ସ୍ମାର୍ଟ ସିଟି ରେ ଏବେ ମାଟି ଛନ୍ତି ଲିଫ୍ଟ ଲୁଟେରା । ବାଙ୍ଗାଲୋର ରୁ ଫେରୁ ଥିବା ଅଯୁବକ ଙ୍କୁ ଲୁଟିଆ ନେଇ ଛନ୍ତି ଏହି ଦଳର ଲୋକମାନେ । ବିରେନ ପରିଡା ନାମକ ଏକ ଯୁବକ ସେ ସତସଙ୍ଗ ବିହାର ରେ ରାଜନଗର ଯିବା ପାଇଁ ଅପେକ୍ଷା କରିଥିଲେ । ସେ ବସ ଷ୍ଟାଣ୍ଡ ରେ ଠିଆ ହୋଇଥିବା ସମୟରେ ତାଙ୍କ ଆଗରେ ଏକ କାର ଆସିକି ଠିଆ ହୋଇ ଥିଲା । କାର ଚାଳକ ଜଣଙ୍କ ତାଙ୍କୁ ଲିଫ୍ଟ ପାଇଁ ପଚାରି ଥିଲେ ।
ଏହା ପରେ ଯୁବକ ଜଣଙ୍କ ସେହି କାର ରେ ବସି ଚାଲି ଯାଇଥିଲେ । କିଛି ବାଟ ଯିବା ପରେ ଜଣଙ୍କ ପରେ ଜଣେ ଅଳ୍ପ କିଛି ଦୂରରେ ନିଜ ପ୍ଳାନ ଅନୁସାରେ ଠିଆ ହୋଇ ଥିଲେ ଓ ସେମାନେ ଏକ ପରେ ଆଉ ଏକ କାର ରେ ବସିବା ପାଇଁ ଲାଗିଲେ ଏହା ପରେ । କଟକ ମହାନଦୀ ପାଖରେ ସେମାନେ ଯୁବକ ଙ୍କୁ ଅଟକାଇ କିଛି ପିଇବା ପାଇଁ ଦେଇ ଥିଲେ ।
ଯୁବକ ଏହାକୁ ପିବା ପରେ କିଛି ସମୟ ମଧ୍ୟରେ ଅଚେତ ହୋଇ ଯାଇଥିଲେ । ଯୁବକଙ୍କ ପାଖରେ ଥିବା ପଇସା ଓ ଯାବତିୟ ଜିନିଷ ସହ ଲୁଟିଆ ନେଇ ଥିଲେ ତାଙ୍କ ଫୋନ ଓ ଏଟିଏମ କାର୍ଡ । କିଛି ଦୂର ଯାଇ ଚଟିଆ ପାଖରେ ତାଙ୍କୁ ଅଚେତ କରିକି ଫିଙ୍ଗି ଦିଆ ଯାଇ ଥିଲା ଏହି ଦୁର୍ଦାନ୍ତ ଙ୍କ ଦ୍ଵାରା । ନିଜେ ଚାଲି ଯାଇଥିଲେ ।
କିଛି ଟ୍ରକ ଚାଳକ ମାନେ ବିରେନ ଙ୍କ ହୋସ ଆସିବା ପରେ ଚୋର ଭାବି ମାର ପିଟ କରିଥିଲେ । ସବୁ ଜାଣିବା ପରେ ବିରେନ ଦ୍ଵାରସ୍ଥ ହୋଇ ଥିଲେ ପୋଲିଶ ର ଓ ସାହାଜ୍ଯ ପାଇଁ ଭିକ ମାଗି ଥିଲେ । ତେବେ ସୂତ୍ରରୁ ଜଣା ପଡିଛି କି ଏହି ଭଳି ଏକ କାଣ୍ଡ ଆଗରୁ ମଧ୍ୟ ହୋଇ ସଋ ଥିଲା ଏହି ଭଳି ଆଉ ଏକ ବ୍ୟକ୍ତି ଙ୍କୁ ଏହି ଲିଫ୍ଟ ବାହାନାରେ ଲୁଟା ଯାଇଥିଲା ।
ସେ ଏକ ଶିକ୍ଷକ ଥିଲେ । ଯୁବକ ଜଣଙ୍କ କହିଛନ୍ତି କି ତାଙ୍କ ବ୍ଯାଗରେ ନଗଦ 25000 ଟଙ୍କା ଥିବା ବେଳେ ତାଙ୍କ ଏଟିଏମ ରୁ ମଧ୍ୟ 75000 ଭଳି ପ୍ରାୟ କାଢି ନେଇଛନ୍ତି । ସେ କହିବା ଅନୁସାରେ ସେ ଅଚେତ ଥିବା ବେଳେ ତାଙ୍କ ମୁହଁରୁ ଏଟିଏମ ପିନ ହାସଲ କରା ଯାଇଛି କି ତାଙ୍କ ମାର ଧର କରିକି ଏହା ହାସଲ କରା ଯାଇଛି ତାଙ୍କରର ଠିକ ସେ ମନେ ପଡୁନି ।
ଏହି ଭଳି ଶିକ୍ଷକ ମଧ୍ୟ ଢେଙ୍କାନାଳ ଯିବା ପାଇଁ ସାହାଜ୍ଯ କରିବେ ବୋଲି କହିକି ଲୁଟ ନେଇଥିଲେ । ନବପଲ୍ଲୀ ହାଇ ସ୍କୁଲର ଶିକ୍ଷକ ଅଖିଲା କୁମାରଲୁଟର ଶିକାର ହେବା ପରେ ସହିଦ ନଗର ଥାନାରେ ନିଜର ଏଫଆଇଆର ଦେଇଥିଲେ ।
ତେବେ ଏବେ ଯାଏ ପୋଲିଶ ହାତ ଖାଲି । ଶିକ୍ଷକ ଙ୍କ ଠାରୁ ଛଅ ହଜାର ଟଙ୍କା ସହ ମୁଦି ମଧ୍ୟ ଲୁଟି ନେଇଥିଲେ । ତେବେ ଏମାନେ କିଏ ଆଉ କାହାକୁ ଲୁଟିବା ଆଗରୁ ଧରିବା କି ପୋଲିଶ ଏବେ ଏହା ଦେଖିବା ପାଇଁ ବାକି ରହିଲା ।