ବନ୍ଧୁଗଣ ଆଜିକାଲି କଇଁଛ ମୁଦି ପ୍ରଯତ ଅନେକ ଲୋକ ଙ୍କ ହାତରେ ଦେଖା ଯାଉଛି । କିଛି ଲୋକ ଏହାକୁ ପଇସା ପାଇଁ ପିନ୍ଧି ଥାନ୍ତି ତ ଆଉ କିଛି ଲୋକ ବାସ୍ତୁ ଅନୁଯାୟୀ ଏହାକୁ ପିନ୍ଧି ଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ କଇଁଛ ମୁଦି ଇନଧିବା ଦ୍ଵାରା ବ୍ୟାପାର, ସ୍ୱାସ୍ଥ୍ୟ, ଆତ୍ମବିଶ୍ଵାସ ରେ ବୃଦ୍ଧି ହୋଇଥାଏ । ଏମିତି କୁହାଯାଏ ଧନ ପ୍ରାପ୍ତି ହୋଇଥାଏ ଓ କେବେ ବି ଧନର ଅଭାବ ହୁଏ ନାହି । ଆଜି ଆମେ ଆପଣଙ୍କୁ କହିବୁ କଇଁଛ ମୁଦି କାହିଁକି ପିନ୍ଧାଯାଏ ଓ କେମିତି ପିନ୍ଧାଯାଏ ।
ଯଦି ଆପଣ କଇଁଛ ମୁଦି ପିନ୍ଧୁଛନ୍ତି ତେବେ ତାହା ହିତର ଆଡକୁ ହେବା ଉଚିତ । ମୁଦି ପିନ୍ଧିବା ସମୟରେ ଧ୍ୟାନ ରଖିବେ କି କଇଁଛର ମୁଣ୍ଡ ଭାଗ ବ୍ୟକ୍ତି ଆଡକୁ ହେବ ଉଚିତ । ଏହା ଦ୍ଵାରା ଗୃହରେ ଧନ ହାନି ହେବାର ସମ୍ଭାବନା କମି ଯାଇଥାଏ । କେବେ ବି ଧନ ହାନି ହୁଏ ନାହି । କଇଁଛ ମା ଲକ୍ଷ୍ମୀଙ୍କର ପ୍ରିୟ ମାନା ଯାଇଥାଏ । ଏମିତିରେ ଊର୍ଜା ଓ ଆତ୍ମବିଶ୍ଵାସ ପାଇଁ କଇଁଛ ମୁଦି ପିନ୍ଧିବା ଜରୁରୀ ଅଟେ । ପ୍ରତେକ କାମ ପୁରା ହେବା ସହ କାମରେ କୌଣସି ବାଧା ଆସେ ନାହି ।
ଅନେକ ଥର ଦେଖା ଯାଇଛି ଲୋକେ କଇଁଛ ମୁଦି କେଉଁ ବି ଆଙ୍ଗୁଳି ରେ ପିନ୍ଧି ଥାନ୍ତି । କିନ୍ତୁ ଏହା ଭୁଲ ଅଟେ । କଇଁଛ ମୁଦି କୁ ସର୍ବଦା ହାତର ମଧ୍ୟମ ବା ତର୍ଜନୀ ଆଙ୍ଗୁଳି ରେ ପିନ୍ଧିବା ଉଚିତ । ଅନ୍ୟ କେଉଁ ଆଙ୍ଗୁଳି ରେ ପିନ୍ଧିଲେ କିଛି ବି ଲାଭ ହୁଏ ନାହି । ଯଦି ସମ୍ଭବ ହୁଏ ତେବେ କଇଁଛ ମୁଦି ଶୁକ୍ରବାର ଦିନ କିଣନ୍ତୁ । ଏହା ଶୁଭ ମାନା ଯାଇଥାଏ ।
ଏହା ସହ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ଆଗରେ ଏକ ପାତ୍ର ରେ କ୍ଷୀର ଓ ପାଣି ଅଳ୍ପ ମିଶାଇ ଏହାକୁ ପକାଇ ଧୋଇ ଧୂପ ଦେଇ ପିନ୍ଧନ୍ତୁ । ଆପଣ ମାନେ ଜାଣିଥିବେ କଇଁଛ ଘରେ ରଖିବା ଶୁଭ ମାନାଯାଏ । ଏହା ସହ ଧନ ପ୍ରାପ୍ତି ହୋଇଥାଏ । ଏହି ପ୍ରକାରରେ କଇଁଛ ମୁଦି ପିନ୍ଧିବା ଦ୍ଵାରା କେବେ ବି ଧନ ହାନି ହୁଏ ନାହି । ସବୁ ଅଟକି ଯାଇଥିବା କାମ ପୂରଣ ହୋଇଥାଏ । ପୌରାଣିକ କଥା ଅନୁଯାୟୀ କଇଁଛ ଭଗବାନ ବିଶୁଣୁଙ୍କର ଅବତାର ଅଟେ । ତେଣୁ କଇଁଛ ଧର୍ଯ୍ୟ, ଶାନ୍ତି, ନୀରବତା ଓ ସମୃଦ୍ଧି ର ପ୍ରତୀକ ହୋଇଥାଏ ।
କଇଁଛ ମୁଦି ପିନ୍ଧିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଘରେ କେବେ ବି କଳହ ହୁଏ ନାହି । ସର୍ବଦା ଶାନ୍ତି ବଜାୟ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।