ନମସ୍କାର ବନ୍ଧୁଗଣ । ଦେଶରେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ଜାରି କରି ପାରନ୍ତି । ଆଡଭାଇଜରି ସାମାଜିକ ଦୂରତା ଓ ଅନ୍ଯାନ୍ଯ ନିୟମ ଭିତରେ ସ୍କୁଲ ଖୋଳିବେ ବୋଲି ଯୋଜନା କରିବେ ବୋଲି ସୂଚନା ରହିଛି । କୋଭିଡ଼ ଯୋଗୁ ସାରା ଦେଶରେ ସ୍କୁଲ ଶିକ୍ଷା ଗଭୀର ଭାବେ ପ୍ରଭାବିତ ହୋଇଛି । ସ୍କୁଲ ଗୁଡିକ ଖୋଲିବା ନେଇ ଅଭିଭାବକ ମାନେ ମଧ୍ୟ ବିଭିନ୍ନ ରାଜ୍ୟରେ ଦାବି କରି ଆସୁଛନ୍ତି ।
ଏ ସବୁକୁ ଦ୍ରୁଷ୍ଟିରେ ରଖି କୋଭିଡ଼ ଗାଇଡ ଲାଇନ ମଧ୍ୟରେ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡ ଲାଇନ ଜାରି କରିବାର ସମ୍ଭାବନା ରହିଛି । ବର୍ତ୍ତମାନ କିଛି ରାଜ୍ୟରେ ଦଶମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଲାଗି ଓ କେତେକେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରି ସାରିଛନ୍ତି ।
ଏହି ନିସ୍ପତି ଫଳରେ ଅତି କମରେ ଗୋଟିଏ କୋଭିଡ଼ ଟୀକା ନେଇଥିବା ୧୫ରୁ ୧୮ ବର୍ଷ ବୟସର ଛାତ୍ର ଛାତ୍ରୀ ମାନେ ଓଫ ଲାଇନ କ୍ଳାସରେ ଯୋଗ ଦେବେ । ସମସ୍ତ କର୍ମଚାରୀ ଓ ୧୮ରୁ ବର୍ଷରୁ ଅଧିକ ଛାତ୍ର ଛାତ୍ରୀ ଉଭୟ କୋଭିଡ଼ର ଡୋଜ ନେଇଥିବା ଜରୁରୀ ବୋଲି କୁହା ଯାଇଛି ।
କୋଭିଡ଼ରେ ମାହାଷ୍ଟ୍ରାଆରେ ସ୍କୁଲ ଖୋଲାଯାଇ ଅଧିକ କ୍ଷତି ହୋଇଥିବା ବେଳେ ହରିୟାନା, ଚଣ୍ଡିଗଡରେ ଦଶମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ଲାଗି ଘୋଷଣା କରା ଯାଇଛି । ଦିଲ୍ଲୀରେ ଲେଫ୍ଟ ଗଭର୍ଣ୍ଣର ହରିୟାନା ସରକାରଙ୍କ ପରି ପଦକ୍ଷେପ ନେଇଛନ୍ତି । ଗତ କାଲି କେନ୍ଦ୍ର ସରକାର ସ୍କୁଲ ଓ କଲେଜ ଖୋଲିବା ନେଇ ଯୋଜନା ଆରମ୍ଭ କରିଛନ୍ତି ।
ଯାହା ଆଶା କରା ଯାଉଛି ବହୁତ ଜଲ୍ଦି ସ୍କୁଲ କଲେଜ ଖୋଲିପାରେ । ସାରା ଦେଶରେ ୭୪ ପ୍ରତିଶତ ଟୀକାକରଣ ହୋଇ ସାରିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । ଏକ୍ସପର୍ଟ ମାନଙ୍କ ମତାମତ ନିଆ ଅଯାଇଛି ଯେ କେଉଁ ଭଳି ଭାବେ ସ୍କୁଲ ଖୋଲିବ ବହୁତ ଜଲ୍ଦି ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଆଶା କରା ଯାଉଛି ।
କେଉଁ ଶ୍ରେଣୀ ଗୁଡିକୁ ଅନ ଲାଇନ ମାଧ୍ୟମରେ କରାଯିବ ଓ କେଉଁ ଶ୍ରେଣୀ ଗୁଡିକ ପ୍ରତୀକ୍ଷା ଭାବେ ପଢାଯିବ ସେହି ବିଷୟରେ ଆଜି ଗାଇଡ ଲାଇନ ଆସିବ ବୋଲି ସୂଚନା ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।