ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।
୧- ଏମିତି କେଉଁ ପଶୁ ଅଛି ଯିଏ ନିଜ କାନରେ ଦେଖିପାରେ ?
ଉତ୍ତର- ଚମଗାଦଡ
୨ – ସ୍ଵାଧୀନତା ସମୟରେ ଭାରତର ଜନସଂଖ୍ୟା କେତେ ଥିଲେ ?
ଉତ୍ତର- ୩୩ କୋଟି
୩- ଭାରତର ରାଜଧାନୀ କେବେ କୋଲକାତାରୁ ଦିଲ୍ଲୀ ହୋଇଥିଲା ?
ଉତ୍ତର- ୧୯୧୧ରେ
୪- ଭାରତ କେତୋଟି ଦେଶ ସହ ନିଜର ସୀମା ବଣ୍ଟନ କରିଛି ?
ଉତ୍ତର- ୭ତି
୫- ଭାରତରେ ଚନ୍ଦନ କାଠ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ ଅଟେ ?
ଉତ୍ତର- କର୍ଣ୍ଣାଟକ
୬- ତାଜମହଲର ନିର୍ମାଣ କେଉଁ ନଦୀ କୂଳେ ହୋଇଥିଲା ?
ଉତ୍ତର- ଯମୁନା ନଦୀ
୭- ଭାରତରେ ଫାଶୀ କେତେବେଳେ ଦିଆଯାଏ ?
ଉତ୍ତର- ସୂର୍ଯ୍ୟ ଉଦୟ ହେବା ପୂର୍ବରୁ
୮- ଭାରତରେ ଡାକପ୍ରଥା ପ୍ରଚାଳନ କେଉଁ ଶାସକ କରିଥିଲେ ?
ଉତ୍ତର- ସେରସାହ ସୂରୀ
୯- ଭାରତରେ କେଉଁ ପରିବା ଅଧିକ ଖିଆଯାଏ ?
ଉତ୍ତର- ଆଳୁ
୧୦- କେଉଁ ପଶୁର କ୍ଷୀର ପିଇଲେ ସ୍ମରଣ ଶକ୍ତି ଅଧିକ ହୋଇଥାଏ ?
ଉତ୍ତର- ଗାଈ
୧୧- ହୱାଇ ଜାହାଜ କେଉଁଠାରେ ଆବିଷ୍କାର ହୋଇଥିଲା ?
ଉତ୍ତର- ଆମେରିକା
୧୨- ମାନବ ଶରୀରର ସବୁଠାରୁ ଲମ୍ବା କୋସିକା କଣ ଅଟେ ?
ଉତ୍ତର- ତାନ୍ତ୍ରିକା
୧୩- ଭାରତର ଦିତୀୟ ତାଜମହଲ କାହାକୁ କୁହାଯାଏ ?
ଉତ୍ତର- ବିବି କି ମକବାରା
୧୪- ମନୁଷ୍ୟର ହୃଦୟର ଓଜନ କେତେ ?
ଉତ୍ତର- ୩୧୦ ଗ୍ରାମ
୧୫- ଚାଉଳକୁ ହେବା ପାଇଁ ଅଧିକ ସମୟ କେଉଁଠାରେ ଲାଗିଥାଏ ?
ଉତ୍ତର- ମାଉଣ୍ଟ ଏଭରେଷ୍ଟରେ
୧୬- କଳା ସୁନା କାହାକୁ କୁହାଯାଏ ?
ଉତ୍ତର- କୋଇଲି
୧୭- ରେଳଗାଡିରେ କେତୋଟି ଗିୟର ରହିଛି ?
ଉତ୍ତର- ୩୨
୧୮- ଦୁନିଆରେ ପ୍ରଥମେ ଆଳୁର ସନ୍ଧାନ କେଉଁଠାରେ ହୋଇଥିଲା ?
ଉତ୍ତର- ପେରୁ
୧୯- ଟର୍ଚ୍ଚକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ମଶାଲ
୨୦- ଏମିତି କଣ ଜିନିଷ ଅଛି ଯାହା ଗରମ କରିଲେ ଜମିଯାଏ ?
ଉତ୍ତର- ଅଣ୍ଡା
୨୧- ସବୁଠାରୁ ଅଧିକ ଚିନୀ କେଉଁ ଦେଶର ଲୋକେ ଖାଇଥାନ୍ତି ?
ଉତ୍ତର- ଭାରତ
୨୨- ଦୁନିଆର ପ୍ରଥମ କାର କେଉଁ କମ୍ପାନୀ ତିଆରି କରିଥିଲା ?
ଉତ୍ତର- ହୁଣ୍ଡାଇ କମ୍ପାନୀ
୨୩- ଭାରତର ପ୍ରଧାନମନ୍ତ୍ରୀ ହେବ ପାଇଁ କେତେ ବୟସ ଆବଶ୍ୟକ ଅଟେ ?
ଉତ୍ତର- ୨୫ ବର୍ଷ
୨୪- ପୃଥିବୀରେ ସବୁଠାରୁ ଅଧିକ ଗ୍ଯାସ କେଉଁଠାରେ ଅଛି ?
ଉତ୍ତର- ଅକ୍ସିଜେନ
୨୫- ଏମିତି କଣ ଅଛି ଯାହା ଅନ୍ୟ ମାନଙ୍କର ଆମକୁ ଦେଖାଯାଏ କିନ୍ତୁ ନିଜର ନୁହେଁ ?
ଉତ୍ତର- ଭୁଲ
୨୬- ଏମିତି କଣ ଅଛି ଯାହା ବର୍ଷକୁ ଥରେ ଆସିଥାଏ, ମାସରେ ଦୁଇ ଥର ଆସିଥାଏ, ସପ୍ତାହରେ ୩ଥର ଆସିଥାଏ ଓ ଦିନରେ ୪ ଥର ଆସିଥାଏ ?
ଉତ୍ତର- F ଶବ୍ଦ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।