ଲୁଣ ସାହାଜ୍ଯରେ କରନ୍ତୁ ଏହି ଉପଚାର ! ରାତାରାତି ଆପଣଙ୍କର ବି ଭାଗ୍ୟର କବାଟ ଖୋଲିଯିବ ! Vastu tips

ବନ୍ଧୁଗଣ, ଲୁଣ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯାଇଥାଏ । ସାଧରଣତଃ ଖାଦ୍ୟ ଖାଇଲା ବେଳେ ଲୁଣ କମ ହେଲେ ତାହା ସ୍ଵାଦିଷ୍ଠ ଲାଗି ନଥାଏ । ସ୍ଵାଦ ଅନୁଯାଇ ଲୁଣ ଆପଣଙ୍କ ଖାଦ୍ୟକୁ ସ୍ଵାଦିଷ୍ଠ ବନାଇ ଦେଇଥାଏ । ବିଜ୍ଞାନ ଅନୁଯାୟୀ ଲୁଣ ଘରେ ସକାରତ୍ମକ ଊର୍ଜାର ସଂଚାର ଅତି ଶୀଘ୍ର କରିଥାଏ । କୁହାଯାଏ ଯେ ଯେଉଁଠାରେ ଲୁଣ ନାହିଁ ସେଠାରେ ଭୁତ ପ୍ରେତ ବାସ କରିଥାନ୍ତି । ସେହିଭଳି ଘରେ ସୁଖ ସମୃଦ୍ଧି ମଧ୍ୟ ନଥାଏ ।

ଏହିଭଳି କ୍ଷେତ୍ରରେ ଆମ୍ଭେ ମାନିଥାଉ ଯେ ଲୁଣର ଏହି ଉପାୟ କରିବା ଦ୍ଵାରା ବ୍ୟକ୍ତି ଖୁବ ଶୀଘ୍ର ଜୀବନରେ ଧନବାନ ହୋଇଯାଇଥାଏ । ଆସନ୍ତୁ ଜାଣିବା ଲୁଣର ଏହି ଉପାୟ ଯାହା ରାତାରାତି ଆପଣଙ୍କ ଭାଗ୍ୟକୁ ବଦଳାଇଦେବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲୁଣରେ ଗୋଟିଏ ଅଲଗା ପ୍ରକାରର ଆକର୍ଷଣ ହୋଇଥାଏ । ଏଥି ନିମନ୍ତେ ଲୁଣର ପ୍ରୟୋଗ ମଧ୍ୟ ମନ୍ତ୍ର ତନ୍ତ୍ର ରେ କରାଯାଇଥାଏ ।

ଲବଣ ନକାରାତ୍ମକ ଊର୍ଜା କୁ ନଷ୍ଟ କରି ସକାରତ୍ମକ ଊର୍ଜାକୁ ନିଜ ଆଡକୁ ଆକର୍ଷଣ କରିଥାଏ । କିଛି ଲୋକ ବଶୀକରଣ ନିମନ୍ତେ ଲୁଣର ବହୁତ ଉପଯୋଗ କରିଥାନ୍ତି । ତନ୍ତ୍ର ଅନୁଯାୟୀ ଲୁଣକୁ ଯଦି ଉଚିତ ତନ୍ତ୍ର ମନ୍ତ୍ର ସହିତ ପ୍ରୟୋଗ କରାଯାଏ ତେବେ ଏହା ରାତାରାତି ଆପଣଙ୍କୁ ଧନବାନ ବନାଇ ଦେଇଥାଏ ।

୧- ଲୁଣ ଏବଂ କାଚ ଉଭୟ ରାହୁ କେତୁ ଅଟନ୍ତି । ଏଣୁ ଯଦି ଆପଣ ଲୁଣକୁ କାଚ ପାତ୍ର ରେ ଭରି ଶୌଚାଳୟ ପାଖରେ ରଖିବେ ତେବେ ସେଠାରୁ ନକାରାତ୍ମକ ଊର୍ଜାର ନାସ ହୋଇଥାଏ । ଏହାସହିତ ଏହି ଉପାୟ ଦ୍ଵାରା ସେଠାରୁ ବିଭିନ୍ନ ପ୍ରକାରର କୀଟାଣୁ ନଷ୍ଟ ହୋଇଯାଆନ୍ତି ।

୨- ଲୁଣ ଦ୍ଵାରା ଘର ପୋଛା ଲଗାଇବା ଦ୍ଵାରା ଏହି ଉପାୟ ଆପଣଙ୍କୁ ମାଲାମାଲ କରିଥାଏ । ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ଆପଣ ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ । ୧ ସପ୍ତାହ ମଧ୍ୟରେ ୧ ରୁ ୨ ଥର ଲୁଣ ମିଶାଇ ଘର ସଫା କରନ୍ତୁ । ଆପଣଙ୍କୁ ଧନର ପ୍ରାପ୍ତି ଅବଶ୍ୟ ହୋଇଥାଏ । ଏହି ଲୁଣ ପୁରା ଘରକୁ ସକାରତ୍ମକ ଊର୍ଜାରେ ଭରିଦେଇଥାଏ ।

ଘରର ଉନ୍ନତି ନିମନ୍ତେ ଲୁଣରେ ପୋଛା ଅବଶ୍ୟ ଲଗାଇବା ଆବଶ୍ୟକ । କାରଣ ସକାରତ୍ମକ ଊର୍ଜା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଘରେ ପ୍ରବେଶ କରିବା ନିମନ୍ତେ ଆକର୍ଷଣ କରିଥାଏ ।

୩- ଲୁଣକୁ ଗୋଟିଏ କାଚ ପାତ୍ରରେ ଭର୍ତ୍ତି କରି ସେଥିରେ ୪ ରୁ ୫ ଲବଙ୍ଗ ପକାଇ ରଖନ୍ତୁ ଏଭଳି କରିବା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇ ରହିବ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *