Kidney ଖରାପ ହେବା ପୂର୍ବରୁ, ଶରୀର ଦେଇଥାଏ ଏହି 10ଟି ସଂକେତ….ଯଦି ଜଣା ନପଡେ ଯାଇପାରେ ଜୀବନ- Health Tips

ମଣିଷ ଶରୀରର ସବୁଠାରୁ ମହତ୍ବପୂର୍ଣ୍ଣ ଅଙ୍ଗ ହେଉଛି କିଡନି ଯାହା ବିନା ବ୍ୟକ୍ତି ବଞ୍ଚି ପାରିବ ନାହି । ମାନବ ଶରୀରର ସୁସ୍ଥ ରଖିବା ପାଇଁ କିଡନି ସୁସ୍ଥ ରହିବା ନିହାତି ଜରୁରୀ ଅଟେ । କିନ୍ତୁ ଆଜିକାଲିର ଜୀବନ ଶୈଳୀରେ ପରିବର୍ତ୍ତ୍ନ କାରଣରୁ ଅନେକ ରୋଗ ସୃଷ୍ଟି ହେଉଛି । କିଡନି ଖରାପ ହେଲେ ଶରୀରର କ୍ଷମତା ୧୦୦ ରୁ ୯୦% ରହିଥାଏ । ଆଜି ଆମେ ଆପଣଙ୍କୁ କିଡନି ଖରାପ ହେଲେ କେଉଁ ସବୁ ଲକ୍ଷଣ ଦେଖାଯାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରଥମ ସୋପାନରେ କିଡନି ଖରାପ ହେଲେ ବ୍ଯକ୍ତିର ମୂତ୍ରାଶୟରେ ସମସ୍ଯା ଆସିଥାଏ । ଏହି ସମୟରେ ମୂତ୍ରାଶୟରେ ରଙ୍ଗ ବଦଳିବା, ପୂରାପୂରି ଅଟକିଯିବା ଭଳି ସମସ୍ଯା ଦେଖାଯାଏ । ଦିତୀୟ ସୋପାନରେ ବ୍ୟକ୍ତିର ଶରୀରରେ ଏମୋନିୟା ଦେଖାଯାଏ । ଯାହା ଫଳରେ ଶରୀରରେ ଥକାପଣ ଆସିବା ସହ ହଳଦିଆ ପଡିଯାଏ । ଏହା ସହ ଭୋକରେ କମି ଆସିବା କାରଣରୁ କିଡନି ଖରାପ ହେବାର କାରଣ ହୋଇଥାଏ । ଯାହା ଫଳରେ ମୁହଁରେ ଟେଷ୍ଟ ବଦଳିବା ଭଳି ଲକ୍ଷଣ ଦେଖାଯାଏ ।

କିଡନି ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବୃଦ୍ଧି ପାଇଥାଏ ଯାହା ଫଳରେ ବାନ୍ତି ଭଳି ଲକ୍ଷଣ ମଧ୍ୟ ଦେଖାଯାଏ । ଏହା ବ୍ଯତୀତ ଗୋଡ ଫୁଲିବା, ଆଖିରେ ସମସ୍ଯା ହେବା ଆଦି କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ । କିଡନି ଖରାପ ହେବାରେ ଉଚ୍ଚ ରକ୍ତଚାପ ମଧ୍ୟ ସାମିଲ ଅଛି ।

ଯେଉଁ ବ୍ଯକ୍ତିର ଉଚ୍ଚ ରକ୍ତଚାପ ୩୦ ବର୍ଷରୁ କମ ବା ଅଧିକ ହୋଇଥାଏ ତେବେ କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ । ଯଦି କୌଣସି ବ୍ୟକ୍ତିର କିଡନି ଖରାପ ହେବାରେ ଲାଗିବ ତେବେ ଗରମ ଦିନରେ ମଧ୍ୟ ଥଣ୍ଡା ଅନୁଭବ ହେବେ । ଯଦି ପୀଡିତ ବ୍ଯକ୍ତିର ଶରୀର ସର୍ବଦା ଥଣ୍ଡା ହେବା ସହ ନିଦ ଅଧିକ ଆସିଥାଏ ତେବେ କିଡନି ଖରାପ ହେବାର ଲକ୍ଷଣ ଅଟେ ।

କିଡନି ଖରାପ ହେବା ପଛରେ ଚିଡିଚିଡାପଣ ମଧ୍ୟ ସାମିଲ ଅଛି । ଯାହା କାରଣରୁ ପୀଡିତ ବ୍ଯକ୍ତିର ମସ୍ତିସ୍କରେ ଅକ୍ସିଜେନ କମି ଦେଖାଯାଏ ଯାହା କାରଣରୁ ସେ ଚିଡିଚିଡା ହୋଇଯାଏ । ଏହା ଛଡା ପୀଡିତ ବ୍ଯକ୍ତିର ଅଣ୍ଟା ବିନ୍ଧା ସମସ୍ଯା ଦେଖାଯାଏ । ଆହୁରି ମଧ୍ୟ ସ୍କିନରେ ଖୁଜଲି ହେବା ବା କୁଣ୍ଡାଇ ହେବା ବା ନାଲି ପଡିବା ଭଳି ସମସ୍ଯା ଦେଖାଯାଏ ।

ଯେବେ ବ୍ଯକ୍ତିର କିଡନି କାମ କରିବା ବନ୍ଦ ହୋଇଯାଏ ପୀଡିତ ବ୍ୟକ୍ତି ର ଶରୀରରେ ରକ୍ତ ଖରାପ ହୋଇଯାଏ ଯାହାର ପ୍ରଭାବ ସ୍କିନ ଉପରେ ପଡିଥାଏ । ଏହା ବ୍ୟତୀତ ଯଦି କୌଣସି ବ୍ଯକ୍ତିର ଓଜନ ଅଚାନକ ବଢିଯାଏ ଓ ଶରୀର ଫୁଲିବାକୁ ଲାଗେ ତେବେ କିଡନି ଖରାପ ହେବାର ଲକ୍ଷଣ ଅଟେ । କିଡନି ଖରାପ ହେବା କାରଣରୁ ରୋଗୀକୁ ଅଧିକ ଥକାପଣ ଅନୁଭବ ହୋଇଥାଏ ।

କିଡନି ପିଠି ର ଅଧିକାଂଶ ଅଂଶରେ ରହିଥାଏ ଯାହା ଫଳରେ ପୀଡିତ ବ୍ୟକ୍ତିର ପିଠିରେ ଅଧିକ ଯନ୍ତ୍ରଣା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *