ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା କି ଆପଣଙ୍କ ସାଧାରଣ ଜ୍ଞାନ କୁ ବୃଦ୍ଧି କରିବାରେ ସାହାଜ୍ଯ କରିବ । ଯେମିତିକି ଆଇଏସ ଇଣ୍ଟରବିୟୁରେ କେତେ ଥର ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କେଉଁ ଭଳି ପ୍ରଶ୍ନ । କିଛି ପ୍ରଶ୍ନର ଉତ୍ତର ଆମେ ଦେଇପାରି ଥାଉ ଆଉ କିଛି ଦେଇପାରୁ ନାହୁଁ । କାରଣ ପ୍ରଶ୍ନ ଏତେ ସହଜ ହୋଇ ମଧ୍ୟ ଆମେ ଦେଇପାରୁ ନାହୁ ।
ଆଉ କିଛି ପ୍ରଶ୍ନ ଏତେ ଜଟିଳ ହୋଇଥାଏ ଯାହାର ଉତ୍ତର ଆମ କଳ୍ପନା ବାହାରେ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ଯାହା ଦ୍ଵାରା ଆପଣ ମାନେ ବହୁତ କିଛି ଶିକ୍ଷଣୀୟ କଥା ଶିଖିବାକୁ ପାଇବେ । ତେବେ ଆସନ୍ତୁ ଆରମ୍ବ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- କେଉଁ ବ୍ଯକ୍ତିର ହୃଦୟ ଗୋଟେ ମିନିଟରେ ୧୫୬ ଥର ଥରି ହୋଇ ସାରିଛି ?
ଉତ୍ତର- ନୀଳ ଆର୍ମଷ୍ଟ୍ରାଙ୍ଗ
୨- ଭାରତର ପ୍ରଥମ ମହିଳା IAS ଫିସର କିଏ ଥିଲେ ?
ଉତ୍ତର- ଅନ୍ନା ରାମଜନ ମଳହୋତରା
୩- ଏମିତି କେଉଁ ଫୁଲ ଅଛି ଯାହାର ଓଜନ ୧୦ କିଲୋ ଗ୍ରାମ ହୋଇଥାଏ ?
ଉତ୍ତର- ରେଫ୍ଲେସିୟା
୪- ବାନସ୍ପତି ରାଷ୍ଟ୍ରୀୟ ଉଦ୍ୟାନ କେଉଁଠାରେ ଅଛି ?
ଉତ୍ତର- କୋଲକାତା
୫- ମାଛିକୁ କେଉଁ ରଙ୍ଗ ଅଧିକ ଭଲ ଲାଗେ ?
ଉତ୍ତର- ନାଲି, ନୀଳ, ଯାମୁନ
୬- ଏମିତି କେଉଁ ସାଗର ଅଛି ଯେଉଁଠି କିଛି ବୁଡିବ ନାହି ?
ଉତ୍ତର- ମୃତ ସାଗର
୭- କେଉଁ ଫୁଲ ୧୨ ବରକୁ ଠାରେ ଫୁଟିଥାଏ ?
ଉତ୍ତର- ନୀଳକୁରିଜି
୮- କେଉଁ ନଦୀ ନିଜର ରଙ୍ଗ ପରିବର୍ତ୍ତନ କରିଥାଏ ?
ଉତ୍ତର- କେନୋ କ୍ରୀଷ୍ଟେଲ୍ସ
୯- ସଂସାରର ସବୁଠାରୁ ବଡ କଇଁଛ କେଉଁ ଠାରେ ଦେଖାଜେ ?
ଉତ୍ତର- ଗେଲାପାଗୋଶ ଦ୍ଵିପ ସମୁଦ୍ର ରେ
୧୦- ମଶା ମୁହଁରେ କେତୋଟି ଦାନ୍ତ ଅଛି ?
ଉତ୍ତର- ୩୨
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।