କେଉଁ ବାରରେ ଜନ୍ମିତ ପିଲା ହୋଇଥାଏ ଦୁନିଆର ସବୁଠାରୁ ସୌଭାଗ୍ୟଶାଳୀ ପିଲା, Astrology

ବନ୍ଧୁଗଣ ପିଲାଟି ଏ ଯେତେବେଳେ ଜନ୍ମ ହୋଇଥାଏ । ସେତେବେଳର ଗ୍ରହ, ନକ୍ଷତ୍ର ଆଦିର ପ୍ରଭାବ ସେହି ପିଲା ଉପରେ ପଡିଥାଏ । ତେଣୁ କରି ପିଲା ଯେଉଁ ବାରରେ ଜନ୍ମ ହୋଇଥାଏ । ତାହାର ପ୍ରଭାବ ମଧ୍ୟ ଉକ୍ତ ବାରରେ ଜନ୍ମ ହୋଇଥିବା ପିଲାଙ୍କ ଉପରେ ପଡିଥାଏ । ତେବେ ବନ୍ଧୁଗଣ କେଉଁ ବାରରେ ଜନ୍ମିତ ପିଲା ଭାଗ୍ଯଶାଳୀ ହୋଇଥାଏ ସେ ସମ୍ପର୍କରେ ସାମୁଦ୍ରିକ ଶାସ୍ତ୍ରରୁ ଆଜି ଜାଣିବାକୁ ପାଇବା ।

ସୋମବାର;- ଯେଉଁ ପିଲା ସୋମବାରରେ ଜନ୍ମ ହୋଇଥାଏ । ସେମାନେ ସ୍ଵଭାବରେ ବହୁ ଉଚ୍ଚକୋଟିର ସ୍ଵଭାବ ଅର୍ଥାତ ବହୁତ ଭଲ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ଜୀବନରେ କିନ୍ତୁ ବହୁତ ସଂଘର୍ଷ ରହିଥାଏ । ଏମାନେ ନିଜର ଟଙ୍କାକୁ ଅଯଥା ଖର୍ଚ କରିବାକୁ ଜମାରୁ ମଧ୍ୟ ଭଲ ପାଇନଥାନ୍ତି ।

ମଙ୍ଗଳବାର;- ଏହି ବାରରେ ଜନ୍ମ ହୋଇଥିବା ପିଲା ବହୁତ ରାଗୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ଠାରେ କାର୍ଯ୍ୟଦକ୍ଷତା ବହୁ ଅଧିକ ରହିଥାଏ । ଏହି ବାରରେ ଜନ୍ମିତ ଝିଅ ମାନେ ପୁଅ ମାନଙ୍କ ଭଳି କାର୍ଯ୍ୟ କରିବାର ଶକ୍ତି ସେମାନଙ୍କ ଠାରେ ନିହିତ ରହିଥାଏ ।

ବୁଧବାର;- ବୁଧବାରରେ ଜନ୍ମିତ ପିଲା କଥା କହିବାରେ ମାହୀର ହୋଇଥାନ୍ତି । ଏମାନେ ନିଜ କଥା ଦ୍ଵାରା ବହୁ ସହଜରେ ଅନ୍ୟ ମାନଙ୍କୁ ମୋହିତ କରିଦେଇଥାନ୍ତି । ଏହି ବାରରେ ଜନ୍ମିତ ଲୋକ ହନୁମାନ ଚାଳିଶା ପାଠ ଦ୍ଵାରା ବ୍ୟବସାୟରେ ଭଲ ଉନ୍ନତି କରିଥାନ୍ତି ।

ଗୁରୁବାର;- ଏହି ବାରରେ ଜନ୍ମିତ ପିଲା ଜିଦଖୋର ଅଟନ୍ତି । ଏମାନଙ୍କ ସ୍ଵାସ୍ଥ ଅବସ୍ଥା ବହୁ ସମୟରେ ଖରାପ ରହିଥାଏ । ଏମାନେ ଏହି ସବୁ କାରଣରୁ ଅଯଥା ଖର୍ଚ କରିଥାନ୍ତି ।

ଶୁକ୍ରବାର;- ଏହି ବାରରେ ଜନ୍ମିତ ପିଲା ସୁନ୍ଦର ସ୍ଵଭାବ ବିଶିଷ୍ଟ ହୋଇଥାନ୍ତି । ଏମାନେ ବହୁତ ଚଞ୍ଚଳା ପ୍ରକୃତିର ମଧ୍ୟ ହୋଇଥାନ୍ତି । ଏଥିସହ ଏମାନେ ଅଧିକ ସମୟ ନିଜର ଭୋଗ ବିଳାସରେ ବିତେଇବାକୁ ପସନ୍ଦ କରିଥାନ୍ତି ।

ଶନିବାର;- ଏହି ବାରରେ ଜନ୍ମିତ ପିଲା ମାନେ ପ୍ରଭୁ ଶନିଦେବଙ୍କ କୃପାରୁ ବହୁତ ସଫଳତା ଜୀବନରେ ପାଇପାରିଥାନ୍ତି । ହେଲେ ସେମାନଙ୍କର ବହୁ ଗୁଡିଏ କାର୍ଯ୍ୟ ମଧ୍ୟ ଅଧୁରା ରହିଯାଇଥିବାରୁ ବହୁ ସମୟରେ ସେଥିପାଇଁ ସେମାନେ ଅସନ୍ତୁଷ୍ଠ ରହିଥାନ୍ତି ।

ରବିବାର;- ଏମାନେ ବହୁତ ଭଲ ମିଞ୍ଜାସର ହୋଇଥାନ୍ତି । ହେଲେ ଏହି ବାରରେ ଜନ୍ମିତ ଲୋକଙ୍କୁ ଏତେ ସହଜରେ କେହି ମଧ୍ୟ ବୁଝି ପାରିନଥାନ୍ତି । ଭଲ କାର୍ଯ୍ୟ କରି ସୁଦ୍ଧା ଏମାନଙ୍କୁ ଅନେକ ସମୟରେ ନିନ୍ଦା ସହିବାକୁ ପଡିଥାଏ । ଏମାନଙ୍କ ପାଖରେ ଜିରୋ ରୁ ହିରି ବନିଯିବାର ଦକ୍ଷତା ରହିଥାଏ । ଏମାନଙ୍କ ପାଖରେ ବହୁ ଅର୍ଥ ରହିଥିଲେ ମଧ୍ୟ ଏଭଳି କିଛି ପରିସ୍ଥିତି ଆସିଥାଏ। ଯେଉଁଥିରେ ବହୁତ କିଛି ଖର୍ଚାନ୍ତ ହୋଇଯାଇଥାନ୍ତି ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *