ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ ତପସ୍ଵିନୀ ଦାସ ଓ ଡାକ୍ତର ସୁମିତାଙ୍କ ବାଇବହାୟକ ଜୀବନକୁ ବେଶ ଚର୍ଚ୍ଚା ଚାଲିଛି । ତେବେ ସୁମିତ ଜଣେ ଡାକ୍ତର ହୋଇଥିବାରୁ ଠିକ ଭଲ ଭାବେ ଜାଣିଛନ୍ତି କି ଯଦି ରୋଗୀ ନିଜର ରୋଗ ବିଷୟରେ ଖୋଲିକି ନ କହେ ତେବେ ରୋଗଟି କେତେ ଭୟାବହ ହୋଇପାରେ । ଏମିତିକି ସେହି ରୋଗରେ ରୋଗୀର ଜୀବନ ମଧ୍ୟ ଯାଇପାରେ ବୋଲି ଡାକ୍ତର ସୁମିତ ଜାଣିଛନ୍ତି ।
ଯଦି ଏହି ଛୋଟ କଥା ସୁମିତ ବୁଝି ପାରୁଛନ୍ତି ତେବେ ଏଭଳି ନିଜ ସ୍ତ୍ରୀ ତପସ୍ଵିନୀଙ୍କ ସହ କାହିଁକି କରୁଛନ୍ତି । ଯଦି ସୁମିତଙ୍କର ମାନସିକ ସ୍ଥିତି ରହିଛି ତେବେ ସେ ଏ ବିଷୟରେ କଥା ହୋଇ ଏହାର ସମାଧାନ କରିବା ଉଚିତ । ଗଣ ମାଧ୍ୟମରେ ସୁମିତଙ୍କୁ ପ୍ରତିକ୍ରିୟା ଦେବା ସହ ନିଜ ସ୍ତ୍ରୀ ତପସ୍ଵିନୀଙ୍କୁ ଜବାବ ଦେବକାଉ ପଡିବ କେଉଁ କାରଣ ପାଇଁ ସେ ପଳାୟନ କରିଛନ୍ତି । କୋର୍ଟର ନିର୍ଦେଶ ଅନୁସାରେ ତପସ୍ଵିନୀଙ୍କର ସବୁ ଦାୟିତ୍ଵ ସୁମିତା ନେବା କଥା ।
କିନ୍ତୁ ତାଙ୍କ ଭଳି ପାଠ ପଢିଥିବା ବ୍ୟକ୍ତିଙ୍କ ଠାରୁ ଏପରି ଆଶା କରାଯାଇ ନ ଥିଲା । ବର୍ତ୍ତମାନ ନୀରବତାକୁ ନିଜର ଅସ୍ତ୍ର କରିଛନ୍ତି ଡାକ୍ତର ସୁମିତ । କଣ ସୁମିତ ୪ ଦିନ ପରେ ବାଲିଶିରାରୁ ଫେରିବେ କି ତାଙ୍କ ମନରେ ଆଉ କଣ ଚାଲିଛି ଏଭଳି ଅ-ଭି-ଯୋ-ଗ ନେଇଛି ତପସ୍ଵିନୀ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ସୁମିତ କିପରି ମାନ୍ୟବର କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି ତାହା ଦର୍ଶାଇଛନ୍ତି ତପସ୍ଵିନୀ SDJM କୋର୍ଟରେ ।
ତପସ୍ଵିନୀଙ୍କ ଏହି ପିଟିସନ ଓ କୋର୍ଟର ଅବମାନନା ଉପରେ ଦେଇଥିବା ପିଟିସନରେ ଏକେ ନକଲ ପ୍ରଦାନ କରା ଯାଇଛି ଅପର ପକ୍ଷ ସୁମିତଙ୍କ ଓକିଲଙ୍କୁ । ଏହା ସହ ସୁମିତଙ୍କ ଓକିଲଙ୍କ ଠାରୁ ଜବାବା ମଗା ଯାଇଛି । ଅପେକ୍ଷା ରହିଛି ଆସନ୍ତା ୧୭ ତାରିଖକୁ ଯେ ସୁମିତଙ୍କ ଓକିଲ କଣ ଜବାବ ରଖିବେ । ଅନ୍ୟ କ୍ଷେତ୍ରରେ ସୁମିତଙ୍କ ମାନସିକ ରୂପେ ଆନ୍ଦୋଳିତ ଅଛନ୍ତି ବୋଲି ଅନୁମାନ କରା ଯାଉଛି ।
କିନ୍ତୁ ସମସ୍ୟାରୁ ଦୂରେଇ କୁଆଡେ ପଳାଇବା ଏହା କୌଣସି ସମସ୍ୟାର ସମାଧାନ ନୁହେଁ । ଅନ୍ୟ ପରେ ତପସ୍ଵିନୀଙ୍କ ବିଷୟରେ କହିବାକୁ ଗଲେ ସେ ତାଙ୍କ ସମସ୍ୟା ସହ ସେମିତି ଠିଆ ହୋଇଛନ୍ତି ଯେମିତି ପୂର୍ବରୁ ଠିଆ ହୋଇଥିଲେ । ବର୍ତ୍ତମାନ ତପସ୍ଵିନୀଙ୍କ ପାଖରେ ରହିଛି କେବଳ ଜନ ସମର୍ଥନ । ଅନ୍ୟ କ୍ଷେତ୍ର ରେ ସୁମିତଙ୍କୁ ଅନେକ ଜନ ସମର୍ଥନ ମିଳୁଛି ।
ଯଦି ସୁମିତ ଏମିତି ନୀରବ ରହି କୋର୍ଟର ଅବମାନନା କରିବେ ତେବେ କୌଣସି ସମାସ୍ୟାର ସମାଧାନ ହୋଇ ପାରିବ ନାହି । ଏହା ସହ ସୁମିତ କେଉଁ ଭଳି ମାନସିକ ସ୍ଥିତି ଦେଇ ଗତି କରୁଛନ୍ତି ତାହା ଜାଣିବା ମୁସ୍କିଲ ହୋଇ ପଡିବ । ତେବେ ଏହି ମାମଲା ଆଗକୁ କେଉଁ ମୋଡ ନେଉଛି ତାହା ସମୟ କହିବ । ସୁମିତଙ୍କର ନୀରବତା ଏହି ମାମଲାକୁ ଆହୁରି ରହସ୍ୟମୟ କରିବାରେ ଲାଗିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।