ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଯେଉଁ କାକୁଡି ଦେଖୁଛନ୍ତି ତାହା ଅବିକଳ କ-ରୋ-ନା ମହାମାରୀ ସଦୃଶ ହୋଇଛି । ତେବେ କାକୁଡି ଗଛରେ କ-ରୋ-ନା କାକୁଡି ଫଳିଛି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ବିରଳ କ-ରୋ-ନା କାକୁଡି ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଜମିଛି । ଏଭଳି ଆଶ୍ଚର୍ଯ୍ୟ ଚକିତ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଡବୁ ବ୍ଲକ ଅନ୍ତର୍ଗତ ସରାଗଡା ଗାଁ ରେ । ଏଠାରେ ଜଣଙ୍କ ବାଡିରେ କ-ରୋ-ନା ଆକୃତିର କାକୁଡି ଫଳିବାର କୁହା ଯାଉଛି ।
ଏହି ଗାଁ ର ଜଣେ ବ୍ୟକ୍ତି ବାଡିରେ ଏପରି କାକୁଡି ଲଟା ମାଡିବାରେ ଲାଗିଛି । ଏହି ଲତା ରେ ଏପରି ବିଚିତ୍ର ଓ ଅଜଣା କାକୁଡି ଫଳିବାରେ ଲାଗିଛି । ଗାଁ ଲୋକ ମାନେ ଏହାକୁ କାକୁଡି ବୋଲି କହୁଥିବା ବେଳେ ଏଗୁଡିକ ଦେଖିବାକୁ ଅବିକଳ କ-ରୋ-ନା ଭାଇରସ ଚିତ୍ର ପରି ମାନେ ହେଉଛି । ଲୋକ ମାନକ କହିବା ମୁତାବକ ଟିଭିରେ ଯେଉଁ କ-ରୋ-ନା ଭା-ଇ-ରା-ସର ଚିତ୍ର ଦେଖା ଯାଉଛି ଏହି କାକୁଡି ଦେଖିବାକୁ ଅବିକଳ ସେହିପରି ହୋଇଛି । ସୂଚନା ମୁତାବକ ନିକଟସ୍ଥ ଝରିବୁଡା ଗାଁ ର ରବୀନ୍ଦ୍ର ନାଗ ପ୍ରଥମେ ଏହି ବିଚିତ୍ର ପରିବା ଦେଖିବାର କହିଥିଲେ ।
ଏହା ପରେ ଜଣା ପଡିଲା ଯେ ଗୋଟିଏ ବା ଦୁଇଟି ନୁହେଁ ବରମ ଏକାଧିକ ଏଭଳି ପରବା ଫଳିଛି । ଏହି ପରିବା ପ୍ରକୃତରେ କଣ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଏହାର ପ୍ରକୃତ ରହସ୍ୟ କେବଳ ବୈଜ୍ଞାନିକ ମାନେ ହିଁ କହି ପାରିବେ । ଏହା କୌଣସି ବି-ଷା-କ୍ତ ଫଳ କି ନୁହେଁ ତାହା ପରୀକ୍ଷା ପରେ ଜଣା ପଡିବ । ଏହି ଫଳ ଖାଇବା ଉପଯୋଗୀ କି ନୁହେଁ ତାହା ସ୍ପଷ୍ଟ ହୋଇ ନାହି । ଏତିକି କୁହାଯାରେ କି ଏହି ଅଜଣା ଉଦଭିତ ଜାତୀୟ ପରିବା ଟି ବିନା ପରୀକ୍ଷଣରେ ଖାଇବା ଉଚିତ ନୁହେଁ ।
ତେବେ ଏହି ବିଚିତ୍ର ପାରିବା ଟି ବର୍ତ୍ତମାନ ଗଣ ମାଧ୍ୟମରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଅନେକ ଦୂର ଦୂରରୁ ଲୋକ ମାନେ ଗହଳି ହେଉଛି ଏହି ଅଦଭୂତ ପରିବା କୁ ଦେଖିବା ପାଇଁ । ତେବେ କାକୁଡି ଲତା ରେ ଏଭଳି ବିରଳ ଫଳ କଣ ହୋଇପାରେ ତାହା ପରୀକ୍ଷଣ ପରେ ଜଣା ପଡିବ ବୋଲି ସୂଚନା ରହିଛି । ଏହି ପାରିବା ଦେଖିବା ପରେ ଗାଁ ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହେବାର ଜଣା ପଡିଛି ।
ବନ୍ଧୁଗଣ ଆପଣ ମାନଙ୍କର କ-ରୋ-ନା ଭାଇରସ ସଦୃଶ କାକୁଡି ବାବଦରେ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।