GK Questions – କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜ ଝିଅ ସହ ବିବାହ କରିଥିଲେ ? 99% ଲୋକ ଜାଣି ନାହାନ୍ତି ଉତ୍ତର, କଣ ଆପଣ ଜାଣିଛନ୍ତି?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଭାରତର କେଉଁ ସହର ପାଣିରେ ବୁଡି ରହିଛି ?

ଉତ୍ତର- ଦ୍ଵାରକା

୨- ମୁକେଶ ଅମ୍ବାନୀଙ୍କ ଜନ୍ମ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଜମନ ଦେଶ

୩- ଭାରତରେ ହୱାଇ ଜାହାଜର ନିର୍ମାଣ କେଉଁଠାରେ ହୋଇଥାଏ ?

ଉତ୍ତର- କାନପୁର ଓ ବ୍ଯାଂଲୋର

୪- କେଉଁ ଦେଶକୁ ମିନି ପଞ୍ଜାବ କୁହାଯାଏ ?

ଉତ୍ତର- କାନାଡା

୫- କେଉଁ ଜୀବ ପାଣିରେ ରୁହେ କିନ୍ତୁ ପାଣି ପିଏ ନାହି ?

ଉତ୍ତର- ମେଢକ

୬- ଦୁନିଆର ସବୁଠାରୁ ଛୋଟ ମହିଳା କେଉଁ ଦେଶରେ ଅଛନ୍ତି ?

ଉତ୍ତର- ଭାରତ

୮- ନୋଟ ବନ୍ଦୀ କରିଥିବା ପ୍ରଥମ ଦେଶର ନାମ କଣ ?

ଉତ୍ତର- ଘନା

୯- ବିଶ୍ଵର କେଉଁ ପଶୁର ମୁଣ୍ଡ ସବୁଠାରୁ ବଡ ହୋଇଥାଏ ?

ଉତ୍ତର- ସ୍ପର୍ମ ୱ୍ହିଲ

୧୦- ଭାରତର କେଉଁ ସହରରେ ଅଧିକ ବେତନ ଦିଆ ଯାଇଥାଏ ?

ଉତ୍ତର- ବ୍ଯାଂଲୋର

୧୧- କେଉଁ ଦେଶରେ ଲୋକେ ସବୁଠାରୁ କମ ବୁଲିବାକୁ ଯାଆନ୍ତି ?

ଉତ୍ତର- ପାକିସ୍ତାନ

୧୨- ପ୍ରତେକ ବ୍ୟକ୍ତି ନିଜ ଜୀବନରେ କେତେ ବର୍ଷ ଶୋଇବାରେ ବିତାଇଥାଏ ?

ଉତ୍ତର- ୨୫ ବର୍ଷ

୧୩- ମଧୁମକ୍ଷୀ ଥରକରେ କେତେ ଥର ଫୁଲର ରସ ସେବନ କରିପାରେ ?

ଉତ୍ତର- ୨୦ଲକ୍ଷ

୧୪- ସବୁଠାରୁ ଅଧିକ ଦିଆସିଲିର ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଭାରତ

୧୫- ନରେନ୍ଦ୍ର ମୋଦୀଙ୍କ ଗାଁ ର ନାମ କଣ ?

ଉତ୍ତର- ବଡଗାଁ

୧୬- ଫ୍ରିଜରେ କେଉଁ ଗ୍ଯାସ ରହିଥାଏ ?

ଉତ୍ତର- ଆମୋନିୟା

୧୭- ନେତ୍ରଦାନ ରେ ଆଖିର କେଉଁ ଭାଗ ବ୍ୟବହାର କରା ଯାଇଥାଏ ?

ଉତ୍ତର- କୋର୍ନ୍ନିୟା

୧୮- ଭାରତରେ କେଉଁ ରାଜ୍ୟରେ ଲୋକେ ସାପର ତେଲର ସବଜି ତିଆରି କରିଥାନ୍ତି ?

ଉତ୍ତର- ସିକ୍କିମ

୧୯- ଷ୍ଟ୍ରବେରି ତୁଳନାରେ ଅଧିକ ଚିନୀ ଭାଗ କେଉଁ ଫଳରେ ରହିଥାଏ ?

ଉତ୍ତର- ଲେମ୍ବୁ

୨୦- ହାତୀ କେଉଁ ରଙ୍ଗ ଦେଖିଲେ ପାଗଳ ହୋଇଯାଏ ?

ଉତ୍ତର- ହଳଦିଆ ରଙ୍ଗ

୨୧- ଭାରତରେ ମହିଳା ମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ରାଜ୍ୟର ନାମ କଣ ?

ଉତ୍ତର- ଗୋଆ

୨୨- ଭାରତର ଗ୍ରାଣ୍ଡ ଓଲ୍ଡ ମ୍ୟାନ କାହାକୁ କୁହାଯାଏ ?

ଉତ୍ତର- ଦାଦା ଭାଇ ନାରୋଜି

୨୩- ମସାକୁ ସବୁଠାରୁ ଅଧିକ କେଉଁ ରଙ୍ଗ ପସନ୍ଦ ହୋଇଥାଏ ?

ଉତ୍ତର- ନୀଳ

୨୪- ଭାରତର କେଉଁ ରାଜ୍ୟରେ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁ

୨୫- ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀଙ୍କ ନାମ କଣ ?

ଉତ୍ତର- କସ୍ତୁରବା ଗାନ୍ଧୀ

୨୬- କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜ ଝିଅ ସହ ବିବାହ କରିଥିଲେ ?

ଉତ୍ତର- ଡୋମିନିକା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *