ବନ୍ଧୁଗଣ ଦାରିଦ୍ରତା କାରଣରୁ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ତେବେ ତାର ମୁଖ୍ୟ କାରଣ ବିଷୟରେ ଆସନ୍ତୁ ଜାଣିବା । ୧- ପାଣି ମାଠିଆରେ କେବେ ବି ମୁହଁ ଲଗାଇ କରି ପାଣି ପିଇବା ଅଶୁଭ ହେବା ସହ ଅର୍ଥ ସମସ୍ଯା ଦେଖା ଦେଇଥାଏ । ଅନ୍ଧାର ଥିବା ସ୍ଥାନରେ ଖାଦ୍ଯ ଖାଇବା ଅଶୁଭ ହେବା ସହ ଆର୍ଥିକ ସମସ୍ଯା ଦେଖା ଦେଇଥାଏ ।
୨- ଘରେ ବୁଢିଆଣୀ ଜାଲ ହେଲେ ତୁରନ୍ତ ସଫା କରିବା ଉଚିତ । ଏହା ଅଶୁଭ ହେବା ସହ ଗରିବୀର କାରଣ ହୋଇଥାଏ । ଘରେ ଜୋତା ଚପଲ ଓଲଟା ପକାଇବା ଅଶୁଭ ହେବା ସହ ଅର୍ଥ ଅଭାବ ଦେଖାଦିଏ ।
୩- ଖାଦ୍ୟ ଖାଇବା ପୂର୍ବରୁ ଠାକୁରଙ୍କୁ ସମର୍ପଣ ନ କରି ଭୋଜନ ଖାଇବା ଅଶୁଭ ହେବା ସହ ଦାରିଦ୍ରତାର କାରଣ ହୋଇଥାଏ । ଠାକୁର ପୂଜା କରିବା ପରେ ବା ଅନ୍ୟ ସମୟରେ ମୁହଁରେ ଫୁଙ୍କି ଦୀପ ଲିଭାଇବା ଅନୁଚିତ ।
୪- ସାଧୁଙ୍କ ଠାରୁ କୌଣସି ଜିନିଷ କିଣିବା ଅନୁଚିତ ହେବା ସହ ଧନର ଅଭାବ ଦେଖାଦିଏ । ଘରେ ରୋଷେଇ କରିବା ସମୟରେ ପିଆଜ ରସୁଣର ଚୋପା ପୋଡିଲେ ଅର୍ଥ ଅଭାବ ସୃଷ୍ଟି କରିଥାଏ ।
୫- ଘରର ମୁଖ୍ୟଦ୍ବାରର କବାଟ ପାଖରେ ବସିବା ଅନୁଚିତ ହେବା ସହ ଧନ ହାନି ହୋଇଥାଏ । ଭଲ ଭାବେ ସ୍ଵଚ୍ଛ ନ ହୋଇ ଧର୍ମ ଗ୍ରନ୍ଥ ପଢିବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖାଦିଏ ।
୬- ରାତିରେ ଯଦି କୌଣସି ଲୋକ ଆବଶ୍ୟକ ଜିନିଷ ମାଗେ ମନା କରିବା ଦ୍ଵାରା ଧନ ସମସ୍ଯା ଦେଖାଦିଏ । ପିଇବା ପାଣି କେବେ ଖୋଲା ରଖିବା ଉଚିତ ନୁହେଁ ।
୭- କୌଣସି ଲୋକଙ୍କର କ୍ରିୟା କର୍ମ ସମୟରେ ମଶାଣିରେ ହସିବା ଅନୁଚିତ । ଏହା ଅମଙ୍ଗଳକାରୀ ହେବ ସହ ଅର୍ଥ ଅଭାବ ଦେଖାଦିଏ । ଶୋଇବା ସମୟରେ କେବେବି ଓଲଟା ଶୋଇବା ଅଶୁଭ ହେବା ସହ ଅର୍ଥ ଅଭାବ ଦେଖାଦିଏ ।
୮- କୌଣସି ଗଛ ମୂଳରେ ପରିସ୍ରା କରିବା ଅନୁଚିତ । ଏହା ଅର୍ଥ ଅଭାବର ସମସ୍ଯା ସୃଷ୍ଟି କରିଥାଏ । ସକାଳେ ସୂର୍ଯ୍ୟ ଉଦୟ ହେବା ଯାଏଁ ଶୋଇବା ଗରିବୀର କାରଣ ହୋଇଥାଏ ।
୯- କେବେବି ଚିରା ବା ଫାଟି ଯାଇଥିବା କପଡା ପିନ୍ଧିବା ଅନୁଚିତ । ଏହାଦ୍ବାରା ଦାରିଦ୍ରତା ଦେଖାଦିଏ । ମହିଳା ମାନେ ଠିଆ ହୋଇ କେଶ ବାନ୍ଧିବା ଅସୁବ ହେବା ସହ ପଇସା ଅଭାବ ଦେଖାଦିଏ ।
୧୦- ପୋଷାକ ପିନ୍ଧିବା ସମୟରେ ଠିଆ ହୋଇ ପ୍ଯାଣ୍ଟ ପିନ୍ଧିବା ଅଶୁଭ ହୋଇଥାଏ । ଦାନ୍ତରେ ନଖ ଛିଣ୍ଡାଇବା ଦ୍ଵାରା ସ୍ୱାସ୍ଥ୍ୟ ଓ ଅର୍ଥ ସମସ୍ୟା ଦେଖାଦିଏ ।
୧୧- ଖାଇବା ସମୟରେ ରୁଟି ଦାନ୍ତରେ ଛିଣ୍ଡାଇ ଖାଇବା ଅନୁଚିତ । ନଚେତ ଧନର ଅଭାବ ଦେଖାଦିଏ । ନିଜର ରୋଜଗାର ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ଅର୍ଥ ଭାବର କାରଣ ହୋଇଥାଏ ।
୧୨- ସକାଳୁ ଉଠିବା ପରେ ଘଣ୍ଟି ବା ଶଙ୍ଖ ଶବ୍ଦ ଶୁଣାଗଲେ ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।