Interesting Question Answers- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?

ଆଜିକାଲି ଦୁନିଆରେ ପ୍ରତେକ ଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି । କିନ୍ତୁ ଏମିତି କିଛି କଥା ରହିଛି ଯାହା ଆମେ ମାନେ ଜାଣି ନ ଥାଉ । ଏମିତି କିଛି ସାଧାରଣ ଜ୍ଞାନ ରହିଛି ଯାହା ଛୋଟ ପିଲାଙ୍କ ପାଇଁ ଉପଯୋଗୀ ହୋଇଥାଏ । ତେବେ ଆଜିର ଆମର ଏହି ଲେଖା ରେ ଏମିତି କିଛି ପ୍ରଶ୍ନ ଓ ଉତ୍ତର ରହିଛି ଯାହାକୁ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।

୧- ମାନବ ହୃଦୟ କଣ ଫମ୍ପା କରିଥାଏ ?

ଉତ୍ତର- ର-କ୍ତ

୨- ଭାରତର ସର୍ବ ପ୍ରଥମ ହକି ଟୁର୍ଣ୍ଣାମେଣ୍ଟ କେଉଁଠାରେ ଅଛି ?

ଉତ୍ତର- ବେଟନ କପ

୩- ଇଂଲଣ୍ଡରେ କେତେ ବର୍ଷ ଯାଏଁ ଗୃହ ଯୁ-ଦ୍ଧ ଲାଗି ରହିଥିଲା ?

ଉତ୍ତର- ୭ ବର୍ଷ

୪- କେଉଁ ଫା-ର୍ସି ଶବ୍ଦ ର ଓଡିଆ ଅର୍ଥ ଭୂସ୍ଵାମୀ ଅଟେ ?

ଉତ୍ତର- ଜମିଦାର

୫- ଇନସୁଲିନ ର ଉଦଭାବନ କିଏ କରିଥିଲେ ?

ଉତ୍ତର- ଫ୍ରେଡେରିକ ବେଣ୍ଟିଙ୍ଗ

୬- କେଉଁ କାଳ୍ପନିକ ଭୌଗଳିକ ରେଖା ସବୁଠାରୁ ଦକ୍ଷିଣ ରେ ରହିବ ?

ଉତ୍ତର- ମକର ରେଖା

୭- କେଉଁଠାରେ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମର ସଂସ୍କରଣ ନୁହେ ?

ଉତ୍ତର- 5 star

୮- ଡେକାମିଟର, ଡେକାଗ୍ରାମ ଓ ଡେକାଲିଟର ରେ ଡେକା ସଂଖ୍ୟାତ୍ମକ ମୂଲ୍ୟ କଣ ଅଟେ ?

ଉତ୍ତର- ୧୦

୯- ଜଣେ ସଚ୍ଚା ଜୈନ ମୁନି ଭଳି ଉପବାସ ଦ୍ଵାରା କେଉଁ ଶାସକ ଶରୀର ତ୍ୟା-ଗ କରିଥିଲେ ?

ଉତ୍ତର- ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

୧୦- ଉଦଗମଶୀଳ ନେତୃତ୍ଵ ବର୍ଗରେ ଅରବିନ୍ଦ କେଜରୀୱାଲଙ୍କୁ କେଉଁ ପୁରସ୍କାର ଦିଆଯାଇ ଥିଲା ?

ଉତ୍ତର- ରେମନ ମେଗ୍ନେସେ ପୁରସ୍କାର

୧୧- କେଉଁ ନକ୍ଷତ୍ରରେ ପ୍ରଭୁ ରାମଚନ୍ଦ୍ର ବାନର ସେନା ସହ ଲଙ୍କା ଆକ୍ରମଣ କରିଥିଲେ ?

ଉତ୍ତର- ଉତ୍ତରା ଫାଲ୍ଗୁନୀ

୧୨- ରାମାୟଣରେ ବର୍ଣ୍ଣିତ ହୋଇଥିବା ଲଙ୍କା ନଗରି କେଉଁ ପର୍ବତ ଉପରେ ଅବସ୍ଥିତ ଥିଲା ?

ଉତ୍ତର- ତ୍ରିକୂଟ

୧୩- CANTILEVER, SUSPENSIONS ଓ CABLE-STAYED ର ସମ୍ଭଧ ମୁଖ୍ୟତ କାହାର ସରଞ୍ଚନା ସହ ରହିଅଛି ?

ଉତ୍ତର- ପୋଲ

୧୪- ଜୁନ ୨୦୧୨୧ ରେ ବିତକଏନକୁ ବୈଧ କରେନ୍ସି ର ମାନ୍ୟତା ଦେଇଥିବା ବିଶ୍ଵର ପ୍ରଥମ ଦେଶ କିଏ ?

ଉତ୍ତର- ଅଲ ସାଲ୍ୱାଡ଼ୋର

୧୫- ଅଲମ୍ପିକ ମେଲାଲିଷ୍ଟ ମାନଙ୍କ ମଧ୍ୟରୁ କିଏ ତାଙ୍କର ସମ୍ଭଧିତ ଖେଳରେ ଭାରତ ପାଇଁ ପ୍ରଥମ ଅଲମ୍ପିକ ପଦକ ଜିତ୍ୟ ନାହାନ୍ତି ?

ଉତ୍ତର- ମେରୀ କାଁମ

୧୬- ଭାରତର ଅମାଞ୍ଚିତର ଦେଖି ସାରିବା ପରେ ମହାରାଜା ରଣଜୀତ ସିଂ କହିଥିବା କଥନ ଦିନେ ସବୁ ଲାଲ ହୋଇଯିବ ରେ ଲାଲ ରଙ୍ଗ କଣ ଦର୍ଶାଇ ଥାଏ ?

ଉତ୍ତର- ବ୍ରିଟିଶ କ୍ଷେତ୍ର

୧୭- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?

ଉତ୍ତର- ସମୁଦ୍ରି ଘୋଡା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *