Interesting GK Questions- କେଉଁ ଜୀବ ର ଦାନ୍ତ ତାର ପେଟରେ ଥାଏ ? ଏହା ସହ ଆହୁରି 20 GK Quiz

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ସବୁଠାରୁ ବଡ ଗ୍ରହ ର ନାମ କଣ ଅଟେ ?

ଉତ୍ତର- ବୃହସ୍ପତି ଗ୍ରହ

୨- ରାମକୃଷ୍ଣ ମିସନ କିଏ ସ୍ଥାପନ କରିଥିଲେ ?

ଉତ୍ତର- ସ୍ଵାମୀ ବିବେକାନନ୍ଦ

୩- କୱିରାଜ କାହାକୁ କୁହାଯାଏ ?

ଉତ୍ତର- ସମୁଦ୍ର ଗୁପ୍ତ

୪- ଭାରତରେ ସବୁଠାରୁ ଶସ୍ତା ପେଟ୍ରୋଲ କେଉଁଠାରେ ମିଳିଥାଏ ?

ଉତ୍ତର- ଗୋଆ

୫- ସବୁଠାରୁ ବଡ ଅଣ୍ଡା କେଉଁ ପକ୍ଷୀ ର୍ହୋଇଥାଏ ?

ଉତ୍ତର- ସତୁରମୁର୍ଗ

୬- କେଉଁ ରଙ୍ଗରୁ ବ୍ଲଡ଼ ପ୍ରେସର ବହଡିଥାଏ ?

ଉତ୍ତର- ନାଲି ରଙ୍ଗ

୭- ଜିରୋ ର ଆବିଷ୍କାର ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୮- ଇଣ୍ଟର ନେଟ କିଏ ଆବିଷ୍କାର କରିଥିଲେ ?

ଉତ୍ତର- ଭିନ୍ଟ ସର୍ଫ

୯ – କୋଇଲା କେତେ ପ୍ରକାରର ହୋଇଥାଏ ?

ଉତ୍ତର- ୫ ପ୍ରକାରର

୧୦- କେଉଁ ୩ଟି ଅକ୍ଷର ଗୋଟିଏ ଛୋଟ ଝିଅ କୁ ସ୍ତ୍ରୀ ଲୋକ କରି ଦେଇଥାଏ ?

ଉତ୍ତର- ବୟସ

୧୧- କେଉଁ ଦେଶର ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ?

ଉତ୍ତର- କୋଏତ

୧୨- ମଣିଷ ଶରୀରର ରକ୍ତ କେତେ ମାତ୍ରା ରେ ଗତି କରିଥାଏ ?

ଉତ୍ତର- ୧୬୮ ମାଇଲ

୧୩- ଉତ୍କଳ ସମ୍ମିଳନୀ କି ପ୍ରତିଷ୍ଠା କରିଥିଲେ ?

ଉତ୍ତର- ମଧୁସୂଦନ ରାଓ

୧୪- ଓଡିଶାର ପଶ୍ଚିମ ଦିଗରେ କଣ ରହିଛି ?

ଉତ୍ତର- ଛତିଶଗଡ

୧୫- ଉତ୍କଳ ସମ୍ମିଳନୀ କେବେ ପ୍ରତିଷ୍ଠା ହୋଇଥିଲା ?

ଉତ୍ତର- ୧୯୦୩ ମସିହାରେ

୧୬- ଓଡିଶାର ପୂର୍ବ ଦିଗରେ କଣ ରହିଛି ?

ଉତ୍ତର- ବଙ୍ଗୋପସାଗର

୧୭- କ୍ଷେତ୍ରଫଳ ଅନୁସାରେ କେଉଁ ଦେଶ ସବୁଠାରୁ ବଡ ଅଟେ ?

ଉତ୍ତର- ଋଷ

୧୮- ଭାରତୀୟକୁ ପ୍ରଥମେ କଫି ସହ କିଏ ପରିଚୟ କରାଇ ଥିଲେ ?

ଉତ୍ତର- ବାବା ବୁଦାନ

୧୯- ଭାରତରେ କେଉଁ ଷ୍ଟେସନ ରେ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର- ପାତୁଙ୍ଗ ରେଲୁଏ ଷ୍ଟେସନ

୨୦- ଓଡିଶାର ପ୍ରଥମ ଭାଷାର ନାମ କଣ ?

ଉତ୍ତର- ଓଡିଆ

୨୧- କେଉଁ ଜୀବ ର ଦାନ୍ତ ତାର ପେଟରେ ଥାଏ ?

ଉତ୍ତର- ଅକ୍ଟୋପସ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *