ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।
୧- ସୂର୍ଯ୍ୟ ନମସ୍କାର ପ୍ରକ୍ରିୟା ରେ କେତେ ଗୋଟି ଆସନ ଅଛି ?
ଉତ୍ତର- ୧୨ଟି
୨- ଘୁମର ଲୋକନୃତ୍ୟୁ କେଉଁ ରାଜ୍ୟ ସହ ସମ୍ଭଧିତ ଅଟେ ?
ଉତ୍ତର- ରାଜସ୍ଥାନ
୩- କେଉଁ ମହାସାଗର ୟୁରୋପ ମହାଦେଶକୁ ଆମେରିକା ଠାରୁ ବିଛିନ କରୁଅଛି ?
ଉତ୍ତର- ଆଟଲାଣ୍ଟିକ ମହାସାଗର
୪- ଆକାରରେ ଭାରତର ସବୁଠାରୁ ବଡ କେନ୍ଦ୍ର ଶାସିତ ଅଞ୍ଚଳ କେଉଁ ଠାରେ ଅଛି ?
ଉତ୍ତର- ଲଦାଖ
୫- ଭାରତରେ କିଏ ସବୁଜ କରନ୍ତି ର ଜନକ ବା ଫାଦର ଅଫ ଇଣ୍ଡିଆନ ଗ୍ରୀନ ରେଭୁଲେସନ ନାମରେ ପରିଚିତ ଅଟନ୍ତି ?
ଉତ୍ତର- ଏମ ଏସ ସ୍ଵାମୀନାଥନ
୬- ଭୌତିକ ବିଜ୍ଞାନ ରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ ଥିଲେ ?
ଉତ୍ତର- ସି ଭି ରମଣ
୭- କେଉଁ କ୍ରିକେଟର ଭାରତ ପାଇଁ ସର୍ବ ପ୍ରଥମେ ଟେଷ୍ଟ କ୍ରିକେଟ ରେ ଶତକ ହାସଲ କରିଥିଲେ ?
ଉତ୍ତର- ଲାଲା ଅମରନାଥ
୮- ଭାରତର କିଏ ପ୍ରଥମ ଫୁଟବଲ କ୍ଯାପଟେନ ଥିଲେ ?
ଉତ୍ତର- ତାଲିମେରନ ଏଓ
୯- ବାବର ଯେତେବେଳେ ଭାରତ ଆକ୍ରମଣ କରିଥିଲେ ସେହି ସମୟରେ ଦିଲ୍ଲୀ ର ଶାସକ କିଏ ଥିଲେ ?
ଉତ୍ତର- ଇବ୍ରାହିମ ଲୋଦୀ
୧୦- ଅଲମ୍ପିକ ସିମ୍ବଲ ରେ ଥିବା ୫ଟି ରିଙ୍ଗର ରଙ୍ଗ ବାମରୁ ଡାହାଣକୁ ନୀଳ, ହଳଦିଆ, କଳା, ସବୁଜ । ତେବେ ଶେଷ ରଙ୍ଗ ଟି କଣ ଅଟେ ?
ଉତ୍ତର- ନାଲି
୧୧- ଭଗବାନ ଶିବଙ୍କର ଅନ୍ୟ ଏକ ନାମ ଯାହାର ଅର୍ଥ ସହଜରେ ପ୍ରସନ୍ନ ହେବା ବାଲା ଅଟେ ?
ଉତ୍ତର- ଆଶୁତୋଷ
୧୨- ରାମାୟଣ ର ଲେଖକ ବାଲ୍ମୀକି ଙ୍କ ପ୍ରକୃତ ନାମ କଣ ଥିଲା ?
ଉତ୍ତର- ରତ୍ନାକର
୧୩- ୧୯୧୧ ମସିହାରେ କିଙ୍ଗ ଜର୍ଜ ପଞ୍ଚମ ଓ କ୍ଵିନ ମାରିଙ୍କ ଭାରତ ଭ୍ରମଣକୁ ମନେ ରଖିବା ପାଇଁ ବମ୍ବେ ଠାରେ କେଉଁ ସ୍ମୃତି ଚିହ୍ନ ନିର୍ମାଣ କରା ଯାଇଥିଲା ?
ଉତ୍ତର- ଗେଟ ଵେ ଅଫ ଇଣ୍ଡିଆ
୧୪- ଭାରତୀୟ ମୁଦ୍ରା ଗୁଡିକ ଦିଲ୍ଲୀ, ମୁମ୍ବାଇ, କଲିକତା ଓ ହାଇଦ୍ରାବାଦ ରେ ତିଆରି ହୋଇଥାଏ । ଦିଲ୍ଲୀ ରେ ତିଆରି ହେଉଥିବା ମୁଦ୍ରା ରେ ମସିହା ତଳେ କେଉଁ ଚିହ୍ନ ଥାଏ ?
ଉତ୍ତର- ଡଟ ଚିହ୍ନ
୧୫- ୧୮୬୩ ମସିହାରେ ପୃଥିବୀର ସର୍ବ ପ୍ରଥମ ଭୂଗର୍ଭସ୍ଥ ରେଳ ଲାଇନ କେଉଁ ସହରରେ ଆରମ୍ଭ ହୋଇଥିଲା ?
ଉତ୍ତ- ଲଣ୍ଡନ
୧୬- କେଉ ଫସଲ କରିବା ପାଇଁ ମଞ୍ଜି ବୁଣାଯାଏ ନାହି ?
ଉତ୍ତର- ଆଖୁ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।