କାହିଁକି ଶୁଖିଯାଏ ତୁଳସୀ ଗଛ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ କଣ ଦିଏ ସଂକେତ!

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗଛ କୁ ବୁଧ ଗ୍ରହର ବୋଲି ମାନା ଯାଇଥାଏ । ଏହାର କାରଣ ହେଉଛି ଯେବେ ବୁଧ ଗ୍ରହ ପାଇଁ କିଛି ଉପାୟ କୁହାଯାଏ ସେହି ସମୟରେ ଗଛ ଶ ଜଡିତ ଉପାୟ ମାନ କୁହାଯାଏ । ଯେବେ ବି ରାହୁ ବା କେତୁ ଗ୍ରହର ଘର ବା ଘରର କୌଣସି ସଦସ୍ୟ ଉପରେ ଖରାପ ପ୍ରଭାବ ପଡିବାର ଥାଏ ତାହା ପୂର୍ବ ରୁ ଗଛ ଗୁଡିକ କିଛି ସଂକେତ ଦେଇଥାନ୍ତି । କାରଣ ପ୍ରତେକ ଗଛ ଗୁଡିକର ଅଲଗା ଅଲଗା ମହତ୍ଵ ରହିଛି ।

ଆମ ଜୀବନରେ ଗଛ ଗୁଡିକ ଜରିଆରେ ଆମେ ଅନେକ ରୋଗରୁ ମୁକ୍ତି ପାଇବା ସହ ଅନେକ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛ ଘରେ ଶୁଖିଗଲେ ଏହାର କାରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ତୁଳସୀ ଗଛର କିଛି ଖାସ ବିଶେଷତ୍ଵ ରହିଛି । ଏହାକୁ ଔଷଧ ଭାବେ ଆମେ ବ୍ୟବହାର କରିଥାଉ ।

ସାଧାରଣତ ଥଣ୍ଡା କାଶ ଭଳି ସମସ୍ଯା ହେଲେ ତୁଳସୀ ପତ୍ର ସେବନ କରିବା ବହୁତ ଭଲ ହୋଇଥାଏ । ଏହା ଏକ ଆୟୁର୍ବେଦିକ ଔଷଧ ଭାବେ ମଧ୍ୟ ବ୍ୟବହାର କରା ଯାଇଥାଏ । ଘରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ । ପ୍ରତି ଦିନ ସକାଳେ ତୁଳସୀ ଗଛରେ ପାଣି ଦେବା ପାଇଁ ଶୁଭ ହୋଇଥାଏ । ଏହା ଦ୍ଵାରା ଘରର ଉନ୍ନତି ହେବା ସହ ଧନ ବୃଦ୍ଧି ହୋଇଥାଏ ।

ଏହା ବ୍ଯତୀତ ଘରୁ ବାହାରି ଯିବା ସମୟରେ ତୁଳସୀ ଗଛର ଦର୍ଶନ କରି ମଧ୍ୟ ଶୁଭ ମାନାଯାଏ । ତେବେ ତୁଳସୀ ଗଛ ଆମ ଜୀବନରେ ହେବାକୁ ଥିବା ଘଟଣା ଦୁର୍ଘଟଣା ବିଷୟରେ ମଧ୍ୟ କିଛି ସଂକେତ ଦେଇଥାଏ । କିଛି ସମୟରେ ତୁଳସୀ ଗଛରେ ପାଣି ଦେବା ପରେ ମଧ୍ୟ ତାହା ଶୁଖିଯାଏ ।

ଆଉ କିଛି ସମୟରେ ତୁଳସୀ ଗଛ ପୁରା ପୁରୀ ସୁଖୀ ମରିଯାଏ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ଏପରି ସଂକେତ ମିଳିବାକୁ ଦୁର୍ଭାଗ୍ୟ ସହ ଯୋଡା ଯାଇଛି । ମାନାଯାଏ କି ଯଦି ଅଚାନକ ତୁଳସୀ ଗଛ ଶୁଖିଯାଏ ତେବେ ଘରର କୌଣସି ସଦସ୍ୟଙ୍କ ଉପରେ ବଡ ବିପଦ ଆସିବାର ସୂଚନା ମିଳିଥାଏ ।

ଏହାର ବିପରୀତ ପରିଣାମ ହେଉଛି ଯଦି ଆପଣଙ୍କ ଜୀବନରେ କୌଣସି ଖୁସି ଆସିବାର ଥାଏ ତେବେ ତୁଳସୀ ଗଛ ବହୁତ ଭଲ ଭାବେ ବଢିଥାଏ । ଅନେକ ସମୟରେ ତୁଳସୀ ଗଛ ପାଖରେ ଆଉ ଛୋଟ ଛୋଟ ତୁଳସୀ ଗଛ ଉଠିଥାଏ । ଏହାର ସୂଚନା ଏୟା ରହିଥାଏ କି ମା ଲକ୍ଷ୍ମୀଙ୍କ ଆଗମନ ଆପଣଙ୍କ ଘରକୁ ହେବାକୁ ଯାଉଛି । ଆପଣଙ୍କ ଜୀବନ ଧନଧାନ୍ୟ ରେ ପୁରୀ ଉଠିବାକୁ ଯାଉଛି । ତେବେ ଏହା ଥିଲା ତୁଳସୀ ଗଛର କିଛି ବିଶେଷତା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *