ଏହି କାଢା ପିଇବା ଏବଂ କରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ଆୟୁଷ ମନ୍ତ୍ରାଳୟ ଅନୁଯାଇ କାଢା

କରୋନା ଭାଇରସ ଦ୍ଵାରା ପୁରା ଦୁନିଆ ଏବେ ଲଢୁଛି, ପୁରା ଦୁନିଆ ଏହି ଭାଇରସ ଭ୍ୟାକ୍ସିନ ଖୋଜିବାରେ ଲାଗିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବନେଇବା ବିଧି କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଶାସରୀରିକ ରୋଗ ପ୍ରତିରୋଧକ ଶକ୍ତି ବଢିବାକୁ ଲାଗିବ ଓ ଆପଣ ଶୀଘ୍ର ରୋଗରେ ପଡିବେ ନାହିଁ, ତେବେ ନିଜ ସୁରକ୍ଷା କରିବା ଆପଣଙ୍କ ଦାଇତ୍ଵ ଅଟେ ଓ ଆପଣଙ୍କ ପରିବାର ଆପଣଙ୍କ ଉପରେ ନିର୍ଭର କରନ୍ତି ସେଥିପାଇଁ ନିଜ ସ୍ୱାସ୍ଥ୍ୟ ଭଲ ରଖିବା ଆପଣଙ୍କ ଦାଇତ୍ଵ ଅଟେ ।

Image Courtesy: Google

ଆମେ ଆପଣଙ୍କୁ ଯେଉଁ କାଢା ବିଷୟରେ କହିବାକୁ ଯାଉଛୁ ତାହା ଆୟୁଷ ମନ୍ତ୍ରାଳୟ ଦ୍ଵାରା କୁହା ଯାଇଛି ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ । ପ୍ରଥମେ ଆପଣ ଗୋଟେ ବାସନରେ ୭୦୦ ଏମଏଲ ପାଣି ଗରମ ହବା ପାଇଁ ରଖନ୍ତୁ ଏହା ପରେ ଆପଣ ସେଥିରେ ଗୋଟେ ତେଜ ପତ୍ର, କିଛି ଡାଲଚିନୀ ଯାହାକୁ ଆପଣଙ୍କୁ ଭାଙ୍ଗି କି ପକେଇବାର ଅଛି ଯାହା ଦ୍ଵାରା ତା ସ୍ଵାଦ ଏବଂ ପୋଷଣ ପାଣି ଭିତରେ ଭଲ ଭାବରେ ଆସି ପାରୁ । ଏହା ପରେ ଆପଣ ଦୁଇ ତିନୋଟି ଲବଙ୍ଗ ଓ ଗୁଜୁରାତି ସେହି ପାଣି ରେ ପକାନ୍ତୁ ମନେ ରଖିବେ ଗୁଜୁରାତି ଖୋଲି କି ପକେଇବେ ।

Image Courtesy: Google

ଏହା ପରେ କିଛି ଗୋଲମରୀଚ ଟିକେ ଛେଚି ପକାନ୍ତୁ ନଚେତ ଏହାର ତତ୍ଵ ପାଣିରେ ଆସିବ ନାହିଁ । ଏହା ପରେ ଏଥିରେ ଗୁଡ, ଅଦା ଛେଚା ଓ କଞ୍ଚା ହଳଦୀ ଛେଚା ଓ ୧୦ଟି ତୁଳସୀ ପତ୍ର ଛିଣ୍ଡେଇ ପକାନ୍ତୁ । ଏତିକି ଜିନିଷ ମନେ ପକେଇ ରଖିବା ଉଚିତ ଏବଂ ସମାନ ମାପରେ ପକେଇବା ଉଚିତ । ଏହା ପରେ ଆପଣ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମ ରେ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ କାଢା ଦେଖିବେ ରେଡି ହୋଇଯିବ, ଏହା ପରେ ଆପଣ ଏହାକୁ ଛାଣି ଏହାର ସେବନ କରି ପାରିବେ । ଏହାର ସ୍ଵାଦ ଚାଖିଲା ପରେ ଆପଣ ଚା ପିଇବା ଭୁଲି ଯିବେ ।

Image Courtesy: Google

ତେବେ ଏହି କାଢା ପ୍ରଣାଳୀକୁ ସେବନ କରିବା ଦ୍ଵାରା ଆପଣଙ୍କୁ ସବୁ ପ୍ରକାର ରୋଗରୁ ମୁକ୍ତି ମିଳି ପାରିବ । ସେଥିପାଇଁ ପ୍ରତିଦିନ ଅଳପ ଅଳପ ଏହି ମିଶ୍ରଣ ସେବନ କରନ୍ତୁ ଓ ମନେ ରଖନ୍ତୁ ଦୁଇ ବର୍ଷ ରୁ ଛୋଟ ପିଲାଙ୍କୁ କେବଳ ୪ ଚାମଚ କାଢା ଦିଅନ୍ତୁ ଏହା ତାଙ୍କ ପାଇଁ ପର୍ଯ୍ୟାପ୍ତ ଅଟେ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *