ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ କିଶୋର ଭାଇନା ଙ୍କ ହୋଟେଲ କୁ BMC ଭାଙ୍ଗି ଦେବା ସହ ଶିଚ ମଧ୍ୟ କରିଛି । ଏହି ହୋଟେଲ ରେ ମଟନ ତରକାରୀ ପାଇଁ ପ୍ରସିଦ୍ଧ ଅଟେ । ଏ ନେଇ ଜଣେ ବ୍ୟକ୍ତି ନିଜର ମତ ଦେଇଛନ୍ତି କି ଏଠାରେ କୋର୍ଟ ଙ୍କ ଅର୍ଡର ଅଛି ବିନା ସେଟଲ ରେ ଭାଙ୍ଗି ପାରିବ ନାହି ଦୋକାନ ଏବଂ ତାକୁ ସେଟେଲ ମେଣ୍ଟ କରି ଦୋକାନ ଭାଙ୍ଗିବା କଥା । ଆଗକୁ ବ୍ୟକ୍ତି ଜଣ କହୁଛନ୍ତି କିଶୋରେ ଯେଉଁ ହୋଟେଲ କରିଥିଲା ସେ ସମସ୍ତଙ୍କର ଆଦର ର ଥିଲା କେବେ କେହି ତାଙ୍କ ନାଁ ରେ ଅଭିଯୋଗ କରି ନାହାନ୍ତି ।
ଆଜି BMC ବନ୍ଦ କରିଛି ହୋଟେଲକୁ ଯାହାକୁ ମାନିବା କଥା ତାଙ୍କ ବିରୁଦ୍ଧରେ ଯିବା କଥା ନୁହେଁ ତା ପରେ କାର୍ଯ୍ୟକାରୀ କରିବା କଥା । ବିନା ସେଟଲ ମେଣ୍ଟ ଓ କୋର୍ଟ ଅର୍ଡର ଥଋ ହୋଟେଲ ଭାଙ୍ଗିବା ଉଚିତ ହେଲା ନାହି ନାହି ବୋଲି ବ୍ୟକ୍ତି କହୁଛନ୍ତି । ଏଠାରେ ଯେବେ ବି ଅପମିଶ୍ରଣ କଥା କୁହଯାଏ କିନ୍ତୁ କିଶୋର ୧୯୯୬-୧୯୯୭ ମସିହା ଠାରୁ ଦୋକାନ କରିଛି ବୋଲି ବ୍ୟକ୍ତି କହୁଛନ୍ତି । ବ୍ୟକ୍ତି ଆଗକୁ କହୁଛନ୍ତି ମୁଁ ଏଠାରେ କାଉନ୍ସିଲର ଥିବା ବେଳେ କିଶୋର ହୋଟେଲ କରିଥିଲା ସେ ଲୁଙ୍ଗୀ ପିନ୍ଧି କି ଆସିଥିଲା ବହତ ଗରିବ ଲୋକ ତାର ମାନ ଆଜି ସେ ବୃଦ୍ଧି କରିଛି ମଟନ ଦୋକାନରୁ ।
ଭୁବନେଶ୍ଵର ଛଡା ୟୁଟ୍ଯୂବ ରେ ମଧ୍ୟ ତାଙ୍କର ମଟନ ତରକାରୀ କୁ ନେଇ ଚର୍ଚ୍ଚା ରହିଛି । ମୁନସିପାଲିଟି ଭାଙ୍ଗିଲେ ମଧ୍ୟ ତାକୁ ସମ୍ମାନ ଦେଇ କିଶୋରକୁ ଥଇଥାନ କରିବାର ବ୍ୟବସ୍ଥା କରି ଏବଂ କିଶୋର ପାଖରେ ଥିବା ୩୦ ଜଣ ଲୋକ ଯାହାଙ୍କର ପରିବାରର ଭରଣପୋଷଣ କଥା ଭାବି ହୋଟେଲ ଭାଙ୍ଗିବା କଥା । ଯେଉଁ ଅପମିଶ୍ରଣ କଥା କୁହା ଯାଇଛି ଯେଉଁ ସହରକୁ ଗଲେ ବି ବଡ ବଡ ହୋଟେଲରେ ଅପମିଶ୍ରଣ ହେଉଛି । ସେହି ଅପମିଶ୍ରଣ ରଙ୍ଗ ହେଉ ବା ସାକ୍ସ ହେଉ ବା ବାସି ଖାଦ୍ୟ ହେଉ ସବୁଆଡେ ହେଉଛି ।
କୌଣସି ଜାଗାରେ ଏପରି ହୋଇ ଗଣ ମାଧ୍ୟମରେ ପ୍ରସାରଣ ହେବା ଆଜି ଯାଏଁ ହୋଇ ନାହି ବୋଲି ବ୍ୟକ୍ତି କହୁଛନ୍ତି । ତେଣୁ BMC କାହିଁକି ଆକ୍ରୋଶ ଭାବେ ଏମିତି କାର୍ଯ୍ୟ କରିଲା ଆମେ ଜାଣିପାରୁ ନାହଁ ? ଖାଇବା ରଙ୍ଗ ବିକ୍ରି କରା ଯାଇଛି ଦୋକାନରେ ସେଟ ତ ଶୋଚ ହୋଇ ନାହି ।
ଏହି ମାମଲାରେ ଫୁଡ ଇନ୍ସପେକ୍ଟର କୁଆଡେ ଗଲେ ସେ କଣ କରୁଛନ୍ତି ଫୁଡ ଡିପାର୍ଟ ମେଣ୍ଟ କରୁଛି ବର୍ଷ କୁ କେତେ ଥର ଇନକ୍ଵାରୀ କରା ଯାଇଛି ଅପମିଶ୍ରଣ ସବୁ ଆଡେ ହେଉଛି ବୋଲି ଶେଷରେ ବ୍ୟକ୍ତି ଜଣକ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।