Odia Dhaga Dhamali- କେଉଁ ଜୀବ ତାର ମୁହଁରେ ଛୁଆ ଜନ୍ମ କରିଥାଏ ? କଣ ଆପଣ ଜାଣିଛନ୍ତି ଏହାର ଉତ୍ତର?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ଏହି ସବୁ ପ୍ରଶ୍ନ ଇଣ୍ଟରବିୟୁ ରେ ମଧ୍ୟ ଅନେକ ସମୟରେ କ୍ୟାଣ୍ଡେଟ ମାନଙ୍କୁ ପଚରା ଯାଇଥାଏ ।

ଯାହାର ଉତ୍ତର ସେମାନେ ଜାଣି ନ ଥାନ୍ତି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- କେଉଁ ମେରୁଦଣ୍ଡୀ ପ୍ରାଣୀ ର ଦାନ୍ତ ନାହି ?

ଉତ୍ତର- ଶୁଆ

୨- କେଉଁ ପକ୍ଷୀ କୁ ଶାନ୍ତିର ପ୍ରତୀକ ଭାବେ ଗ୍ରହଣ କରା ଯାଇଛି ?

ଉତ୍ତର- ପାରା

୩- କେଉଁ ପକ୍ଷୀ ଭୂମି ସ୍ପର୍ଶ କରେ ନାହି ?

ଉତ୍ତର- ବାଦୁଡି

୪- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ହୋଇଥାଏ ?

ଉତ୍ତର- ଓଟ ପକ୍ଷୀ

୫- ଭାରତ ଓ ଚୀନ ମଧ୍ୟ ରେ କେବେ ଯୁଦ୍ଧ ହୋଇଥିଲା ?

ଉତ୍ତର- ୧୯୬୨ ମସିହା

୬- ଭାରତ ଓ ପାକିସ୍ତାନ ପ୍ରଥମେ କେବେ ଯୁଦ୍ଧ ହୋଇଥିଲା ?

ଉତ୍ତର- ୧୯୬୫ ମସିହା

୭- ବଙ୍ଗଳାଦେଶକୁ ସମର୍ଥନ କରି କେବେ ଭାରତ ଓ ପାକିସ୍ତାନ ମଧ୍ୟ ରେ ଯୁଦ୍ଧ ହୋଇଥିଲା ?

ଉତ୍ତର- ୧୯୭୧ ମସିହା

୮- ୧୯୧୪ ମସିହାରେ ବ୍ରିଟେନ ଓ ଜର୍ମାନ ମଧ୍ୟ ରେ କେଉଁ ଯୁଦ୍ଧ ହୋଇଥିଲା ?

ଉତ୍ତର- ପ୍ରଥମ ବିଶ୍ଵ ଯୁଦ୍ଧ

୯- ଉଦ୍ଭିଦ ମଧ୍ୟ ରେ ଜଳ ସମ୍ବାହିତ କାହା ଦ୍ଵାରା ହୋଇଥାଏ ?

ଉତ୍ତର- ଜାଇଲେମ

୧୦- ଉଦ୍ଭିଦ ର ଖାଦ୍ୟ ପରିବାହନ କାହା ଦ୍ଵାରା ହୋଇଥାଏ ?

ଉତ୍ତର- ଫ୍ଲୋଏମ

୧୧- ଖାଦ୍ୟ ପ୍ରସ୍ତୁତି ସମୟରେ ଉଦ୍ଭିଦ ବାୟୁ ରୁ କଣ ଗ୍ରହଣ କରିଥାଏ ?

ଉତ୍ତର- ଅଙ୍ଗାରକାମ୍ଳ ଗ୍ଯାସ

୧୨- କେଉଁ ଜୀବ ତାର ମୁହଁ ରେ ଛୁଆ ଜନ୍ମ କରିଥାଏ ?

ଉତ୍ତର- ଗ୍ୟାଷ୍ଟ୍ରିକ ବ୍ରୋଡିଙ୍ଗ ବେଙ୍ଗ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *