ଲେମ୍ବୁ ଉପରେ ଲେଖି ଦିଅନ୍ତୁ ଏହି ଶବ୍ଦ ଯାହା ଦ୍ଵାରା ଆପଣଙ୍କ ଘରେ ଲାଗି ରହିଥିବା ସମସ୍ଯା ଦୂର ହେବା ସହ ଧନ ଜନିତ ସମସ୍ଯା ମଧ୍ୟ ଦୂର ହେବ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହ ଧାନର ବୃଦ୍ଧି ହେବ । ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବ କେବଳ ଏହି ଉପାୟ ଲେମ୍ବୁରେ କରିବା ଦ୍ଵାରା । ଆପଣଙ୍କର ସବୁ ମନସ୍କାମନା ପୁରା ହେବା ସହ ଭାଗ୍ୟ ବଦଳିଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।
ଅଙ୍କ ଶାସ୍ତ୍ର ହେଉଛି ଜ୍ଯୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ ଯେଉଁଥିରେ ଲେମ୍ବୁର ଏହି ଉପାୟ ବିଷୟରେ କୁହା ଯାଇଛି । ଏହି ଅଙ୍କ ମଧ୍ୟରେ ରହିଛି ସବୁ ବ୍ରମ୍ହାଣ୍ଡର ଶକ୍ତି । ଏହି ଉପାୟ କୁ କରିବା ପାଇଁ ଆବଶ୍ୟକ ରହିଛି ପାଚିଲା ରଙ୍ଗର ଲେମ୍ବୁ । ଏହି ହଳଦିଆ ରଙ୍ଗର ଲେମ୍ବୁ ଯେମିତି ଭଲ ବହେ ସଫା ସୁତୁରା ହୋଇଥିବ ସେଥିପ୍ରତି ଧ୍ୟାନ ଦେବେ । ଏହି ଉପାୟ କୁ କେବଳ ଗୁରୁବାର ବା ଶୁକ୍ରବାର ଦିନ କରି ପାରିବେ । ଅନ୍ୟଥା ଏହି ଉପାୟଟି ବିଫଳ ହୋଇଥାଏ ।
ଲେମ୍ବୁ ଉପରେ ଏହି ଚମତ୍କାରୀ ଶଙ୍ଖା ଲେଖିବାକୁ ପଡିବ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବା ସହ ବହୁତ ସାରା ଖୁସି ଆସିବ । ଆପଣଙ୍କ ଜୀବନରେ ଥିବା ସବୁ ଖରାପ ଶକ୍ତିର ବିନାଶ ହୋଇଥାଏ । ଏହି ସଂଖ୍ୟାକୁ ଲେମ୍ବୁ ଉପରେ ହଳଦୀ ବା ଶ୍ଵେତ ଚନ୍ଦନ ରେ ଲେଖିବାକୁ ହେବ । ସେହି ଶୁଭ ସଂଖ୍ୟାଟି ହେଉଛି ୩୦୩ । ଏହାର ମହତ୍ଵ ହେଉଛି ଲେମ୍ବୁଟି ଏକ ପବିତ୍ର ଓ ଚମତ୍କାରୀ ଫଳ ଯାହାକୁ ପୂଜା ପାଠ, ତନ୍ତ୍ର ମନ୍ତ୍ର, ତାନ୍ତ୍ରିକ କାମ, ଶୁଭ କାମ ବା ମାଙ୍ଗଳିକ କାର୍ଯ୍ୟ ରେ ଏହାର ବ୍ୟବହାର ହୋଇଥାଏ ।
ଲେମ୍ବୁ ଉପରେ ୩୦୩ ସଂଖ୍ୟା ଲେଖି ଘରେ ଏମିତି ଜାଗାରେ ଲୁଚାଇ ରଖନ୍ତୁ ଯେପରି ଅନ୍ୟ କେହି ଦେଖି ପାରିବେ ନାହି । ପୂଜା ଘରେ ମଧ୍ୟ ଲୁଚାଇ ରଖି ପାରିବେ । ଲୋକ ମାନଙ୍କ ନଜର ରୁ ଏହାକୁ ଲୁଚାଇ ରଖିବାକୁ ହେବ । ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ପଡିବ । ଜ୍ଯୋତିଷ ଓ ଅଙ୍କ ଶାସ୍ତ୍ର ରେ ଏହି ୩୦୩ ସଂଖ୍ୟା ଟି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟା ରେ ସବୁ ଦେବାଦେବୀଙ୍କର ବାସ ହୋଇଥାଏ ।
୩ ର ଅର୍ଥ ବ୍ରମ୍ହା, ବିଶୁଣୁ ଓ ମହେଶ୍ଵର, ୦ ର ଅର୍ଥ ଶୂନ୍ୟ ମଣ୍ଡଳ ଓ ୩ ର ଅର୍ଥ ମା ଲକ୍ଷ୍ମୀ, ସରସ୍ଵତୀ ଓ ମହାକାଳୀ ଅଟନ୍ତି । ତେଣୁ ୩୦୩ ସଂଖ୍ୟାକୁ ଦିବ୍ୟ ଓ ଚମତ୍କାରୀ ସଂଖ୍ୟା କୁହାଯାଏ । ଏହି ସଂଖ୍ୟା ଉପରେ ସମସ୍ତ ସଂସାର ନିର୍ଭରଶୀଳ ହେବା ସହ ବିଶ୍ଵାସ କରିଥାନ୍ତି । ଲେମ୍ବୁ ଉପରେ ୩୦୩ ଶଙ୍ଖା ଲେଖି ରଖିଲେ ଆପଣ ଏତେ ଲାଭ ପାଇବେ ଯାହାର କଳ୍ପନା କେବେ କରିନ ଥିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।