କେଉଁ ବୟସ ରେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବ ନିଶ୍ଚୟ ଜାଣନ୍ତୁ- Love Quiz

ହେଲୋ ସାଙ୍ଗ ମାନେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ମଜାଦାର କୁଇଜ ଗେମ । ତାହା ପୁଣି ଆପଣଙ୍କ ଲଭ ଲାଇଫ କୁ ନେଇ । ଏଠାରେ ଆପଣଙ୍କୁ 5ଟି ପ୍ରଶ୍ନ ଦିଆ ଯାଇଛି । ଯାହାର ଉତ୍ତର ଆପଣଙ୍କୁ ମାତ୍ର 5 ସେକେଣ୍ଡ ରେ ଦେବାକୁ ହେବ । ପ୍ରତେକ ଜବାବ ରେ ଆପଣଙ୍କୁ 1ରୁ 4ଟି ପଏଣ୍ଟ ଦିଆଯିବ । ଯାହାକୁ ଆପଣଙ୍କୁ ନୋଟ କରି ରଖିବାକୁ ହେବ । ଆପଣଙ୍କୁ ଏହି ସବୁ ଉତ୍ତର କୁ ଅଙ୍କ ରେ କାଉଣ୍ଟ କରିବାକୁ ହେବ ଓ ଯୋଡିବାକୁ ହେବ । ଏହା ପରେ ଆମେ କହିବୁ ଆପଣଙ୍କୁ କେବେ ମିଳିବ ଆପଣଙ୍କର ସଚ୍ଚା ପ୍ରେମ । ଏବେ ଆସନ୍ତୁ ଆରମ୍ଭ କରିବା ।

1- ଆପଣଙ୍କର ବୟସ କେତେ ?

18 ବର୍ଷ ରୁ କମ- 3 ।

19 ରୁ 29 ବର୍ଷ- 4 ।

30 ରୁ 40 ବର୍ଷ- 2 ।

40 ବର୍ଷ ରୁ ଅଧିକ- 1 ।

2- କଣ ଆପଣ ବର୍ତ୍ତମାନ କାହାକୁ ପସନ୍ଦ କରୁଛନ୍ତି ?

ହଁ- 4 ।

ନାଁ- 1 ।

ହଁ ଅଳ୍ପ କ୍ରଶ ଅଛି- 2 ।

3- ଆପଣଙ୍କ ଲଭର ଙ୍କ ସହ ଆପଣଙ୍କ ଡ୍ରିମ ତାରିଖ କେତେ ?

ରୋମାଣ୍ଟିକ ଡେଟ କୁ ଯିବା- 4 ।

ମହମବତୀ ର ଆଲୁଅ ରେ ଘରେ ତିଆରି ଖାଦ୍ଯ ଖାଇବା- 2 .

ସାଥି ହୋଇ ଫିଲ୍ମ ଦେଖିବା- 3 ।

ଜାଣି ନାହିଁ- 1 ।

4- ଆପଣଙ୍କୁ କେବେ ଆପଣଙ୍କର ସଚ୍ଚା ପ୍ରେମ ମିଳିବ ବୋଲି ଲାଗୁଛି ?

ବୋଧ ହୁଏ କେବେ ନୁହେଁ- 2 ।

ଆଶା ଅଛି କି ଜଲ୍ଦି- 3 ।

ମୋତେ ଲାଗୁଛି କି ମୁଁ ପ୍ରଥମ ରୁ ହିଁ ପ୍ରେମରେ ଅଛି- 4 ।

ଜାଣି ନାହିଁ- 1 ।

5- ଆପଣଙ୍କ ପାଇଁ ସବୁଠାରୁ ଜରୁରୀ କଣ ?

କ୍ଯାରିୟର- 1 ।

ପରିବାର- 3 ।

ପ୍ରେମ- 2 ।

ଆପଣଙ୍କ ଖୁସି- 4 ।

ଏବେ ଆସନ୍ତୁ ଜାଣି ନେବା ଉତ୍ତର । ଯେଉଁ ମାନଙ୍କର ଉତ୍ତର 5ରୁ 15 ପଏଣ୍ଟ ରେ ଆସିଛି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ 5 ବର୍ଷ ପରେ କିମ୍ବା ତା ପୂର୍ବରୁ ମିଳିବ । ଯଦି ଆପଣଙ୍କର 15 ରୁ 25 ପଏଣ୍ଟ ଆସିଛି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ 3 ବର୍ଷ ବା ତା ପୂର୍ବରୁ ମିଳିପାରେ ।

ଯଦି ଆପଣଙ୍କର 25 ରୁ 30 ପଏଣ୍ଟ ଆସିଛି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ 1 ବର୍ଷ ବା ତା ପୂର୍ବରୁ ମିଳିପାରେ । ତେବେ ଆପଣଙ୍କୁ ନିଶ୍ଚୟ ଆପଣଙ୍କର ଉତ୍ତର ମିଳି ସାରିଥିବ ଆପଣଙ୍କ ପଏଣ୍ଟ ଅନୁଯାୟୀ । ଏବେ ଆପଣ ଜାଣିଲେ ତ ଆପଣଙ୍କୁ କେବେ ମିଳିବ ଆପଣଙ୍କର ସଚ୍ଚା ପ୍ରେମ । ଆପଣଙ୍କର ଉତ୍ତର କଣ ହେଲା ଆମକୁ ନିଶ୍ଚୟ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *