ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ବହୁତ କମରେ ଆସିବ ।
ଏହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ଯାହା ଦ୍ଵାରା ସେମାନଙ୍କର ସାଧାରଣ ଜ୍ଞାନ ରେ ବିକାଶ ହେବ । ତେବେ ଏହି ସବୁ ପ୍ରଶ୍ନ ଓ ଉତ୍ତର ଅନେକ ସମୟରେ ଆମେ ଜାଣି ନ ମଧ୍ୟ ଉତ୍ତର ଦେଇପାରି ନ ଥାଉ । ଯାହା ଫଳରେ ଆମ ମନରେ ଅନେକ ପ୍ରଶ୍ନ ଉଠିଥାଏ । ତେବେ ଆଜିର ଆମର ବିଷୟ ବସ୍ତୁ ରହିଛି ଏକ ଫୁଲ କୁ ନେଇ ଯାହା ବିଷୟରେ ଖୁବ ଲୋକ ଜାଣିଥିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ବିଷୟ ।
୧- ତାହା କଣ ଯାହା ଏକ ଫୁଲ ହେଲେ ମଧ୍ୟ ଆମେ ତାକୁ ପରିବା ପରି ଖାଇଥାଉ ?
ଉତ୍ତର- ଫୁଲକୋବି ।
୨- ଖପୁରି ଉପରେ ମୁଣ୍ଡ ସୁରକ୍ଷିତ ରଖେ, ମୁଣ୍ଡ ଉପରେ କଣ ଯାହା ମୁଣ୍ଡକୁ ସୁରକ୍ଷିତ ରଖେ ?
ଉତ୍ତର- ହେଲମେଟ ।
୩- ସମୁଦ୍ର ମଝିରେ କିଏ ରହିଛି ?
ଉତ୍ତର- ମୁଁ ।
୪- କେଉଁ ଧୂପ ବାସେ ନାହି ?
ଉତ୍ତର- ମଧୁପ ।
୫- କେଉଁ ପକ୍ଷୀ ରାତିରେ ଭଲ ଦେଖିପାରେ ?
ଉତ୍ତର- ପେଚା ।
୬- ଲାଲ ପତାକା କାହାର ପ୍ରତୀକ ଅଟେ ?
ଉତ୍ତର- ବିପଦ ଓ ଯୁଦ୍ଧ ।
୭- ବହୁଥିବା ପାଣି କେଉଁ ଜୀବ ପିଏ ନାହି ?
ଉତ୍ତର- ମେଣ୍ଢା ।
୮- କେଉଁ ପକ୍ଷୀ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ?
ଉତ୍ତର- ପ୍ଲାଟିପସ ।
୯- କେଉଁ ଜୀବ ନିଜ ଜିଭରେ ନିଜ କାନ ସଫା କରିଥାଏ ?
ଉତ୍ତର- ଜିରାଫ ।
୧୦- ଗୋଲାପ କେଉଁ ଦେଶର ଜାତୀୟ ଫୁଲ ଅଟେ ?
ଉତ୍ତର- ୟୁନାଇଟେଡ କିଙ୍ଗଡମ ।
୧୧- କଇଁ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ ?
ଉତ୍ତର- ପ୍ରାନ୍ସ ।
୧୨- ତାହା କଣ ଅଟେ ଯାହାକୁ ଆପଣ କାଟିଥାନ୍ତି ମାତ୍ର କେବେ ତାହାକୁ ଖଣ୍ଡ ଖଣ୍ଡ କରି ନ ଥାନ୍ତି ?
ଉତ୍ତର- ସମୟ ।
୧୩- କେଉଁ ଫଳ ର ଚୋପା ନାହି କି ମଞ୍ଜି ନାହି ?
ଉତ୍ତର- Mulberry (ସହତୁତ କୋଳି) ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।