ଶେଷ ସମୟରେ Raju Srivastav ଙ୍କ ସହ କଣ ଘଟିଥିଲା ? ସମସ୍ତଙ୍କୁ ହସଉଥିବା ରାଜୁଙ୍କ ଶେଷ ସମୟ କଥା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିର ଏ ଦୁନିଆରେ ଜୀବନ ପାଣିର ଫୋଟକା ଭଳି ହୋଇସାରିଲାଣି । କେତେବେଳ କଣ ଘଟିବ କେହି ଜାଣନ୍ତି ନାହିଁ । ଆପଣ ମାନେ ତ ଜାଣିଥିବେ ନିଶ୍ଚିନ୍ତ କାମେଡି ଜଗତର ଆମ ଭାରତର ପ୍ରଖ୍ୟାତ କମେଡି ଅଭିନେତା ତଥା କମେଡି ଜଗତର ରାଜା ରାଜୁ ଶ୍ରୀବାସ୍ତବଙ୍କର 58 ବର୍ଷ ବୟସରେ ଅକାଳରେ ବିୟୋଗ ଘଟିଛି । ସବୁବେଳେ ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି ଆଜି ଆମ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଯାଇଛନ୍ତି ଆରପାରିକୁ । ତେବେ କଣ ଘଟିଥିଲା ତାଙ୍କ ସହ ଶେଷ ସମୟରେ କିଭଳି ଘଟିଲା ତାଙ୍କ ମୃତୁ ଆସନ୍ତୁ ଜାଣିବା,

ସୂଚନା ଅନୁଯାଇ ଦେଶକୁ ହସୋଉଥିବା ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗ ହେତୁ ତାଙ୍କ ପରିବାର ବର୍ଗ ଏବଂ ତାଙ୍କ ଅତିପ୍ରିୟ ଫ୍ୟାନ ମାନେ ଦୁଖରେ ଭାଙ୍ଗି ପଡିଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା କି ତାଙ୍କ ଦେହ ଏବେ ଠିକ ହୋଇସାରିଛି । କିନ୍ତୁ କିଛି ଦିନ ପରେ ପୁଣି ହାର୍ଟ ଅଟାକ ଆସିବା ହେତୁ ୧୦ ଅଗଷ୍ଟରେ ତାଙ୍କୁ ଦିଲିର ଏମସ୍ ହସପିଟାଲରେ ଭର୍ତି କରଯାଇଥିଲା ।

ହସପିଟାଲରେ ରହିବା ପରେ ମଧ୍ୟ ତାଙ୍କ ସ୍ଵାସ୍ତ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ୱାର୍କ ଆଉଟ କରୁଥିବା ସମୟରେ କମେଡିଆନ ରାଜୁ ଶ୍ରୀବାସ୍ତବ ହଠାତ ତଳେ ପଡିଗଲେ ଏବଂ ବେହୋସ ହୋଇଯାଇଥିଲେ । ଡାକ୍ତର ମାନେ କହିଲେ କି ତାଙ୍କୁ ହାର୍ଟ ଆଟାକ ଆସିଥିଲା ।

ଏଥିପାଇଁ ତାଙ୍କ ମୁଣ୍ଡ ଉପରେ ପ୍ରେସର ପଡିଥିଲା ଯାହା ଫଳରେ ତାଙ୍କ ବ୍ରେନ ଡ୍ୟାମେଜ ହୋଇଯାଇଥିଲା । ରାଜୁ ଶ୍ରୀ ବାସ୍ତବ ୪୨ ଦିନ ହେବ ମେଡିକାଲରେ ଭର୍ତି ଥିଲେ । ବହୁତଦିନ ଭେଣ୍ଟିଲେଟରରେ ରହିବା ପରେ ଘର ଲୋକ ଏବଂ ଡାକ୍ତର ଅଶା କରୁଥିଲେ ସେ ସୁସ୍ତ ହୋଇ ଘରକୁ ଫେରି ଆସିବେ କିନ୍ତୁ ଏବେ ସେ ଆଉ ଆମ ଗହଣରେ ନାହାନ୍ତି ।

ସେ ଜଣେ ମିଡିଲ କ୍ଲାସ ଘରେ ଜନ୍ମ ଗ୍ରହଣ କରିଥିଲେ କାନପୁରରେ । ତାଙ୍କ ପିତା ରମେଶ ଶ୍ରୀବାସ୍ତବ ସେ ସମୟରେ ଜଣେ ନାମି ଲେଖକ ଥିଲେ । କିନ୍ତୁ ରାଜୁ ସବୁବେବେଳ ଅନ୍ୟ ମାନଙ୍କୁ ହସାଇ ନିଜେ ଖୁସି ହୋଉଥିଲେ । ପିଲାବେଳୁ ହିଁ ସିଏ କମେଡିଆନ ହେବାର ସ୍ଵପ୍ନ ଦେଖୁଥିଲେ ।

ଏହାପରେ ୨୦୦୫ ମସିହାରେ ଏକ ଟିଭି ଶୋ ଆରମ୍ଭ ହେଲା ଦ ଗ୍ରେଟ ଇଣ୍ଡିଆନ ଲାଫଟର ଶୋ ଏବଂ ସେହି ଶୋ ରେ ରାଜୁ ଶ୍ରୀବାସ୍ତବ ଭାଗ ନେଇଥିଲେ । ନିଜ କମେଡି କରିବାର ଅନ୍ଦାଜରେ ରାଜୁ ଶ୍ରିବାସ୍ତବ ନିଜ ନାମକୁ ବହୁତ ଉପରକୁ ନେଇଥିଲେ । ଲୋକମାନେ ତାଙ୍କ ହସେଇବାର ଅନ୍ଦାଜକୁ ବହୁତ ପସନ୍ଦ କରିବାକୁ ଲାଗିଲେ ।

ଏବଂ ଏହିଭଳି ସେ ନିଜ ଜୀବନରେ ଲୋକ ପ୍ରିୟତା ହାସିଲ କରିଚାଲିଲେ । ଏବଂ ଆଜି ସେହି ହସୋଉଥିବା ମନିଷଟି ଆମ ମାନଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *