ନମସ୍କାର ବନ୍ଧୁଗଣ । ଏବେ ପୁଣି ଥରେ ଏଲପିଜି ସବସିତ ମିଳିବା ଆରମ୍ଭ ହୋଇ ଯାଇଛି । ଯଦି ଏଲପିଜି ଉପୋଭୋକ୍ତା ମାନେ ସବସିଡି ପାଇବାରୁ ବଞ୍ଚିତ ହେଉଛନ୍ତି ତେବେ ସମସ୍ତଙ୍କ ଆକାଉଣ୍ଟକୁ ପୁଣି ଟଙ୍କା ଆସି ପାରିବ । ଅନ୍ୟ ପଟେ ଯେଉଁ ମାନଙ୍କର ସବସିଡି ବନ୍ଦ ହୋଇ ଯାଇଛି ଅନ ଲାଇନରେ ମାତ୍ର କିଛି ସମୟ ମଧ୍ୟରେ ଏଭଳି ତ୍ରୁଟିକୁ ଶୁଧରା ଯାଇ ପାରିବ ।
ଏହା ପରେ ଅନ ଲାଇନରେ ଏହାର ସବୁ ପ୍ରୋସେସ ପୁରା କରିବା ପରେ ଆକାଉଣ୍ଟକୁ ପୂର୍ବ ଭଳି ଟଙ୍କା ଆଦିବ । କୋରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଏଲପିଜି ଉପରେ ସବସିଡିକୁ ବନ୍ଦ କରି ଦେଇଥିଲେ । ତେବେ ପୁଣି ଥରେ କେନ୍ଦ୍ର ସରକାର ଏହି ସବସିଡିକୁ ଆରମ୍ଭ କରି ସାରିଛନ୍ତି । ବର୍ତ୍ତମାନ ସିଲିଣ୍ଡର ପିଛା ୭୯ ଟଙ୍କା ୨୬ ପଇସାର ସବସିଡି ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ ।
କୋରୋନା ସମୟରେ ଅନେକ ଉପୋଭୋକ୍ତାଙ୍କର ସବସିତ ବନ୍ଦ ହେବାର ନଜର ଆସିଥିଲା । ଏହାର ଅନେକ ଅକରଣ ରହିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟ ନମ୍ବର ଠିକ ନ ଥିବ ତେବେ ସବସିଡି ମିଳି ପାରିବ ନାହି ।
ଏହା ସହ ଯେଉଁ ମାନଙ୍କର ଏଲପିଜି ସହ ଆଧାର କାର୍ଡ ଲିଙ୍କ ନ ଥିବ କିମ୍ବା ତାଙ୍କର ବାର୍ଷିୟ ଆୟ ୧୦ ଲକ୍ଷରୁ ଅଧିକ ରହିଥିବ ତେବେ ସେମାନଙ୍କୁ ସବସିଡି ମିଳି ପାରିବ ନାହି । ଏହି ଏଲପିଜି ସବସିଡି ପାଇବା ପାଇଁ ପ୍ରଥମେ www.my. LPG.in ୱେବ ସାଇଟକୁ ଯିବାକୁ ପଡିବ ।
ଏହା ପରେ ୱେବ ସାଇଟରେ ନିଜର ଗ୍ଯାସ ପ୍ରଦାନ କରୁଥିବା କମ୍ପାନୀର ଆଇକନ ଉପରେ କ୍ଲିକ କରିବାକୁ ପଡିବ । ଏହା ପରେ ଏକ ନୂଆ ୱିଣ୍ଡୋରେ ସାଇନର ବିକଳ୍ପ ମିଳିବ । ଯଦି ପୂର୍ବରୁ ସାଇନିଙ୍ଗ କରିଥାନ୍ତି ତେବେ ତା ହେଲେ ୟୁଜର ଆଇଡି ଓ ପାସ୍ୱାର୍ଡ ଏଣ୍ଟର କରିବା ପରେ ନିଜର ସିଲିଣ୍ଡର ବୁକିଙ୍ଗ ଚେକ କରି ପାରିବେ । ଏଥିରେ ଆପଣଙ୍କୁ ସବସିତ ନ ମିଳିବାର କାରଣ ଜଣା ପଡିଯିବ ।
ଏହା ପରେ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ଟୋଲ ଫ୍ରୀ ନମ୍ବର ୧୮୦୦୨୩୩୩୫୫୫୫ ରେ ଅଭିଯୋଗ କରିଲେ ଆପଣଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ଆସିଯିବ । ଏହିପରି ଭାବେ ଏଲପିଜି ଗ୍ଯାସ ବ୍ୟବହାର କରୁଥିବା ଉପୋଭୋକ୍ତା ମାନେ ସବସିଡି ସୁବିଧା ପାଇ ପାରିବେ ।
ବନ୍ଧୁଗଣ ଆପଣ ମାନଙ୍କର ଏହାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।