“କିଛି ପୂଣ୍ୟ କରିଥିଲି ବୋଲି ଏ ଜନ୍ମରେ ମୁଁ Sabyaଙ୍କୁ ସ୍ଵାମୀ ଭାବେ ପାଇଛି..’ ସବ୍ୟଙ୍କ ସହ ନିଜ ସମ୍ପର୍କକୁ ନେଇ କିଛି ଏମିତି କହିଲେ Archita, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଆଉ ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ସେ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରି ବେଶ ହସ ଖୁସିରେ ସମୟ ବ୍ୟତିତ କରୁଛନ୍ତି ଆଉ ନିଜଡା ଦାଂପତ୍ଯ ଜୀବନରେ ବେଶ ଖୁସି ଅଛନ୍ତି । ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଏକ ସାକ୍ଷାତକାର ରେ କହିଛନ୍ତି କି ସମାଜ ସେବା କରିବାକୁ ତାଙ୍କୁ ଭଲ ଲାଗିଥାଏ । ସେ ଏକ ଅନୁଷ୍ଠାନ ରେ ଯୋଗ ଦେଇଛନ୍ତି ଆଉ ସେଠାରେ ଝିଅ ମାନଙ୍କୁ ଅନେକ କଥା ବୁଝାଇ ପାରିଥିଲେ ।

ବର୍ତ୍ତମାନ ସମୟରେ ଦଶହରା ଆରମ୍ଭ ହେବାକୁ ଯାଉଛି । ସେ ଏକ ସ୍କୁଲକୁ ଯାଇଛନ୍ତି ଆଉ ସେଠାରେ ଝିଅ ମାନଙ୍କୁ କିଛି ଭଲ ଭଲ କଥା ବୁଝାଇଛନ୍ତି । ପିଲା ମାନେ ତାଙ୍କୁ ନିଜ ସ୍କୁଲରେ ଦେଖି ବହୁତ ଖୁସି ପ୍ରକାଶ କରିଛନ୍ତି । ସ୍କୁଲକୁ ଯାଇ ଅର୍ଚ୍ଚିତା ତାଙ୍କ ସ୍କୁଲ ସମୟର କଥା ମାନେ ପକାଇଛନ୍ତି ଆଉ ଅତିଥି ମାନେ ଆସିଲେ ସେ କେତେ ଖୁସି ହେଉଥିଲେ ତାହା ମଧ୍ୟ ବୟାନ ଦେଇଛନ୍ତି । ପିଲା ମାନଙ୍କ ସହ ମିଶି ସେ ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି କହୁଛନ୍ତି ଆଉ ତାଙ୍କ କଥାକୁ ଖୁସିରେ ଗ୍ରହଣ କରିଛନ୍ତି ।

ସେ କହୁଛନ୍ତି ସେମାନେ ଗାଁ ଗାଁ ବୁଲି ଝିଅ ମାନଙ୍କୁ ସାନିଟାରି ବାଣ୍ଟିଛନ୍ତି । ଅଧିକାଂଶ ଝିଅ ମାନେ ହାଇଜିନ ବିଷୟରେ ଏ ଯାଏଁ ଜାଣି ନାହାନ୍ତି ଯାହା ବିଷୟରେ ଅର୍ଚ୍ଚିତା ତାଙ୍କୁ ବୁଝାଇଛନ୍ତି । ନିଜର ବୈବାହିକ ଜୀବନ ବିଷୟରେ ସେ କହିଛନ୍ତି କି ବିବାହ ପରେ ସବ୍ୟ ବହୁତ ବ୍ୟସ୍ତରେ ରହୁଛନ୍ତି ଆଉ ଏହାରି ମଧ୍ୟରେ ତାଙ୍କର କେୟାର ମଧ୍ୟ ନେଉଛନ୍ତି । ସେ ଓ ସବ୍ୟ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି ଆଉ ଖୁସିରେ ରହିବେ ବୋଲି ଯେଉଁ ଆଶା ରଖିଥିଲେ ତାହା ଆଜି ସଫଳ ହୋଇଛି ।

କିଛି ପୂଣ୍ୟ କରିଥିଲି ବୋଲି ଏ ଜନ୍ମରେ ମୁଁ ସବ୍ୟଙ୍କୁ ପାଇଛି ବୋଲି ସେ କହିଛନ୍ତି । ଯଦି କେହି ବ୍ୟକ୍ତି ଅସୁବିଧାରେ ରହିଥାନ୍ତି ତେବେ ସୋସିଆଲ ମିଡିଆରେ ସବ୍ୟାଙ୍କ ପାଖକୁ ଆଗ ଖବର ଆସିଥାଏ । ସେ ରାତି ଅଧରେ ମ୍ଯାସେଜ ଚେକ କରନ୍ତୁ ଆଉ ତା ପରଠାରୁ ଲାଗି ଯାଇଥାନ୍ତି ଅନ୍ୟ ମାନଙ୍କୁ ସହୟଟା କରିବା ପାଇଁ । ମୁଁ ଯାହା କରେ ତାହା ବହୁତ ଛୋଟ ଲାଗିଥାଏ । ଆଜି ଅର୍ଚ୍ଚିତା ଅନେକ ନାରିଙ୍କ ପାଇଁ ପ୍ରେରଣା ସଜାଇଛନ୍ତି । ଆଉ ଦୁଇ ଯୋଡି ସମସ୍ତଙ୍କର ସାହାଜ୍ଯ କରି ବହୁତ ଖୁସି ବ୍ୟକ୍ତ କରିଥାନ୍ତି ।

ତେବେ ଦୁର୍ଗାପୁଜାରେ ଟାଙ୍କର ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି ଯେଉଁଥିରେ ସେ ମୁସ୍ଲିମ ଝିଅ ଚରିତ୍ରରେ ଜଣେ ଆଡଭୋକେଟ ଚରିତ୍ର ରେ ଅଭିନୟ କରୁଛନ୍ତି ଯାହା ଦର୍ଶକ ଙ୍କୁ ବହୁତ ଭଲ ଲାଗିବ ବୋଲି ଆଶା କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ଙ୍କ ଅଭିନୟ ଓ ସମାଜସେବା କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *