କଣ ସତରେ କୁକୁର ମାନେ ରାତିରେ ଭୁତ କୁ ଦେଖି ପାରନ୍ତି ? Garucda Purana

କେହି ଆପଣଙ୍କୁ ଯଦି ପଚାରି ଥାନ୍ତି କି ଆପଣ କଣ ନିଜ ଆଖିରେ ଭୁତ ପ୍ରେତ ଦେଖିଛନ୍ତି । ଏହା ର ଉତ୍ତର ଦେଇକି ଆପଣ କହିବେ କି ନା । ସାଧାରଣ କଥା ଆମେ କଣ ଯିଏ କେହି ଭି ଏହା ପାଇଁ ନା କହିବ । କାରଣ ଖାଲି ଆଖରେ ଆମେ କେବେହେଲେ ଭୁତ ପ୍ରେତ ଦେଖି ପାରିବା ନି । କିନ୍ତୁ ଏହା ସତ୍ୟ ଘଟଣା ଅଟେ କି ଆମେ ଜାଣିଛେ କି ଯଦି କୁକୁର ଜଣେ ଥାଏ ତେବେ ସେ ଏହାକୁ ଦେଖି ପାରେ ।

ସେ ଏହି ଭୁତ ପ୍ରେତକୁ ଦେଖି ପାରେ । ଏହା କେବଳ କୁକୁର ନୁହେଁ ବରଂ ଗାଈ ଓ ଘୋଡା ମଧ୍ୟ ଏହାକୁ ଦେଖି ପାରନ୍ତି । ତେବେ ଆସନ୍ତୁ ଜାଣିବା ଏହା ସତ କି ମିଛ ଅଟେ । ହିନ୍ଦୁ ଶାସ୍ତ୍ର ରେ କୁହାଯାଇଛି କି କୁକୁର ଏହି ଭଳି ବହୁତ ଜିନିଷ ଦେଖି ପାରନ୍ତି ଓ ସେମାନଙ୍କୁ ଶୁଣି ମଧ୍ୟ ପାରନ୍ତି ।

କୁହାଯାଏ କି ଅନେକ ସମୟରେ ଆତ୍ମା ଆମ ପିତୃ ପୁରୁଷଙ୍କୁ ଦେଖିବା କଥା ଓ ଦେବତା ମାନଙ୍କୁ ମଧ୍ୟ ଦେଖିବା କଥା ଶାସ୍ତ୍ର ରେ ଲେଖା ହୋଇଛି । ତେବେ ବେଳେ ବେଳେ ଆତ୍ମା ମାନେ ଯିବା ସମୟରେ କୁକୁର ମାନଙ୍କ ମଧ୍ୟ ଦେଇ ଗତି କରିଥାନ୍ତି । ବେଳେ ବେଳେ ସେମାନେ ଭୁତ ପ୍ରେତ ମାନେ କଣ କଥା ହଉଛନ୍ତି ଏହା ଶୁଣି ପାରନ୍ତି ।

ଯାହା ପାଇଁ ସେମାନେ ରାତି ହେଲେ ଅନେକ ସମୟରେ ଭୁକିବା ପାଇଁ ଆରମ୍ଭ କରି ଶେଷରେ କାନ୍ଦରେ ପରିଣତ କରୀ ଥାନ୍ତି । ସେଇ ପାଇଁ କୁହାଯାଏ କି ଯଦି କୁକୁର କାନ୍ଦୁଛି ତା ମାନେ ଜାଣି ନିଅନ୍ତୁ କି ତାକୁ ଭୁତ ଦେଖା ଯାଉଛି । ଆମ ସମାଜରେ ଏହି ଭଳି କିଛି ମାନ୍ୟତା ଅଛି କି କୁକୁର ମାନଙ୍କ ଭୁକିବା ଦ୍ଵାରା ଆଗକୁ ଯାଇକି କାହାର ମୃତ୍ୟୁ ମଧ୍ୟ ହୋଇ ପାରେ ।

ଏହା ଭୁଲ କହି ପାରିବା ନି ଆମ ଜୀବନରେ ଥିବା ପ୍ରିୟ ଲୋକଙ୍କ ଉପରେ ସଂକଟ ଥିବାର ଆସିବା ପାଇଁ ଯାଉଛି । ଯଦି ଏହାର ତଥ୍ୟ ଆମେ ଖୋଜିବା ପାଇଁ ଜୀବବା ତ ଆମେ ଜାଣି ପାରିବା କି ଏହା ଖୋଜିବା ବହୁତ କଷ୍ଟ କର ହୋଇଯିବ ।

ହିନ୍ଦୁ ଶାସ୍ତ୍ର ଛାଡି ଦେଲେ ମୁସଲମାନ ମାନେ ମଧ୍ୟ ଏହାକୁ ମାନି ଥାନ୍ତି କି ଯେଉଁ ସମୟରେ ନମାଜ ଚାଲିଥାଏ ସେହି ସମୟରେ ଖରାପ ଶକ୍ତି ମାନେ ଯିବା ପାଇଁ ଲାଗିଥାନ୍ତି ଯାହାକୁ ଦେଖିକି କୁକୁର ମାନେ ଭୁକିବା ଆରମ୍ବ୍ଭ କରିଥାନ୍ତି । ଏହାର ବୈଜ୍ଞାନିକ କାରଣ ଦେଖିବା ଯଦି ଆମେ ଜାଣି ପାରିବା କି କୁକୁର ମାନେ ମଣିଷ ମାନଙ୍କ ଅପେକ୍ଷା ଶୁଣିବା କ୍ଷମତା ରଖୀ ଥାନ୍ତି ।

ଯେଉଁ ଜାଗାରେ ମଣିଷ ମାନେ 20 ହର୍ଜ ଯାଏ ଶୁଣି ଥାନ୍ତି ସେହି ଜାଗାରେ କୁକୁର ମାନେ 44 କିଲୋ ହର୍ଜ ଯାଏ ଥାଏ । କିଛି ଲୋକମାନେ କୁହନ୍ତି କି ରାତିରେ କୁକୁର ମାନେ ନିଜ ସାଙ୍ଗମାନଙ୍କ ସହ କଥା ହେବା ପାଇଁ ଏହି ଭଳି ଭୁକି ଥାନ୍ତି ।

Leave a Reply

Your email address will not be published. Required fields are marked *