ତେବେ ଆପଣ ମାନେ ସମସ୍ତେ ଏହି କଥା ବହୁତ ଭଲ ଭାବରେ ଜାଣିଛନ୍ତି ଯେ ପୁରା ଦେଶ କରୋନା ଭଳି ଭାଇରସ ଦ୍ଵାରା ଗ୍ରସ୍ତ ଅଛି, ଏହି ଭଳି ସମୟରେ ମୋଦୀ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଖାତା ଖୋଲିବା ସମୟ କିଛି ବଦଳାବ କରିଛନ୍ତି । କରୋନା ପାଇଁ ବହୁତ ମା ବାପା ଏହି ଯୋଜନା ଲାଭ ପ୍ରାପ୍ତ କରି ପାରି ନଥିଲେ କାହିଁକିନା ସମୟ ସମୟ କେବଳ ୩୦ ଜୁନ ପର୍ଯ୍ୟନ୍ତ ରଖା ଯାଇଥିଲା କିନ୍ତୁ ଏବେ ସରକାର ଏହି ରୋଗ କୁ ଧ୍ୟାନରେ ରଖି ଏହି ଯୋଜନାରେ ଖାତା ଖୋଲିବା ସମୟ ସୀମା ବଢେଇ ଦେଇଛନ୍ତି ଯାହା ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ରଖା ଯାଇଛି ।

ତେବେ ଏହି ଯୋଜନା ତାରିଖ ବଢେଇବା ଅର୍ଥ ଏହା ଅଟେ ଯେ ଅଧିକରୁ ଅଧିକ ଲୋକ ନିଜ ଝିଅଙ୍କ ପାଇଁ ଏହାର ଲାଭ ପ୍ରାପ୍ତ କରି ପାରନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା ଗୋଟେ ଜମା ଖାତା ଅଟେ ଯାହା ୧୦ ବର୍ଷ ପରେ କୌଣସି ପରିବାରରେ ଅଧିକରୁ ଅଧିକ ଦୁତୀ ଝିଅଙ୍କ ନାରେ ଖୋଲା ଯାଇ ପାରିବ । ଏହା ଖୋଲିବା ପାଇଁ ଆପଣଙ୍କୁ ଅତିକମରୁ ୨୫୦ ଟଙ୍କା ଜମା କରିବାକୁ ହବ, ଓ ଅଧିକରୁ ଅଧିକ ୧.୫୦ଲକ୍ଷ ଟଙ୍କା ରଖି ପାରିବେ,

ଆପଣ କେବେ ବି ନିଜ ଇଛା ଅନୁଯାଇ ଟଙ୍କା ଉଠେଇ ପାରିବେ ନାହିଁ କାହିଁକିନା ଏହି ଖାତା ଝିଅଙ୍କ, ଭବିଷତ ପାଇଁ ଖୋଲା ଯାଇଥାଏ ଯେଉଁଥିରେ ଆପଣଙ୍କୁ ୬.୭% ବ୍ୟାଜ ମିଳିଥାଏ । ଆପଣ ୫୦% ଟଙ୍କା ଝିଅ ୧୮ ବର୍ଷ ହେଲା ପରେ ବାହାର କରି ପାରିବେ ଆପଣଙ୍କୁ ପୁରା ଟଙ୍କା ବ୍ୟାଜ ସହ ଝିଅ ୨୧ ବର୍ଷ ର ହେଲା ପରେ ପ୍ରାପ୍ତ ହୋଇଥାଏ, ଆପଣଙ୍କୁ ପ୍ରାପ୍ତ ବ୍ୟାଜରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦବାକୁ ପଡିନଥାଏ ।

ସୁକନ୍ୟା ସମୃଦ୍ଧି ଖାତା କେଉଁଠି ଖୋଲି ପାରିବେ ?
ଏହା ଜାଣିବା ବହୁତ ମହତ୍ଵ ପୂର୍ଣ ଅଟେ ଯେ କେଉଁ ଜାଗାରେ ସୁକନ୍ୟା ସମୃଦ୍ଧି ଖୋଲିବା ଉଚିତ । ତେବେ ସରକାର ଦ୍ଵାରା ଦିଆ ଯାଇଥିବା ନିର୍ଦେଶ ଅନୁଯାଇ ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଅନୁଯାଇ ପୋସ୍ଟ ଅଫିସ ବା କୌଣସି ସରକାରୀ ବ୍ଯାଙ୍କରେ ଖାତା ଖୋଲି ପାରିବେ । ଏହି ଯୋଜନା ଅନୁଯାଇ ଖାତା ଖୋଲିବା ପାଇଁ ଆପଣଙ୍କ ଝିଅ ପାଖରେ ଆଧାର କାର୍ଡ ହବା ବହୁତ ଆବଶ୍ୟକ ଅଟେ ଯେଉଁଥିରେ ଝିଅ ଜନ୍ମ ତାରିଖ, ମାସ, ବର୍ଷ ଏବଂ ଦିନ ଲେଖା ହୋଇଥାଏ । ଆବେଦନ କରିବା ଅନ୍ତିମ ତାରିଖ ନୂଆ ଘୋଷଣା ଅନୁଯାଇ ୩୧ ଜୁଲାଇ ପର୍ଯ୍ୟନ୍ତ ମାନ୍ୟ ଅଟେ ।