ନମସ୍କାର ବନ୍ଧୁଗଣ । ଆପଣ ଫେସବୁକ ବ୍ୟବହାର କରୁଥିଲେ ସତର୍କ ହୋଇ ଯାଆନ୍ତୁ । କାହିଁକି ନାଁ ଏବେ ଫେସବୁକରେ ସବୁ ତଥ୍ୟ ଚୋରୀ ହେବାରେ ଲାଗିଛି । ଫଳରେ ଫେସବୁକ ୟୁଜର୍ସ ଫ୍ରଟର ଶିକାର ହୋଇ ହଇରାଣ ହରକତ ହୋଇ ପାରନ୍ତି । ଏମିତିକି ଫେସବୁକରେ ଅନେକ ସମୟରେ ବ୍ୟକ୍ତିଗତ ତଥ୍ୟ ଅନେକଙ୍କୁ ହଇରାଣ କରିବାର ନଜର ଆସୁଛି । କିଏ ଓ କେମିତି ଫେସବୁକ ପ୍ରୋଫାଇଲକୁ ଦେଖି ପାରୁଛି ।
ଯଦି ଆପଣ ମାନେ ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏମିତି କିଛି ଉପାୟ ଅଛି ଯାହା ଆପଣଙ୍କୁ ଆପଣେଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ରହିଛି । ଆପଣ ପ୍ରଥେମ ଏହି ସହଜ ଉପାୟ କରି ଫ୍ରଟରୁ ବଞ୍ଚି ପାରିବେ । ପ୍ରଥମେ ଆପଣ ବ୍ରାଉଜର ଖୋଲନ୍ତୁ । ଏହା ପରେ ଫେସବୁକକୁ ଲଗିନ କରନ୍ତୁ ।
ଏହା ପରେ ଆପଣଙ୍କୁ ଆପଣଙ୍କର ପ୍ରୋଫାଇଲ ଯିବାକୁ ପଡିବ । ପ୍ରୋଫାଇଲକୁ ଯାଇ ଆପଣଙ୍କୁ ରାଇଟ କ୍ଲିକ କରିବାକୁ ପଡିବ । ସେଠାରେ ଆପଣଙ୍କୁ କିଛି ବିକଳ୍ପ ନଜର ଆସିବ । ଏହା ପରେ ଆପଣଙ୍କୁ ଭିୟୁ ପେଜ ସୋର୍ସ ବିକଳ୍ପ ଚୟନ କରନ୍ତୁ । ଏହା ପରେ କଣ୍ଟ୍ରୋଲ-ୟୁ କମାଣ୍ଡ ବି ବ୍ୟବହାର କରି ପାରିବେ ।
ଏହା ପରେ ଆପଣ କଣ୍ଟ୍ରୋଲ-ଏଫ ମାରି BUDDY-ID ସର୍ଚ କରନ୍ତୁ । ଏହା ପରେ ଆପଣଙ୍କୁ ୧୫ ଡିଜିଟର ଏକ ନମ୍ବର ଆସିବ । ଯାହାକୁ ଆପଣଙ୍କୁ କପି କରିବାକୁ ପଡିବ । କପି ହେବା ପରେ WWW.facebook.com ସହ ୧୫ ଡିଜିଟ ନମ୍ବର ପକାଇ ସର୍ଚ୍ଚ କରିବେ ।
ଏହି ଉପାୟ କରି ଆପଣ ଜାଣି ପାରିବେ ଆପଣଙ୍କ ପ୍ରୋଫାଇଲ କିଏ ଦେଖୁଛି । ଏହି ଫର୍ମୁଲା ମୋବାଇଲରେ କାମ କରିବ ନାହି । ତେଣୁ ଆପଣ ଲ୍ୟାପଟପ ବା ଡେସ୍କଟପକୁ ଯାଇ ଏହା ଜାଣି ଅଆରିବେ । ଭାରତରେ କୋଟି କୋଟି ଲୋକ ମାନେ ଫେସବୁକର ବ୍ୟବହାର କରୁଛନ୍ତି । ଖାସ କରି ଯୁବପିଢି ମାନେ ଫେସବୁକର ଅଧିକ ବ୍ୟବହାର କରୁଛନ୍ତି ।
ଫେସବୁକ ଜରିଆରେ ୟୁଜର୍ସ ମାନେ ନ୍ଯୁଜ ଦେଖିବା ସହ ଦେଶ ବିଦେଶର ଖବର ପାଇବା ସହ ମନୋରଞ୍ଜନ ମଧ୍ୟ କରି ପାଉଛନ୍ତି । କିନ୍ତୁ ଅନେକ ସମୟରେ ଫେସବୁକକୁ ନେଇ ଏମିତି କିଛି ଖବର ଆସିଥାଏ ଯାହା ୟୁଜର୍ସ ଜାଣି ନ ଥାନ୍ତି । ତେଣୁ ଆପଣ ଯଦି ନିଜର ତଥ୍ୟ କିଏ ଦେଖୁଛି ତାହା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି ଫର୍ମୁଲା ବ୍ୟବହାର କରି ଅତି ସହଜରେ ଦେଖି ପାରିବେ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।