ଓଡିଆ ଇଣ୍ଡଷ୍ଟ୍ରିର ସେଲିବ୍ରେଟି ମାନେ କିପରି ପାଳନ କଲେ ଦୀପାବଳି, ଦେଖନ୍ତୁ

ଟେଲିଭିଜନ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ସାମାଜିକ କାମ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ରେ ରହୁଛନ୍ତି । ତେବେ ଗତ କାଲି ଦୀପାବଳି ପର୍ବ ପୁରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରା ଅଯାଇଛି । କାରଣ କୋରୋନା ମହାମାରୀକୁ ଦ୍ରୁଷ୍ଟିରେ ରଖି ଦୀପାବଳି ଧୂମଧାମରେ ପାଳନ କରାଯାଇ ନାହି ।

ତେବେ ଟିଭି ଇଣ୍ଡଷ୍ଟ୍ରି ର କଳାକାର ମାନେ କିପରି ଭାବେ ଦୀପାବଳି ପାଳନ କରିଛନ୍ତି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ୧ – ଆମ ଲିଡତାର ପ୍ରଥମ ସ୍ଥାନ ରେ ଅଛନ୍ତି ଅଭିନେତ୍ରୀ ତାରିଣୀ ଯିଏ କି “ତାରିଣୀ ଆଖିରେ ତାରା” ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ସହ ଅଭିନେତା ତୁଷାର ମଧ୍ୟ ଦିପାବଳି ଦୀପ ଜଳାଇ ଘରେ ରଙ୍ଗୋଲି ପକାଇ ପାଳନ କରିଥିବାର ନଜର ଆସୁଛନ୍ତି ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଯିଏ ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ସେ ଦୀପାବଳି ଦୀପ ଜଳାଇ ଶାନ୍ତିପୂର୍ଣ୍ଣ ଭାବେ ସେଲିବ୍ରେସନ କରିଥିବାର ନଜରା ଆସୁଛନ୍ତି ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରିୟା ଯିଏ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ଅଛନ୍ତି । ସେ ଦୀପାବଳି ତାଙ୍କ ଘରେ ସୁନ୍ଦର ରଙ୍ଗୋଲି ପକାଇ ଦୀପ ଜଳାଇ ପାଳନ କରିଥିବାର ନଜର ଆସୁଛନ୍ତି ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଶାର ପ୍ରସିଦ୍ଧ ଗାୟିକା ଦୀପ୍ତି ରେଖା ଯିଏ ନିଜର ସୁମଧୁର କଣ୍ଠରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ ତାଙ୍କ ଘରେ ରଙ୍ଗୋଲି ପକାଇ ଦୀପ ଜାଲି ଦୀପାବଳି ସେଲିବ୍ରେସନ କରିଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମଙ୍ଗଳା ଚରଣ ସିରିଏଲର ମୁଖ୍ୟ ନାୟକ ଅଭିନେତା ଚରଣ ଯିଏ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି । ସେ ତାଙ୍କ ଘରକୁ ଦୀପରେ ସଜାଇ ଦୀପାବଳି ପାଳନ କରିଛନ୍ତି ।

୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି “ସିନ୍ଦୁରର ଅଧିକାର” ସିରିଏଲରେ ମୁଖ୍ୟ ନାୟିକା ଇତି ଯିଏ ଗୀତାର ସହ ଗୀତ ଗାଇବା ସହ ଘରକୁ ଲାଇଟ ଓ ଦୀପରେ ସଜାଇ ଦୀପାବଳି ପାଳନ କରିଛନ୍ତି ।

୭- ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ଓ ତାଙ୍କ ସ୍ତ୍ରୀ ଯିଏ ନିଜ ଘରକୁ ଲାଇଟ ଓ ଦୀପରେ ସଜାଇ ଦୀପାବଳି ପାଳନ କରିଛନ୍ତି । ଦୁହେଁ ନିଜ ଘରକୁ ଲାଇଟରେ ବହୁତ ଭଲ ଭାବେ ସଯାଇଛନ୍ତି ।

୮- ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜିନା ଓ ରୁଦ୍ର ଖୁବ ଧୂମଧାମରେ ଦୀପାବଳି ପାଳନ କରିଛନ୍ତି । ଦୁହେଁ ନିଜ ଘରକୁ ଲାଇଟରେ ସଜାଇ ଦୀପ ଜଳାଇ ଦୀପାବଳି ସେଲିବ୍ରେସନ ଅକରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *