ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ LIC କୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ନେଇ ସମତେ ଚିନ୍ତା ରେ ପଡିଲେଣି । କାରଣ ଦେଶରେ ପ୍ରାୟତଃ ଲୋକ ମାନେ LIC କରିଥାନ୍ତି ନିଜର ପଇସା ସେଭ କରିବା ପାଇଁ । କିନ୍ତୁ ଏବେ ଏବେ ଯେଉଁ ଖବର ଆସିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହଁ ଆଜ୍ଞା LIC ରେ ବୁଡିଗଲା 18 ହଜାର କୋଟି ରୁ ଅଧିକ ଟଙ୍କା ।
ମୁଣ୍ଡରେ ହାତ ଦେଇ ଦେଲେ LIC ମାଲିକ । ଏବେ LIC ଉପୋଭୋକ୍ତା ମାନଙ୍କର ଚିନ୍ତା । ତାଙ୍କ ଟଙ୍କା ବୁଡି ଯିବନି ତ ? ହିଣ୍ଡେନ ବର୍ଗ ରିସର୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ଆଦାନି ସମୂହର ପ୍ରାୟ 40 ଲକ୍ଷ କୋଟି ଟଙ୍କା କ୍ଷତି ହୋଇ ସାରିଲାଣି । ନିବେଶକ ମାନେ ନିଜର ଟଙ୍କା ଆଦାନି ସମୂହରୁ କାଢି ନେଉଛନ୍ତି ।
ଏହାରି ମଧ୍ୟରେ ଦେଶର ବୃହତ୍ତମ ନିବେଶକ ତଥା ଜୀବନ ବୀମା ନିଗମ LIC ମଧ୍ୟପ୍ରଭାବିତ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଆଦାନି ଗ୍ରୁପ ସେୟାର ରେ LIC ଆରଟି ମିଳିତ 27 ଜାନୁଆରୀ 2023 ରେ 62,621 ଅତି ଟଙ୍କା କୁ ଖସି ଆସିଛି । 26 ଜାନୁଆରୀ 2023 ଏହା 81,261 କୋଟି ଟଙ୍କା ଥିଲା । ଅର୍ଥାତ ଦୁଇ ଟି ବାଣିଜ୍ୟ ଦିବସରେ LIC 18 ହଜାର 647 କୋଟି ଟଙ୍କା କ୍ଷତି ସହିଛି ।
STP ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଡିସେମ୍ବର 31 2022 ସୁଧା LIC ଆଦାନି ଏଣ୍ଟରପ୍ରାଇଜେସ, ଆଦାନି ଗ୍ରୀନ ଏନର୍ଜି, ଆଦାନି ବୋର୍ଟ, ଆଦାନି ପୋର୍ଟାଲ ଗ୍ଯାସ, ଆଦାନି ଟ୍ରାନ୍ସମିସନ ଓ ନିକଟରେ ଅଧିଗ୍ରହଣ ହୋଇଥିବା ସିମେଣ୍ଟ ପ୍ରମୁଖ ଅମ୍ବୁଜା ସିମେଣ୍ଟ ଓ ACC ରେ ଏକ ପ୍ରତିଶତରୁ ଧନ ରହିଛି । ଏବେ ଗତ 2ଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀ ଗୁଡିକର ଅଂଶଧନ 19 ପ୍ରତିଶତରୁ 27 ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି ।
ଆମେରିକୀୟ ଫର୍ମ ହିଣ୍ଡେନ ବର୍ଗ ରିସର୍ଚ ଏକ ରିପୋର୍ଟ ପରେ ଆଦାନି ଗ୍ରୁପ କମ୍ପାନୀ ଗୁଡିକର ସେୟାର ରେ ବହୁତ ହ୍ରାସ ଘଟିଛି । ଏହି ରିପୋର୍ଟ ରେ ଦର୍ଶା ଯାଇଛି ଯେ ଆଦାମି ଗ୍ରୁପ ର 7ଟି ପ୍ରମୁଖ ତାଲିକା ଭୁକ୍ତ କମ୍ପାନୀ ଗୁଡିକୁ 85 ପ୍ରତିଶତ ରୁ ଅଧିକ ଉଲ୍ୟ ଦିଆ ଯାଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଆଦାମି ସମୁହ ।
କମ୍ପାନୀ ର ପ୍ରବକ୍ତା ଜଗସିନ୍ଦର ସିଂ ଏକ ବିଭୃତି ରେ କହିଛନ୍ତି ଯେ ଏହି ରିପୋର୍ଟ ଭିତ୍ତି ହୀନ ଓ ଗୋଷ୍ଠୀ କୁ ବଦନାମ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟ ମୂଳକ ଅଟେ । ଏହି ରିପୋର୍ଟ ରେ ଅନେକ ଭୁଲ କଥା କୁହା ଯାଇଛି । ଯାହାର କୌଣସି ଆଧାର ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।