Googleରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ, ନହେଲେ ଯିବେ ଜେଲ୍….. ଏବେ ହିଁ ଦେଖନ୍ତୁ ନଚେତ ପସ୍ତେଇବାକୁ ପଡିବ

ନମସ୍କାର ବନ୍ଧୁଗଣ । ଗୁଗୁଲରେ ବୁଲରେ ବି କରନ୍ତୁ ନାହି ଏମିତି ସର୍ଚ । ନ ହେଲେ ଯିବାକୁ ପଡିବ ଜେଲ । ଆଜିକାଲି ଦେଶରେ ଗୁଗୁଲର ବହୁଳ ମାତ୍ରା ରେ ବ୍ୟବହାର କରା ଯାଉଛି । କୌଣସି ଜାଗାକୁ ସର୍ଚ କରି ମଧ୍ୟ ଆମେ ତା ବିଷୟରେ ଅନେକ ତଥ୍ୟ ହାସଲ କରି ପାରୁଛୁ । ଏହା ଦ୍ଵାରା ଆମ କାମ ସହଜ ହୋଇ ପାରୁଛି ତାହା ବି ଖୁବ କମ ସମୟ ମଧ୍ୟରେ । ଆଜିକାଲି ଆମେ ଯେ କୌଣସି ପ୍ରଶ୍ନର ନୁତ୍ତର ଜାଣିବା ପାଇଁ ଗୁଗୁଲର ସହାୟତା ନେଇଥାଉ ।

ଆଉ ଗୋଟିଏ କ୍ଲିକରେ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗୁଲ । ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ଅନେକ ପ୍ରକାର ରୋଷେଇ ରେସେପି ବିଷୟରେ ଜାଣିବା ପାଇଁ ଗୁଗୁଲର ବ୍ୟବାହାର ଆମେ କରିଥାଉ । ଗୁଗୁଲରୁ ଯେଉଁ ଉତ୍ତର ମିଳିଥାଏ ତାହା କେତେବେଳେ ଠିକ ଥାଏ ତ କେତେବେଳେ ଭୁଲ ଥାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଗୁଗୁଲରେ କଣ୍ଟେନ ଖୋଜିବା ପାଇଁ ମଧ୍ୟ ଆପଣଙ୍କୁ ଜେଲ ହୋଇପାରେ ।

ଆଜି ଆମେ ଆପଣ ମାନଙ୍କୁ କିଛି କଣ୍ଟେନ ବିଷୟରେ କହିବାକୁ ଯାଉଛିଛୁ ଯାହାକୁ ଭୁଲରେ ଗୁଗୁଲରେ ସର୍ଚ କରିବେ ନାହି । ୧- ପ୍ରଥମେ ରହିଛି ଚାଇଲ୍ଡ ପର୍ଣ୍ଣ ଯାହାକୁ ନେଇ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି ଭାରତ ସରକାର । ଗୁଗୁଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ କରିବା ବା ଦେଖିବା ବା କାରୋବାର କରିବା ଅପରାଧ ଅଟେ । ଏଭଳି କରିଲେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ ।

୨- ଗୁଗୁଲରେ ଗର୍ଭପାତ ସର୍ଚ କରିବା ଏକ ସାଂଘାତିକ ଅପରାଧ ଅଟେ । ଏମିତି ଭୁଲରେ କରିବା ଉଚିତ ନୁହେଁ । ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ଡାକ୍ତରଙ୍କ ବିନା ପରାମର୍ଶ ରେ ଗର୍ଭପାତ କରାଯାଇ ପାରିବ ନାହି ।

୩- ଗୁଗୁଲରେ କେବେ ବି ବମ ତିଆରି କରିବାର ପ୍ରକ୍ରିୟା ସର୍ଚ କରନ୍ତୁ ନାହି । କାରଣ ଏହା ଆଇନ୍ଗତ ଅପରାଧ ଅଟେ । ଏଭଳି ଗତି ବିଧି ଉପରେ ସାଇବର ସେଲ ସବୁବେଳେ କଡା ନଜର ରଖିଥାନ୍ତି । ଯାହା ପାଇଁ ଆପଣ ଅଡୁଆରେ ପଡି ପାରନ୍ତି । ସୁରକ୍ଷା ଏଜେନ୍ସି ଆପଣଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ସହ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ ।

୪- ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ଲିକ କରିବା ପାଇଁ ଅପରାଧ ଶ୍ରେଣୀରେ ଯାଉଛି । ଯଦି ଆପଣ ଅନ ଲାଇନରେ ଏହାକୁ ଲିକ ବା ଡାଉନଲୋଡ କରୁଛନ୍ତି ତାହା ଏକ ବଡ ଅପରାଧ । ଏହି ନିୟମ ଉଲଂଘନ କରିଲେ ୩ ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

୫- ସୋସିଆଲ ମିଡିଆ ବା ଗୁଗୁଲରେ ପ୍ରାଇଭେଟ ଫୋଟୋ ଓ ଭିଡିଓ ଲିକ କରିବା ଆଇନ୍ଗତ ଅପରାଧ ଅଟେ । ଏଥିପାଇଁ ଆପଣଙ୍କୁ ଜେଲ ହୋଇପାଏ । ତେଣୁ ଭୁଲରେ ବି ଏହି ସବୁ ଗୁଗୁଲରେ ସର୍ଚ କରନ୍ତୁ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *