‘ସଲମାନ୍ ଖାନ ତୁମେ Aryan କୁ ଛାଡି ଜଲ୍ଦି Rani panda ପାଖକୁ ଆସ’ ଦେଖନ୍ତୁ ହଠାତ Live ଆସି Salman ଙ୍କୁ କଣ କହି ଭୋ-ଭୋ ହେଇ କାନ୍ଦୁଛନ୍ତି Rani Panda, ଦେଖନ୍ତୁ Video

ଓଲିଉଡ ଓ ଯାତ୍ରା ଦୁନିଆର ଚର୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ବର୍ତ୍ତମାନ କାନ୍ଦୁ ଥିବାର ନଜର ଆସିଛନ୍ତି । ଯାହାକି ଏକ ଅଜବ ଘଟଣା ଅଟେ । ସେ ନିଜର ଏକ ଭିଡିଓରେ କାନ୍ଦୁ ଥିବାର ନଜର ଆସୁଛନ୍ତି । କହିଦେଉଛୁ କି ରାଣୀ ପଣ୍ଡା ବହୁତ ଝିଅ ଓ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରନ୍ତି । ସେ ଅଭିନେତ୍ରୀ ସହ ଜଣେ ଭଲ ମଣିଷ ବି ଅଟନ୍ତି । ସେ ବହୁତ ଫିଲ୍ମ ଓ ଆଲବମ ଗୀତାରେ ନଜର ଆସିଛନ୍ତି । ଏହା ସହିତ ଯାତ୍ରା ଦୁନିଆରେ ବି ସେ ବହୁତ ଚର୍ଚିତ ଅଟନ୍ତି ।

କିନ୍ତୁ ସେ ସବୁବେଳେ କୌଣସି ନା କୌଣସି କାରଣରୁ ବିବାଦରେ ରହିଥାନ୍ତି । ଆପଣମାନେ ପ୍ରାୟତଃ ତାଙ୍କୁ ଗାଳି ଗୁଲଜ ଦେଉଥିବାର ବି ଦେଖିଥିବେ କିମ୍ବା ଶୁଣିଥିବେ । ଏହା ସହିତ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ସବୁଦିନ କୌଣସି ନା କୌଣସି ଭିଡିଓ ଓ ଫଟୋ ଶେୟାର କରିଥାନ୍ତି ।

କିନ୍ତୁ ଆଜି ସେ ଯେଉଁ ଭିଡିଓ ପୋସ୍ଟ କରିଛନ୍ତି ସେଥିରେ ସେ କାନ୍ଦୁଥିବାର ନଜର ଆସିଛନ୍ତି । କାନ୍ଦିବାର କାରଣ କଣ ଜାଣିଲେ ଆପଣ ବି ଅଳ୍ପ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଏଥିରେ ସେ ସଲମାନ ଖାନଙ୍କୁ ସାକ୍ଷାତ କରିବା ପାଇଁ କହୁଛନ୍ତି ଓ କହି କହି କାନ୍ଦୁଛନ୍ତି । ରାଣୀ ପଣ୍ଡା କହୁଛନ୍ତି କି ଆଇ ଲଭ ୟୁ ସଲମାନ ଖାନ । ମୋ ସହ ଥରେ ଦେଖା ହୁଅ । ମୋର କିଛି ବି ଦରକାର ନାହିଁ । କେବଳ ତୁମେ ଦରକାର ।

ହେ ଭଗବାନ ମୋ ସହ ତାଙ୍କୁ ଥରେ ସାକ୍ଷାତ କରାଇ ଦିଅ । ମୋ ସ୍ଵପ୍ନର ରାଜା । ମୋ ସହ ଥରେ ଦେଖା ହୁଅ । ମୋର କିଛି ଦରକାର ନାହିଁ । ମୋତେ ଖାଲି ତୁମେ ଦରକାର । ସଲମାନ ଖାନଙ୍କୁ ଦେଖା କରିବା ପାଇଁ ରାଣୀ ପଣ୍ଡା କାନ୍ଦୁଛନ୍ତି । ସଲମାନ ଖାନ ତୁମ ପାଖରେ ଆର୍ୟନ ଖାନଙ୍କ ପାଇଁ ସମୟ ଅଛି, ଶାହାରୁଖ ଖାନଙ୍କ ସହ ଦେଖା କରିବା ପାଇଁ ସମୟ ଅଛି, ଆର୍ୟନ ଖାନଙ୍କ ପାଇଁ ବିରିୟାନୀ ନେଇ ଯିବା ପାଇଁ ସମୟ ଅଛି, କିଛି କଳାକାରମାନଙ୍କୁ କାମ ଦେବା ପାଇଁ ବି ସମୟ ଅଛି ।

କିନ୍ତୁ ତୁମ ପାଖରେ ରାଣୀ ପଣ୍ଡାଙ୍କ ପାଇଁ ସମୟ ନାହିଁ । ସଲମାନ ଯେତେବେଳେ ଓଡିଶା ଆସିଥିଲେ ତେବେ ସେହି ସମୟରେ ସେ କହିଥିଲେ କି ସେ ଦହିବରା ଖାଇବେ । ତୁମେ କଟକ ଯାଇ ରାଣୀ ପଣ୍ଡାଙ୍କ ସହ ଦହିବରା ଖାଅ ।

Leave a Reply

Your email address will not be published. Required fields are marked *