କଣ ଆପଣ ଜାଣିଛନ୍ତି କି କାହିଁକି ନିର୍ବାଚନ ବେଳେ ବ୍ୟବହାର ହୁଏ ନୀଳ ସ୍ୟାହୀ? ଗୋଟିଏ ଲିଟର ଦାମ ଜାଣି ଉଡିବ ହୋସ

ଏବେ ନିର୍ବାଚନ ହେବା ପାଇଁ ଯାଉଛି ଯାହା ଦ୍ଵାରା ଆମେ ଆମ ନିଜର କଥାକୁ ଲୋକଙ୍କ ଆଗରେ ରଖିବା ସହ ଆମ ପ୍ରତିନିଧି ମଧ୍ୟ ବାଛିବା । ଆମେ ଆଜି କାଲୀ ନିର୍ବାଚନ ଚାଲିଛି । ମାତ୍ର ଆପଣ ମାନେ ଏକ କଥା ଅଲକ୍ଷ କରିଥିବେ କି ନିର୍ବାଚନ ସମୟରେ ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ କି ନିଜ ପରତିନିଧି କୁ ଜିତାଇବା ପାଇଁ ଭୋଟ କୁ ଏପାଖ ସେପାଖ କରି ଦେଇଥାନ୍ତି । ଆଜି ଆମେ କହିବା ପାଇଁ ଯିବା ଏହାକକୁ ଲୁଚାଇବା ପାଇଁ କଣ କରା ଯାଉଛି ଓ ଏହାର ପ୍ରତିକାର ପ୍ପାଇନ ସରକାର କଣ କରୁଛନ୍ତି ।

ପ୍ରଥମ କଥା ହେଲା କି ଆଗରୁ ଲୋକମାନେ ଷ୍ଟାମ୍ପ ମାରିକି ନିଜର ମତ ଜାହିର କରୁଥିଲେ ଏବେ କିନ୍ତୁ ଏହାକୁ ବଦଳାଇ ଏକ ମଶିଣ କରା ଯାଇଛି ଯାହା ଦ୍ଵାରା ସେମାନେ କେବଳ ନିଜର ମତ ଜାହିର କରିବା ପାଇଁ ଏକ ବଟନ ଦବେଇବା ଦରକାର । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହା ସହ ଯେଉଁ ମାନେ ଭୋଟ ଦେଇକି ଫେରୁଥାନ୍ତି ସେମାନେ ହାତରେ ଏକ କଳା ସାହି ଲଗାଇ ଥାନ୍ତି ଯାହା ଦ୍ଵାରା ସେମାନେ ଭୋଟ ଦେଇ ଛନ୍ତି ବୋଲି ମନା ଯାଇ ଥାଏ ।

ଏହା ମଧ୍ୟ ଜଣା ଯାଇ ଥାଏ କି ଏହି ବ୍ୟକ୍ତି ଜଣକ ନିଜ ମତ ଦାନ କରି ସାରିଛି । ଏହି ଭଳି କିଛି ଆମ ଭାରତରେ ମତଦାନ କରାଯାଇଥାଏ । ମାତ୍ର ଆପଣ କଣ ଜାଣିଛନ୍ତି କି ଏହି ସାହି କଣ ଅଟେ ଏହା ନୀଳ କଣ ପାଇଁ ଅଟେ ଓ ଏହାର ଚିହ୍ନ ଆମ ହାତାରୁ ଏତେ ଶୀଘ୍ର କଣ ପାଇଁ ଯାଇ ନଥାଏ ।

ତେବେ ଆସନ୍ତୁ ଜାଣିବା କଣ ପାଇଁ ଏହାକୁ ଲାଗାଯାଏ । ଦେଶରେ ଓ ରାଜ୍ୟରେ ଏବେ ନିର୍ବାଚନ ଚାଲିଛି । ଏହି କାଳିଆର ଦାମ କେତେ ଓ ଏହା ଲିଭି ନଥାଏ । ଏହି ନୀଳ ସାହହୀ ର ଏକ ଲିଟର ଦାମ 12700 ଟଙ୍କା ଅଟେ । 10ml ଥିବା ଏକ ସାହି ବାତଳ କିଣିବା ପାଇନ ନିର୍ବାଚନ କାରଜ୍ୟକର୍ତ୍ତା ମାନଙ୍କୁ 127 ଟଙ୍କା ବ୍ୟୟ କରିବା ପାଇଁ ପଡିଥାଏ ।

2019 ରେ ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ 330000000 ଟଙ୍କା ଖର୍ଚ୍ଚ କରିଥିଲେ । ଭୋଟ ଦେଲା ବେଲଲେ ଏହା ଭୋଟର ଙ୍କ ହାତରେ ଲଗା ଯାଇଥାଏ । ଏହା ସୁଖିବା ପାଇଁ 40 ସେକେଣ୍ଡ ସମୟ ଲାଗିଥାଏ । ଏହା ପରେ ଏହାକୁ ଲଗାଇବାର 72 ଘଣ୍ଟା ଯାଏ ଏହା ହାତରୁ ଛାଡି ନଥାଏ ।

ଯାହା ଦ୍ଵାରା ଭୋଟର ଠକେଇ ଅକ୍ରିୟ ଆଉ ଠାରେ ଭୋଟ ଦେଇ ପାରି ନଥାଏ । ଏହାର ଏକ ଇତିହାଶ ମଧ୍ୟ ଅଛି । କୁହାଯାଏ କି ଦେଶର ପ୍ରଥମ ନିର୍ବାଚନ ରେ ଏହା ବ୍ୟବହାର କରା ଯାଇ ନଥିଲା ଯାହା ଦ୍ଵାରା ଠକେଇ ହୋଇଥିଲା ମାତ୍ର ଏହାକୁ ତାର ପର ବର୍ଷ ଠାରୁ ବ୍ୟବହାର କରା ଯାଉଛି ।

ଏହା ଆଜି ଯାଏ ରହି ଆସିଛି । ଏହାକୁ ଏକ ମାତ୍ର କମ୍ପାନୀ ତିଆରି କରୁଛି ଏହା କର୍ଣ୍ଣାଟକ ର ମହିଶୂର ଠାରେ ଅଛି ମହୀଶୂର ପେଣ୍ଟ ଆଣ୍ଡ ବର୍ନିଶ ନାମକ ଏହି କମ୍ପାନୀ କେବଳ ଏହାକୁ ତିଆରି କରିଥାଏ ।

Leave a Reply

Your email address will not be published. Required fields are marked *