ବନ୍ଧୁଗଣ ଆମ ଦେଶରେ ଓଡିଆ ଫିଲ୍ମ ଦେଖିବାକୁ ଲୋକ ମାନେ ବହୁତ ପସନ୍ଦ କରିଥାନ୍ତି । ଏମିତିକି ଓଡିଆ ସିନେମା ଗୁଡିକୁ ରାଜ୍ୟ ବାହାରର ଲୋକେ ମଧ୍ୟ ଦେଖିବାକୁ ପସନ୍ଦ କରୁଛନ୍ତି । ଓଡିଆ କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳକର ମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଯେଉଁ ଅଭିନେତା ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେମାନେ ନିଜର ଦାଂପତ୍ଯ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ ।
ଆଜି ଆମେ ଆପଣ ମାନଙ୍କୁ କୋୟଲ ବାନାର୍ଜୀଙ୍କ ବିବାହ ପରେ ବବି ମିଶ୍ରଙ୍କ ପ୍ରତିକ୍ରିୟା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ବଙ୍ଗୀୟ ନାୟିକା କୋୟଲ ବାନାର୍ଜୀଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ସେ ଅଭିନେତା ବବି ମିଶ୍ର ଙ୍କୁ ଶୁଟିଙ୍ଗ ସେଟରୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
କିନ୍ତୁ ବିବାହାର କିଛି ବର୍ଷ ପରେ ବବି ମିଶ୍ର ଓ କୋୟଲ ବାନାର୍ଜୀଙ୍କ ମଧ୍ୟରେ କୌଣସି କାରଣ ବଶତ ସମସ୍ଯା ଦେଖା ଯାଇଥିଲା । ଯାହା ପାଇଁ ଦୁହେଁ ପରସ୍ପର ଠାରୁ ଅଲଗା ହେବା କଥା କୋୟଲ ନିଜ ତ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ । ଦୁହିଙ୍କର ଯୋଡିକୁ ଦେଖିବା ପିନ ଲୋକ ମାନେ ବହୁତ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନର ବଡ ଖବର ହେଉଛି କୋୟଲ ବାନାର୍ଜୀ ଦିତୀୟ ବିବାହ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରସୋର ରେ ଚାଲିଛି ।
କୋୟଲ ବବିଙ୍କ ଠାରୁ ଅଲଗା ହେବା ପରେ ଓଡିଶା ଛାଡି କୋଲକାତା ରେ ରହୁଥିଲେ । ସେଠାରେ ହିଁ ତାଙ୍କର ଦିତୀୟ ବିବାହ ହୋଇଛି । ବର୍ତ୍ତମାନ ସେ ବଙ୍ଗାଳୀ ଫିଲ୍ମରେ ନିଜର ଅଭିନୟ ଜାରି ରଖିଛନ୍ତି । ସେ ତାଙ୍କର ଦିତୀୟ ସ୍ଵାମୀଙ୍କ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । କୋୟଲଙ୍କ ଦିତୀୟ ବିବାହ ଖବର ଭାଇରାଲ ହେବା ପରେ ଓଡିଶା ବାସୀ ଦୁଖ ପ୍ରାକଶ କରିଛନ୍ତି ।
କିନ୍ତୁ କୋୟଲଙ୍କ ବିବାହକୁ ନେଇ ବାବି ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ଯେ କୋୟଲ ଯେଉଁଠି ବି ରୁହନ୍ତୁ ଖୁସିରେ ରୁହନ୍ତୁ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ଚର୍ଚ୍ଚା ରେ ରହିଛି । ଏଥିରୁ ଜଣା ପଡୁଛି କି ବବି ମିଶ୍ର କୋୟଲଙ୍କୁ କେତେ ଭଲ ପାଉଥିଲେ । ତେବେ କୋୟଲ ତାଙ୍କର ଦିତୀୟ ବିବାହକୁ ନେଇ ବେଶ ଖୁସି ଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ଆପଣ ମାନନକୁ କୋୟଲ ବାନାର୍ଜୀଙ୍କ ବିଷୟରେ ବବି ମିଶ୍ରଙ୍କ ମନ୍ତବ୍ୟ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।