସ୍ପିଡ ୪୯କିମି ଥିଲା ଆଉ ଚାହୁଁ ଚାହୁଁ ବରଫା ସହ ଧକ୍କା ହୋଇଥିଲା ଟାଇଟେନିକ । ରାତି ୨ଟା ୨୦ମିନିଟରେ ଜାହାଜ ପୁରା ବୁଡି ଯାଇଥିଲା । ଏଥିରେ ଅନେକ ଯାତ୍ରୀ ପ୍ରାଣ ହରାଇଥିଲେ ।
ବନ୍ଧୁଗଣ ଆପଣଙ୍କର ଏହି ମାମଲାରେ ରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।