ଲଡୁ ମାଗିଲା ଶଶୁର, କିନ୍ତୁ ନେଲାନି, କହିଲା ମୁଁ …. ଦେଖନ୍ତୁ ଶଶୁରଙ୍କ ବିଷୟରେ କଣ କହୁଛନତି Dipika

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ପ୍ରେମିକ ଦିନେଶ ଆଉ ତାଙ୍କ ବାପା ମାନେ ଦୀପିକାଙ୍କ ଶ୍ଵଶୁର ପୁରା ସମାନ ହୋଇ ପଡିଛନ୍ତି । ଦୁହିଙ୍କର ମତଲବ ଗୋଟେ ଆଉ ଇସାରା ଦେଇ କହୁଛନ୍ତି ଅନ୍ୟ ଅର୍ଥ ରେ । ତେବେ ଏହା କହିବାର ମାନେ ହେଉଛି ବର୍ତ୍ତମାନ ସମୟରେ ଦୀପିକା ଗଣ ମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ନିଜ ଶ୍ଵଶୁର ଙ୍କ ବିଷୟରେ ଏମିତି କିଛି କଥା ଖୁଲାସ କରିଛନ୍ତି ଯାହାକୁ ନେଇଏ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ କର ସ୍ଥିତି ଦ୍ରୁଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଦିନେ ଥିଲା ଦିନେଶର ସକାଳ ଜଳଖିଆ ପାଇଁ ମୁଁ ଇଟିଲି ଆଣୁ ଥିଲି ଆଉ ଆଜି ଶଶୁର ମୋତେ ଲଡୁ ମାଗିଲେ ମୁଁ ଖୁସି ହେଇଗଲି । ଏ ଲଡୁ ସହ ବୋଧ ହୁଏ ମୋତେ ଶଶୁର ସ୍ଵୀକାର କରିବେ ଆଉ ଘରକୁ ଯିବା ପାଇଁ ଅନୁମତି ଦେବେ । ଧାଇଁ ଗଲି ବଜାରକୁ ଆଉ ଦୁଇ କେଜି ଲଡୁ କିଣି ଆଣିଲି ।

ଆଉ ଘରକୁ ଆସି ମୁଁ ଯେତେ ଗେଟ ବାଡେଇଲି କେହି ବି ଶୁଣିଲେ ନାହିଁ କେହି ବି ଗେଟ ଖୋଲିଲେ ନାହିଁ । ଆଉ ତା ପରେ ମୋ ସାଙ୍ଗ ମୋତେ ବୁଝେଇ ଦେଲା ଲଡୁ ମାଗିବାର କାରଣ ଆଉ ତା ପରେ ମୁଁ ଜାଣିଲି ମୋ ଶଶୁର କୁଆଡେ ମୋତେ ଡବଲ ମିନିଙ୍ଗ କଥା କହିଲେ ।

ମୋତେ ଶଶୁର ଦୁଇ କେଜିର ଲଡୁ ମାଗିଲେ ଆଉ ମୁଁ ବୁଝି ଗଲି ମୋତେ ଶଶୁର ଲଡୁ ମାଗୁ ନ ଥିଲେ ଆଉ କିଛି ମାଗୁ ଥିଲେ । ଆଉ ମୋ ସାଙ୍ଗ ବୁଝେଇ ଦେଲା ଦିନେଶ କାହିଁକି ଇଟିଲି ସହ ଘୁଗୁନି ଖାଉଥିଲା ଆଉ ମୋ ଶଶୁରଙ୍କୁ କାହିଁକି ସୁଗାର ଥାଇ ମଧ୍ୟ ଲଡୁ ଖାଇବାକୁ ମନ ବଳାଇଲେ । ଏହା ବିଷୟରେ ଆମେ କହୁନୁ ଦର୍ଶକ ବନ୍ଧୁ ଏହା ବିଷୟରେ ଦୀପିକା ନିଜେ ଏକ ଅଡିଓ କଲ୍ ମାଧ୍ୟମରେ ଗଣମାଧ୍ୟମକୁ କହିଛନ୍ତି । ଦୀପିକାଙ୍କ ଶଶୁର ବୁଢା କହୁଛନ୍ତି ମୁଁ ବି ତୋ ଭଳି ଧାରଣାରେ ବସିବି ।

ରାତିରେ ଏହି ଗ୍ୟାରେଜ ଘର ଆଗରେ ଧାରଣାରେ ବସିବେ ଆଉ ସେତେବେଳେ ଦୀପିକା ଲଡୁ ଦେବେ ଆଉ ସେ ଖାଇବେ ବୋଲି କହିଛନ୍ତି ଦିନେଶଙ୍କ ବାପା । ଦର୍ଶକ ବନ୍ଧୁ ଯେତେବେଳେ ଗୋଟେ ଝିଅ ତାର ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛି ତାକୁ ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଏମିତି ଅଶାଳୀନ ଇଙ୍ଗିତ କରିବା କେତେ ଦୂର ଠିକ ଆଉ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ କହିବା କଥା ଶଶୁର ମୁଁ ତମକୁ ମାନି ଗଲି ତୁମ ଚିନ୍ତା ଧାରାକୁ ଶହେ ସଲାମ କରିବାକୁ ପଡିବ ।

କାରଣ ତମେ ପୁଅର ଭୁଲକୁ ଲୁଚେଇବା ପାଇଁ ତୁମେ ବି ଭୁଲ କରିବାକୁ ପଛାଉନ’ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *